ରାଜ୍ୟ ରେ ତାପମାତ୍ରା ବୃଦ୍ଧି କୁ ସାମ୍ନା ରେ ରଖି ଏହି 6 ଟି ଜିଲ୍ଲା କୁ ଜାରି ହେଲା ହାଇ ଆଲର୍ଟ – 6 ଜିଲ୍ଲାରେ ଘରୁ ବାହାରିଲେ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରାଜ୍ୟ ରେ ତାପମାତ୍ରା ବୃଦ୍ଧି କୁ ସାମ୍ନା ରେ ରଖି କେଉଁ 6 ଟି ଜିଲ୍ଲା କୁ ହାଇ ଆଲର୍ଟ ଜାରି ହୋଇଛି ଓ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଜାଣନ୍ତୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆସନ୍ତା ବୁଧ ବାର ପର ଠାରୁ ରାଜ୍ୟ ରେ 4 ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା ।ତେବେ ବର୍ତ୍ତମାନ ରାଜ୍ୟ ର ବଲାଙ୍ଗୀର , ସୋନପୁର , ବୌଦ୍ଧ ,ଅନୁଗୁଳ ,ନୟାଗଡ଼ ଏବଂ ଖୋର୍ଦ୍ଧା ରେ ଖରା ର ସର୍ବାଧିକ ପ୍ରଭାବ ରହିବା ଆଶଙ୍କା ରହିଛି । ତେବେ ବର୍ତ୍ତମାନ ସମୟ ରେ ଏହାକୁ ଆଖି ଆଗରେ ରଖି ରାଜ୍ୟ ର ଏହି 6 ଟି ଜିଲ୍ଲା କୁ ହିଟ୍ ୱେଭ ଆଲର୍ଟ କରାଯାଇଛି ।

 

ରାଜ୍ୟ କୁ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗ ରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହିତ ହୋଇ ଶକ୍ତିଶାଳୀ ହେବା ସହିତ ତାପମାତ୍ରା 3 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ ବର୍ତମାନ ର ଆକଳନ ଅନୁଯାୟୀ ,ରାଜ୍ୟ ର 10 ଟି ସହର ରେ 36 ଡିଗ୍ରୀ ଉପରେ ତାପମାତ୍ରା ରହିଛି । ତେବେ ଏହା ସହିତ ଟିଟିଲାଗଡ ରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ସେଲସିୟସ ରେକର୍ଡ କରା ଯାଇଛି ।

 

 ତେବେ ବର୍ତ୍ତମାନ ସମୟ ରେ ହିଟ୍ ୱେଭ୍ ସ୍ଥିତି ପାଇଁ ସତର୍କ କରାଇଛନ୍ତି SRC ।ତେବେ ଆସନ୍ତା 16 ଓ 17 ତାରିଖ ରେ କିଛି ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ର ସମ୍ଭାବନା ରହିଛି ।ତେବେ ରାଜ୍ୟ କୁ ବର୍ତ୍ତମାନ ଉତ୍ତର ପଶ୍ଚିମ ଭାରତ ଏବଂ ସଂଲଗ୍ନ ପାକିସ୍ଥାନ ଅଞ୍ଚଳ ରୁ ପବନ ପ୍ରବେଶ କରୁଛି । ତେବେ ସେଠାରେ ତାପମାତ୍ରା ବୃଦ୍ଧି ହୋଇ ଥିବାରୁ ସେଠାରୁ ଗରମ ଓ ଶୁଷ୍କ ପବନ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟ କୁ ଆସିବ । ଯାହା ଫଳରେ ଗରମ ବଢିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *