ଓଡ଼ିଶା ଅଭିମୁଖେ ମାଡି ଆସୁଛି ବାତ୍ୟା ଆସାନି – ଜାଣନ୍ତୁ ଏହାର ଗତିପଥ ଓ ତୀବ୍ରତା ବିଷୟରେ ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଓଡ଼ିଶା ଅଭିମୁଖେ ମାଡି ଆସୁଥିବା ବାତ୍ୟା ଆସାନି ର ପ୍ରଭାବ କିପରି ରହିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଓଡ଼ିଶା ର ପିଛା ଛାଡୁନି ସାମୁଦ୍ରିକ ବାତ୍ୟା ।ପୁଣି ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦର୍ଶକ ବନ୍ଧୁ ଓଡ଼ିଶା କୁ ପୁଣି ଘାରିଛି ଏବେ ବାତ୍ୟା ର ଭୟ । ତେବେ ପ୍ରତି ବର୍ଷ ବାତ୍ୟା କୁ ସାମ୍ନା କରୁଥିବା ରାଜ୍ୟ ଓଡ଼ିଶା ବର୍ତ୍ତମାନ ପୁଣି ଏକ ବାତ୍ୟା କୁ ସାମ୍ନା କରିବାକୁ ଯାଉଛି । ତେବେ ବଙ୍ଗୋପସାଗର ରେ ଆଉ ଏକ ବାତ୍ୟା ସୃଷ୍ଟି ହେଉଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। 

 

ତେବେ ବର୍ତମାନ ପାର୍ଯ୍ୟନ୍ତ ସେହି ବାତ୍ୟା ର ସଂପୂର୍ଣ୍ଣ ଚିତ୍ର ମିଳି ପାରି ନାହିଁ । ଆସନ୍ତା 22 ତାରିଖ ବେଳକୁ ବଙ୍ଗୋପସାଗର ରେ ଏହି ବାତ୍ୟା ଟି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ସୃଷ୍ଟି ହେଉଥିବା ବାତ୍ୟା ର ପ୍ରଭାବ ରେ ଉପକୂଳ ଓଡ଼ିଶା ରେ ପାଗ ବଦଳି ବାର ସମ୍ଭାବନା ରହିଛି । ତେବେ ବଙ୍ଗୋପସାଗର ରେ ବାତ୍ୟା ସୃଷ୍ଟି ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ର ନାଥ ପଶୁ ପାଳକ ।

 

ସୂଚନା ଅନୁସାରେ ଆସନ୍ତା 20 ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ତେବେ ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ରେ ପହଞ୍ଚିବ । କିନ୍ତୁ ଏହି ବାତ୍ୟା ର ଗତିପଥ ତଥା ତୀବ୍ରତା ବିଷୟରେ କିଛି ଜଣା ପଡ଼ି ନାହିଁ । ତେବେ ପାଣିପାଗ ବିଭାଗ ର ଆକଳନ ଅନୁସାରେ ଆସନ୍ତା 20 ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

 

ତେବେ ପ୍ରତିବର୍ଷ ଅନେକ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରି ଆସୁଛି ଓଡ଼ିଶା ।ଆଉ ଏବେ ଓଡ଼ିଶା ପାଇଁ ରହିଛି ଏକ ବାତ୍ୟା ଭୟ । ତେବେ ପାଣିପାଗ ବିଭାଗ ର ଆକଳନ ଯଦି ସତ ହୁଏ ତାହେଲେ ପୁଣି ଓଡ଼ିଶା ରେ ଘଟି ପାରେ ବ୍ୟାପକ କ୍ଷୟ କ୍ଷତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *