ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଦର୍ଶକ ବନ୍ଧୁ ନବୀନ ପଟ୍ଟନାୟକ ଙ୍କୁ ନେଇ କେଉଁ କଥା ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଛୋଟ ପିଲା ଙ୍କୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ସହ ଜଡ଼ିତ ଅଛନ୍ତି ଏବଂ ପ୍ରତିଦିନ ଅନେକ ଅନଲାଇନ୍ ଭିଡିଓ ମଧ୍ୟ ଦେଖିଥାନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକୁ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ବନ୍ଧୁଗଣ ସେହି ଭିଡ଼ିଓ ରେ ଏମିତି କଣ ରହିଛି ଆସନ୍ତୁ ଜାଣି ନେବା ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏଭଳି ଏକ ଭିଡିଓ ସାମ୍ନା କୁ ଆସିଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ହସି ହସି ଗଡ଼ିଯିବେ । ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଭିଡ଼ିଓ ଟି ରେ ଏହା ଦେଖା ଯାଇଛି ଯେ , ଜଣେ ଲୋକ ଆଖି ବନ୍ଦ କରି ଆଶୀର୍ବାଦ ଦେବା ଭଳି ଛିଡ଼ା ହୋଇଛନ୍ତି ଏବଂ ନବୀନ ଙ୍କ କଥା କୁ ନେଇ କହିଛନ୍ତି ଅନେକ କିଛି କଥା । ତେବେ ସେହି ଯୁବକ ଜଣକ ଏମିତି କଣ କହିଛନ୍ତି ଆସନ୍ତୁ ଜାଣି ନେବା ।
ତେବେ ଯୁବକ ଜଣକ କହିଛନ୍ତି କି ମୁଁ ହେଉଛି ନବୀନ ପଟ୍ଟନାୟକ ,ବିଜୁ ଜନତା ଦଳ ର ମୁଖ୍ୟ ଓ ଓଡ଼ିଶା ବାସୀ ଙ୍କ ବଳ । ତେବେ ଏହା ପରେ କହିଛନ୍ତି ମୋର ଭାଇ ଓ ଭଉଣୀ ମାନଙ୍କୁ ମୁଁ ସବୁ କିଛି ଯୋଗାଉଛି । ଅଣ୍ଡା ,ଚାଉଳ ଓ ଡାଲି ସବୁ କିଛି ଯୋଗାଉଛି । ତେବେ ଆପଣ ମାନେ ଏହି କରୋନା ସମୟ ରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଜାରୁରି କାମ ପଡ଼ିଲେ ପଦା କୁ ଯାଆନ୍ତୁ । ସବୁବେଳେ ମାସ୍କ୍ ପିନ୍ଧି ବାହାରକୁ ଯାଆନ୍ତୁ । ଶେଷ ରେ କହିଛନ୍ତି ଧନ୍ୟବାଦ । ତେବେ ଜଣାଇ ରଖୁଛୁ ଯେ ,ଲୋକ ଟି ନବୀନ ପଟ୍ଟନାୟକ ଙ୍କ କଣ୍ଠ କୁ ଅବିକଳ ନକଲ କରି ନବୀନ ପଟ୍ଟନାୟକ କହିଥିବା କଥା ସବୁ କୁ କହୁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ