ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରାନୀ ପଣ୍ଡା ଙ୍କ ର ପୁଣିଥରେ ଗୋଟିଏ ଭିଡିଓ ଖୁବ୍ ଭା-ଇ-ରା-ଲ୍ ହେବାରେ ଲାଗିଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ Video ଦେଖିବା ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ଓଡ଼ିଆ ଫିଲ୍ମ , ସିରିଏଲ୍ ଏହି ସବୁ ଦେଖିବା ପାଇଁ ଖୁବ୍ ଭଲ ପାଇଥିବେ । କିନ୍ତୁ ବହୁତ୍ ଜଣଙ୍କର ଯାତ୍ରା ଦେଖିବାର ଖୁବ୍ ପସନ୍ଦ ଥିବ । ଗାଁ ଲୋକ ଟାଉନ ଲୋକ ଏମାନେ ସମସ୍ତେ ଯାତ୍ରା ଦେଖିବା ପାଇଁ ଭଲ ପାଆନ୍ତି । କିନ୍ତୁ ସବୁ ଠାରୁ ଅଧିକ ଗାଁ ରେ ଥିବା ମାଆ , ମାଉସୀ ଏବଂ ବୃଦ୍ଧ ଲୋକ ମାନେ ଫିଲ୍ମ ଦେଖିବା ପାଇଁ ଅଧିକ ଭଲ ପାଆନ୍ତି । ଯାତ୍ରା ରେ ହେଉଥିବା ମେଲୋଡୀ ଶୋ ଗୁଡ଼ିକୁ ଆଜିକାର ଯୁବ ପିଢ଼ି ମାନେ ଦେଖିବା ପାଇଁ ଅଧିକ ଭଲ ପାଉଛନ୍ତି ।
ଏହି ମେଲୋଡି ସୋ ରେ ବହୁତ୍ ପ୍ରକାରର ନାଚ ଗୀତ ହେବା ସହିତ ବହୁତ୍ ପ୍ରକାର ଡି ଜେ ଆଦି ଥାଏ । ସେଥି ରେ ବହୁତ୍ ଅଭିନେତା ଓ ଅଭିନେତ୍ରୀ ମାନେ ରଙ୍ଗ ବିରଙ୍ଗ ରେ ପୋଷାକ ଆଦି ପିନ୍ଧିଥାନ୍ତି । ତାଙ୍କ ପୋଷାକ ସମସ୍ତଙ୍କୁ ଆକୃଷ୍ଟ କରି ରଖିଥାଏ । ଯାତ୍ରା ରାତି ସାରା ହୋଇଥାଏ । ଯାହା ଦେଖିବା ପାଇଁ ବହୁତ ଲୋକ ଭିଡ ହୋଇଥାଏ । ଆଜି କାଲି କା ଯୁବ ପୀଢ଼ି ଅଧିକ ଛୋଟ ପୋଷାକ ପିନ୍ଧିଥିବା ଲୋକ ଙ୍କୁ ଦେଖିବା କୁ ଭଲ ପାଉଛନ୍ତି ଓ ବିଳାସମୟ ଜୀବନ ଅତିବାହିତ କରୁଛନ୍ତି ।
ଆପଣ ମାନେ ଖଣ୍ଡଗିରି ଯାତ୍ରା ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ଯେଉଁ ଯାତ୍ରା ଟି ସମ୍ପୂର୍ଣ ରୂପେ ବିବାଦୀୟ ଘେର କୁ ଯାଇଥିଲା ଯେଉଁଥିରେ ତାଙ୍କ ଯାତ୍ରା ର ଜଣେ ଅଭିନେତ୍ରୀ ରାନୀ ପଣ୍ଡା ସମସ୍ତ ଲୋକ ସମାଜ କୁ ଆସିଥିଲେ ସେ ନିଜର ଖୋଲା ଦେହ କୁ ନେଇ ସମସ୍ତଙ୍କ ଠାରେ ଚର୍ଚ୍ଚିତ ହୋଇ ଯାଇଥିଲେ । ଅଭିନେତ୍ରୀ ରାନୀ ପଣ୍ଡା ସେହି ଯାତ୍ରା ରେ ଷ୍ଟେଜ ତଳକୁ ଆସି ଗୋଟିଏ ଯୁବକ ଙ୍କୁ ଗେହ୍ଲ କରି ଦେଇଥିଲେ ଓ ଏହା ସହିତ ସେ ଷ୍ଟେଜ ଉପରେ ସେ ନିଜର ପୋଷାକ ଖୋଲି ଦେଇଥିଲେ । ଯାହା ପାଇଁ ସେ ସମସ୍ତଙ୍କ ଠାରେ ଚର୍ଚ୍ଚିତ ।
ସେ ମଧ୍ୟ ସେହିଠାରେ ଏପରି କାର୍ଯ୍ୟ କରିଥିଲେ ତାଙ୍କ ହାତରୁ ଯାତ୍ରା ଚାଲିଯାଇଥିଲା । ସେ ଆଉ ଯାତ୍ରା ରେ ଅଫର୍ ପାଇନଥିଲେ । ଯାତ୍ରା ନ କରି ସେ ଦେଶ ବାସି ଙ୍କ ର ସେବା କରିବାରେ ଲାଗିଲେ । ସେ କିନ୍ତୁ ଜଣେ ଭଲ ଦେଶ ସେବକ ହିସାବ ରେ ସେ ଖୁବ୍ ଚର୍ଚ୍ଚିତ ଓ ସମସ୍ତଙ୍କ ଠାରେ ସେଥି ପାଇଁ ଚର୍ଚ୍ଚିତ । ଏବେ ତାଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି । ଯେଉଁଥିରେ ରାନୀ ପଣ୍ଡା ଠିକ୍ ସେହି ଭଳି ଏକ ନୂଆ କାର୍ଯ୍ୟ କରିଛନ୍ତି ଗୋଟିଏ ଯୁବକ ଙ୍କ ସହିତ ଯାହା ବହୁତ୍ ଖ-ରା-ପ କାର୍ଯ୍ୟ । ଲୋକ ଏହାକୁ ପସନ୍ଦ କରନ୍ତିନି । ଆପଣ ମାନେ ଭି ତାଙ୍କର ଏହି ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖି ଖୁବ୍ ବି-ର-କ୍ତି ପ୍ରକାଶ କରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।