ନବୀନ କଲେ ନୂଆ ଯୋଜନା | ବିବାହ କଲେ ମିଳିବ 2.5 ଲକ୍ଷ ନଗଦ ଟଙ୍କା ! ଜାଣନ୍ତୁ କେମିତି ମିଳିବ ?

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ଯୁବକ ମାନଂକ ପାଇଁ ଏମିତି କେଉଁ ଯୋଜନା ହୋଇଛି ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ମିଳିବାର ସୁଯୋଗ ରହିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ,ସାମାଜିକ ସମାନତା ପାଇଁ ଓଡ଼ିଶା ସରକାର ସବୁବେଳେ ତପ୍ତର ରହିଥାନ୍ତି । ଆଉ ବର୍ତ୍ତମାନ ସମୟ ରେ ନବୀନ ସରକାର କିଛି ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହି ଯୋଜନା ଅନୁସାରେ ବିବାହ କଲେ ଦମ୍ପତ୍ତି ଙ୍କୁ ମିଳିବ ଅଢେଇ ଲକ୍ଷ ଟଙ୍କା ର ଅର୍ଥ ସହାୟତା ।

 

ତେବେ ଏହି ଆର୍ଥିକ ସହାୟତା ରାଶି କୁ ପ୍ରଦାନ କରିବେ ଓଡିଶା ସରକାର । ତେବେ ବର୍ତ୍ତମାନ ସମୟ ରେ ଓଡ଼ିଶା ସରକାର ଙ୍କ ଦ୍ଵାରା ହୋଇଥିବା ଏହି ଯୋଜନା ର ନାମ ସୁମଙ୍ଗଳ ଯୋଜନା ଦିଆ ଯାଇଛି । ତେବେ ଓଡ଼ିଶା ରେ ଯେଉଁ ମାନେ ଅନ୍ୟ ଜାତି ଙ୍କ ସହ ବିବାହ କରୁଛନ୍ତି ,ସେହି ମାନେ ଏହି ଯୋଜନା ରେ ଅବଦାନ କରି ଏହି ଯୋଜନା ର ଫାଇଦା ଉଠାଇ ପାରିବେ ।

 

ତେବେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷ ରୁ କିଛି ସର୍ତ୍ତ ରଖା ଯାଇଛି । ତେବେ କେବଳ ହିନ୍ଦୁ ଓ ଅନୁସୂଚିତ ଜାତି ର ହିନ୍ଦୁ ଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ହିନ୍ଦୁ ବିବାହ ଆଇନ୍ 1955 ଅନୁଯାୟୀ ବିବାହ ଆଇନ୍ ଗତ ବୈଧ ହୋଇଥିବା ଦରକାର । ତେବେ ଉଭୟ ସ୍ବାମୀ ସ୍ତ୍ରୀ ଭାରତ ର ନାଗରିକ ହେବା ସହ ଓଡ଼ିଶା ର ସ୍ଥାୟୀ ବାସିନ୍ଦା ହେବା ଦରକାର ।

 

ତେବେ ସ୍ବାମୀ ଅଥବା ସ୍ତ୍ରୀ ଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତି ର ହେବା ଆବଶ୍ୟକ । ତେବେ ଏହି ଯୋଜନା ର ଫାଇଦା କେବଳ ଗୋଟିଏ ଥର ହିଁ ହାସଲ କରି ହେବ । ତେବେ ଏଥିରେ କେବଳ ବିଧବା ମାନଙ୍କୁ ପୁନଃ ବିବାହ କରିବାକୁ ଅନୁମତି ରହିଛି । ବିବାହ ପଞ୍ଜିକରଣ ସାର୍ଟିଫିକେଟ ତଥା ଯଏଣ୍ଟ ପାସ୍ ବୁକ୍ ଓ ଜନ୍ମ ସାର୍ଟିଫିକେଟ ଦାଖଲ କରିବା ପରେ ହିଁ ଏହି ଅର୍ଥ ରାଶି ମିଳି ପାରିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *