ନବୀନଙ୍କୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଆଉ ଏକ ନୂଆ ଗୀତ, ବିରୋଧୀ ମାନେ ଏବେ ଚିନ୍ତାରେ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନବୀନଙ୍କୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଆଉ ଏକ ନୂଆ ଗୀତ, ବିରୋଧୀ ମାନେ ଏବେ ଚିନ୍ତାରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡିଶାରେ ସବୁବେଳେ  ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି। ଯେତେବେଳେ ବି ଯୁଆଡେ ବି ଶୁଣିବେ ସବୁଆଡେ ରାଜନୀତି ବିଷୟରେ କିଛି ନା କିଛି କଥା ଶୁଣିବାକୁ ନିଶ୍ଚୟ ପାଇବେ। କାରଣ ଲୋକମାନେ ଚା ପିଇବା ସମୟରେ ବି ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି ରାତିରେ ଶୋଇବା ବେଳେ ମଧ୍ୟ ରାଜନୀତି ଖବରରେ ଦିନ ସାରନ୍ତି। ରାଜନୀତିରେ ବିରୋଧୀ ଦଳ ମାନେ ପରସ୍ପରକୁ ନିଚ୍ଚା ଦେଖାଇବା ପାଇଁ ସବୁବେଳେ ଚେଷ୍ଟାରେ ଥାଆନ୍ତି। 

 

ସବୁବେଳେ ବିରୋଧୀ ଦଳ କେବଳ ଏକ ସୁଯୋଗ ଅପେକ୍ଷାରେ ଥାଆନ୍ତି, କିଭଳି ଅନ୍ୟ ବିରୋଧୀ ଦଳର ଏକ ଭୁଲ୍ କାମ କରିବ ଆଉ ଏମାନେ ତାହାକୁ ନେଇ ସଙ୍ଗେ ସଙ୍ଗେ ରାଜନୀତି ଆରମ୍ଭ କରିଦେବେ। ଆଗକୁ ଆସୁଚି ଇଲେକ୍ସନ ଆଉ ଆରମ୍ଭ ହେବାକୁ ଯାଉଚି ଚିୟାର ମେନ୍  ୱାଡମେମ୍ବର ପଦବୀରେ ଛିଡ଼ା ହେବାକୁ ଯାଉଥିବା କେଣ୍ଡିଦେଡ ଙ୍କ ର ନାମାଙ୍କନ ଦାଖଲ । ଏଠି କିଏ ଉଚ୍ଚଶିକ୍ଷିତ ଯାଇଥିବା ବେଳେ ଆଉ କିଏ ନିଜର ଚାକିରି ଛାଡି ଆସି ନିର୍ବାଚନ ପଡ଼ୁଛି  ସମସ୍ତେ ଏଥି ଶିଖିତା । ୟାଡ ରୁ ମୁନିଶିପଲ୍ଟି ପରେ  ଲୋଡ଼ଇ ଆଉ ତା ପରେ ମହାନଗର ନିର୍ବାଚନ ର ପାଳି ପଢିବ ।ଆଉ ସେତେବେଳେ ପଢୁଆ ଆଉ ମହିଳା ପ୍ରତିଦ୍ୱନ୍ଦିକୁ ଖୋଜିବେ ରାଜା ନୈତିକ ଦଳ । 

 

ରାଜନିତୀ ରେ ଦକ୍ଷ ପାର୍ଧି କ ର ଯେତିକି ଲୋଡା ରହିଥାଏ ତା ଠାରୁ ଅଧିକ ଜଣେ ଚିହ୍ନ ଚେହେରା ଓ ଲୋକୋ ପ୍ରିୟ ମଧ୍ୟ ସେତିକି ଆବଶ୍ୟକ ମଧ୍ୟ ହେଇଥାଏ । ଆଉ ଏହି ନିର୍ବାଚନ ର ପ୍ରଚାର ପାଇଁ ଲୋକୋ ଅନେକ ପ୍ରକାର ର ପ୍ରଚେଷ୍ଟା କିଏ ବୁଲି ବୁଲି ପ୍ରଚାର କଳା ବେଳେ ଆଉ କିଏ ପତ୍ରିକା ବାଣ୍ଟି ପ୍ରଚାର କରିଛନ୍ତି।କିଛି ଲୋକ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇବାରେ ଲାଗିଛନ୍ତି। ଆଉ ଏହି ସମୟ ରେ ଏବେ ନିର୍ବାଚନରେ ମାରିକି ଖାଉଥିବା ଲୋକଙ୍କ ପାଇଁ ଏବେ ଏକ ଗୀତ ପ୍ରବଳ ମାତ୍ରା ରେ  ଭାଇରଲ ହେବା ରେ ଲାଗିଛି । 

 

ଯେଉଁଥିରେ କି ନେତା ମାନେ କିପରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରୁଛନ୍ତି ତାହା ବନାନ କର ଯାଇଛି । ଯେଉଁଥିରେ କି ନିର୍ଦ୍ଧିଷ୍ଟ ଭାବେ ବିଜେପି ର ବିଷୟରେ କୁହା ଯାଇଛି ।ଆଉ ଏବେ ବହୁ ଚର୍ଚ୍ଚିତ ଗୀତ ନବୀନ ପାଣି ବିରୋଧୀ ପିଲେଇ ପାଣି ର ତଳ ରେ ସେହି ଗୀତ ର ଟ୍ରାକ ଦିଆ ଯାଇଛି । ଯାହା ର ଟାଇଟଲ ରଖାଯାଇଛି ଏହିପରି କିଛି ରଖା ଯାଇଛି । ଯାହାକୁ କି ଗୀତିକାର ଅନେକ ନିଆରା ଢଙ୍ଗରେ ରେ ଗାଇଛନ୍ତି । ଯାହାକୁ ଲୋକୋ ପ୍ରବଳ ମାତ୍ରା ରେ ପସନ୍ଦ କରିବା ସହିତ ଭାରେଲ ବି କରିଛନ୍ତି ଓ ଶଙ୍ଖ ଚିହ୍ନ କୁ ଘରେ ଘରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.