ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭାଇରାଲ ବଏ ଶାନ୍ତନୁ ଙ୍କ ମାସିକ ଦରମା କେତେ ଓ ତାଙ୍କର ପ୍ରଥମ ରୋଜଗାର କେତେ ଥିଲା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଭାଇରାଲ ବଏ ସାନ୍ତନୁ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ବର୍ତ୍ତମାନ ସମୟ ରେ ତାଙ୍କର ଲୋକ ପ୍ରୀୟତା ଏତେ ବଢ଼ି ଯାଇଛି ଯେ ତାଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ବର୍ତ୍ତମାନ ସମୟ ରେ ସେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ତେବେ ଶାନ୍ତନୁ ଙ୍କ ସୁମଧୁର ସ୍ୱର ଲୋକ ମାନଙ୍କୁ ବେଶ୍ ପସନ୍ଦ ଆସୁଛି ।
ତେବେ ସେ ଏତେ ଛୋଟ ହୋଇ ଏତେ ସୁନ୍ଦର ଗୀତ ଗାଉଛନ୍ତି ଲୋକ ମାନେ ତାଙ୍କୁ ଓ ତାଙ୍କର ଗୀତ କୁ ବେଶ୍ ଭଲ ପାଇବା ଦେଉଛନ୍ତି । ତେବେ ବର୍ତ୍ତମାନ ସମସ୍ତ ଲୋକ ମାନେ ଭାଇରାଲ ବଏ ଶାନ୍ତନୁ ଙ୍କ ବେଶ୍ ପ୍ରଶଂସା କରୁଛନ୍ତି । ତେବେ ଏହା ସହିତ ମଧ୍ୟ ଲୋକ ମାନେ ତାଙ୍କୁ ଓଡ଼ିଶା ର ଜଣେ ଜଣାଶୁଣା କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ସହ ତୁଳନା କରି ମିନି ହ୍ୟୁମାନ ସାଗର ବୋଲି ମଧ୍ୟ କହୁଛନ୍ତି ।
ଆଉ ଜାଣି ରଖନ୍ତୁ ଯେ ବର୍ତ୍ତମାନ ସମୟ ରେ ସେ ବହୁତ୍ ମାତ୍ରା ରେ ଭାଇରାଲ ହୋଇଥିବା କାରଣ ରୁ ତାଙ୍କୁ ଭାଇରାଲ ବଏ ଶାନ୍ତନୁ ବୋଲି କୁହା ଯାଉଛି। ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଭାଇରାଲ ବଏ ଶାନ୍ତନୁ ଙ୍କ ମାସିକ ରୋଜଗାର କେତେ ରହିଛି ଓ ତାଙ୍କର ପ୍ରଥମ ଦରମା କେତେ ଥିଲା ।
ତେବେ ଜଣାଇ ରଖୁଛୁ ଯେ ଶାନ୍ତନୁ ଙ୍କ ପ୍ରଥମ ଗୀତ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଆଉ ଏହା ପରେ ସେହି ଗୀତ କୁ ବହୁତ୍ ଲୋକ ମାନେ ପସନ୍ଦ କରିବାରୁ ଶାନ୍ତନୁ ଙ୍କୁ ଅନେକ ଷ୍ଟେଜ ସୋ କରିବା ପାଇଁ ଡାକରା ଆସୁଛି ।ତେବେ ଦର୍ଶକ ବନ୍ଧୁ ସାନ୍ତନୁ କୁମାର ନିଜର ପ୍ରଥମ ଗୀତରୁ ପାଖାପାଖି ପଚାଶ ହଜାର ଟଙ୍କା ପାଇଥିଲେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।