ସୁର ରାଉତରାୟ ଙ୍କର ଆଉ ଏକ ନୂଆ ଭିଡିଓ ଭାଇରଲ। ଯଦି ଥରେ ଦେଖିବେ ତାହେଲେ 10 ଥର ଦେଖିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁର ରାଉତରାୟ ଙ୍କର ଆଉ ଏକ ନୂଆ ଭିଡିଓ ଭାଇରଲ।ଯାହାକୁ ଜାଣିଲେ ଆପଣ ମଧ୍ୟ ହସି ପକାଇବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସମାଜରେ ସବୁଠୁ ଶକ୍ତିଶାଳୀ ହେଉଛି ରାଜନୀତି । ରାଜନୀତି ରେ ଯାହା ପାଖରେ ପାୱାର ଅଛି ସେ ନିଜକୁ ରାଜା ବୋଲି ମନେ କରେ । ଦେଶ ରାଜ୍ୟର ସମସ୍ତ ଶାସନ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତି । ସମାଜରେ ଅଧିକାଂଶ କାର୍ଯ୍ୟ ରାଜନୈତିକ ଚାପ ରେ ଚାପାୟିତ ହୋଇଯାଏ । ଯାହାଦ୍ଵାରା ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ତେବେ କଂଗ୍ରେସ , ବିଜେପି , ବିଜେଡି ବ୍ୟତୀତ ଆହୁରି ଅନେକ ଦଳ ଅଛନ୍ତି ଯେଉଁମାନେ ମାନେ ଦେଶ ରାଜ୍ୟକୁ ଶାସନ କରୁଥିବାର ଶୁଣିଆସୁଛୁ । ହେଲେ ଏମାନଙ୍କ ମଧ୍ୟରୁ ସର୍ବପୁରାତନ ରାଜନୈତିକ ଦଳ ହେଉଛି କଂଗ୍ରେସ । ଯାହାକି ଇଂରେଜ ଶାସନ କାଳରୁ ଏହି କଂଗ୍ରେସ ରାଜନୈତିକ ଦଳ ଦେଖିଆସୁଛୁ । 

 

ଆଜିର ଦୁନିଆରେ ଆପଣ ମାନେ ପ୍ରାୟତଃ ସମସ୍ତେ ରାଜନୀତି ପ୍ରତି ଅବଗତ ଥିବେ । ରାଜନୀତି ଭାର ସମ୍ଭାଳିବାକୁ ହେଲେ ମଣିଷକୁ ସେତିକି କାର୍ଯ୍ୟକ୍ଷମ ହେବାକୁ ପଡିବ । ରାଜନୀତି କ୍ଷେତ୍ରରେ ମଣିଷ କାନ୍ଧରେ ବନ୍ଧୁକ ରଖି ସମସ୍ତ କାର୍ଯ୍ୟ କରାଯାଇଥାଏ । ଯାହାକି ସମାଜ ପାଇଁ ଅନ୍ୟାୟ ଅଟେ । ତେବେ ଓଡିଶାରେ ଏହି କଂଗ୍ରେସ ଦଳର ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଙ୍କୁ ଆପଣମାନେ ପ୍ରାୟତଃ ସମସ୍ତେ ଜାଣିଥିବେ । ସେ ନିଜ ରାଜନୀତି କ୍ଷେତ୍ରରେ କାହାରିକୁ ଭୟ କରନ୍ତିନି । ଯାହା ଇଚ୍ଛା ସେଇଟା କରନ୍ତି । ଏହାଛଡା ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ଟାଣ କଥା କହିବାକୁ ପଛାନ୍ତି ନାହିଁ । 

 

ତେବେ ଦର୍ଶକ ବନ୍ଧୁ ଜଟଣୀ ର ବିଧାୟକ ସୁର ରାଉତରାୟ ଏକ ବୈଠକ ରେ ସମସ୍ତଙ୍କ ସାମ୍ନା ରେ କହିଛନ୍ତି ଏମିତି କଥା ଯାହାକୁ ଶୁଣି ସେଠାରେ ଥିବା ସମସ୍ତ ଲୋକ ମାନେ ହସିଥିଲେ ଆଉ ସୁର ରାଉତରାୟ ନିଜେ ମଧ୍ୟ ଭୋ ଭୋ ହୋଇ ହସି ପକାଇଛନ୍ତି । ତେବେ କୌଣସି ଏକ କଥା କୁ ନେଇ ସୁର ରାଉତରାୟ କହିଛନ୍ତି ଯେ ,ପଇସା କମେଇଛ ଏଇଥରୁ ଏଇଟା ତମର ଝାଳ ବୁହା ଧନ ନୁହଁ । ଆଉ ଏହାପରେ କୌଣସି ଏକ କଥା କହୁ କହୁ ଏକ ଅ-ଭ-ଦ୍ର ଭାଷା କହିଦେଲେ ସୁର ରାଉତରାୟ । ଆଉ ତା ପରେ ହସି ହସି କହିଛନ୍ତି କି କଣ ଏଠାରେ ମାଇକ ଲାଗିଛି କି । ଆଉ ମାଇକ ଲାଗିଛି ବୋଲି ଜାଣିବା ପରେ ସେ ପୁଣି ହସି ହସି କହିଥିଲେ ଆଉ ଏକ ଅ-ଭ-ଦ୍ର ଭାଷା । ଆଉ ଏହାପରେ କହିଲେ କି ମୁଁ ଆଉ କାହା ସହ କଥା ହେବିନି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *