ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହ୍ରାସ ପାଇବ ତୈଳ ର ମୂଲ୍ୟ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁଦ୍ଧର ଘନଘଟା । ଋଷ ଆକ୍ରମଣରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ । ପୁଟିନ କାହାରି କଥା ଶୁଣୁ ନାହାନ୍ତି କି ଜେଲେନସ୍କି ମୁଣ୍ଡ ନୁଆଁଉ ନାହାନ୍ତି । ଆଉ ଏହି ପରି ସମୟ ରେ ଋଷ ରୁ ରିହାତି ଦର ରେ ତୈଳ କିଣିବା ଭାରତ ।
ଦେଶ ରେ ତୈଳ ସମସ୍ୟା କୁ ଠିକ୍ କରିବା ପାଈ କେନ୍ଦ୍ର ସରକାର ଏହିପରି ପଦକ୍ଷେପ ନେଇଛନ୍ତି ବୋଲି ଶୁଣିବା କୁ ମିଳୁଚି। ଯାହାକୁ ତେଲ ବାଷ୍ପ ମନ୍ତ୍ରୀ ହାର୍ଦିକ ସିଂ କହିଛନ୍ତି । ଅନ୍ୟ ପଟେ ଅନ୍ୟ ରାଜ୍ୟ ତୁଳନା ରେ ଭାରତ ରେ ତୈଳ ର ଦର କମ ବୋଲି କୁହାଯାଉଥିବା ବେଳେ ଋଷ ନିକଟ ରୁ ରିହାତି ମୂଲ୍ୟ ରେ ତେଲ ଓ ଅନ୍ୟ ଜିନିଷ କ୍ରୟ କରିଛନ୍ତି ଗତ କାଲି ।
ତାଙ୍କଠୁ ଦିଆ ନିଆ ଭିତରେ ଏହି କ୍ରୟ ହେବ ବୋଲି ଦୁଇ ଭାରତୀୟ ଅଧିକାରୀ କହିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଉପରେ ବ୍ୟାପକ କଟକଣା ଲଗାଯାଇଥିବା ର ସୂଚନା ମିଳିଚି । ଭାରତ ନିଜର 80 ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରୁଥିବା ନେଇ ସୂଚନା ଆସୁଚି । ଏହାର ପ୍ରାୟ 2 ରୁ 3 ପ୍ରତିଶତ ଋଷରୁ ଆମଦାନୀ କରିଥିବାର କଥା ସାମ୍ନାକୁ ଆସିଚି ।
କିନ୍ତୁ ଚଳିତ ବର୍ଷ ଆସୁଧିତ ପେଟ୍ରୋଲ ର ମୂଲ୍ୟ ପ୍ରାୟ 40 ପ୍ରତିଶତ ବୃଦ୍ଧି ପାଇଥିବାର ସରକାର ଋଷ ରୁ ଜିଣିବାର ଯୋଜନା କରୁଚି । ଯାହା ଦ୍ୟାର ସରକାରଙ୍କର ତେଲ ଆମଦାନୀ ଖର୍ଚ୍ଚକୁ ହ୍ରାସ କରା ଯାଇପାରିବ। ଅନ୍ୟ ପଟେ ଋଷ ମଧ୍ୟ ତେଲ ଓ ଅନ୍ୟାନ୍ୟ ଜିନିଷ ର ମୂଲ୍ୟ ହ୍ରାସ କରି ବ୍ୟୟ କରିବା ବୋଲି ପ୍ରସ୍ତାବ ଦେଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।