ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଃ କି ଡ୍ୟାନ୍ସ ! ସୋସିଆଲ ମିଡିଆରେ ଭାଇରଲ ହେଲା ଏହି ଜବରଦସ୍ତ ଡ୍ୟାନ୍ସ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଛୋଟ ଠୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ସହିତ ବେଶ୍ ଜଡ଼ିତ ଅଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାରର ଫଟୋ ,ଭିଡିଓ ତଥା ବିଭିନ୍ନ ପ୍ରକାରର ଖବର ଦେଖିବାକୁ ମିଳିଥାଏ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ମଧ୍ୟ ବେଶ୍ ଭାଇରାଲ ହୋଇଥାଏ । ତେବେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଆମେ ବିଭିନ୍ନ ପ୍ରକାର ଘଟଣା ତଥା ଖବର ବିଷୟରେ ଜାଣି ପାରିଥାଉ ।
ତେବେ ଆପଣ ମାନେ ତ ଏହା ଜାଣିଛନ୍ତି ଯେ , ସଙ୍ଗୀତ ଓ ନୃତ୍ୟ ହେଉଛି ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତେବେ ଏହି ଦୁଇଟି ଜିନିଷ ହେଉଛି ମନୋରଞ୍ଜନ ର ଏକ ପ୍ରମୁଖ ମାଧ୍ୟମ ।ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କି ଯୁବତୀମାନଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି।
ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ,ପ୍ରାୟ ଅନେକ ଲୋକ ମାନଙ୍କୁ ନାଚିବାକୁ ଭଲ ଲାଗି ନଥାଏ କିନ୍ତୁ ନୃତ୍ୟ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଆଉ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଗୀତ ଶୁଣିଲେ ନିଜକୁ ରୋକି ପାରି ନଥାନ୍ତି ,ଆଉ ସେମାନଙ୍କ ପାଇଁ ନାଚିବାକୁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ର ଆବଶ୍ୟକତା ପଡ଼େ ନାହିଁ ।
ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସୁଥିବା ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ ,କୀର୍ତ୍ତନ ରେ ଯୁବତୀ ମାନେ ଆଲବମ୍ ଷ୍ଟାଇଲ ରେ ତାଳ ଦେଇ ନାଚୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
https://www.facebook.com/focusplusodisha1/videos/334622145390132/?sfnsn=wiwspwa
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।