ଆସିଲା ଅନୁଭବ ବର୍ଷା ଙ୍କ ଆଶାର ଆଲୋକ Video… ଆସନ୍ତୁ ଦେଖିବା Video…

ଦର୍ଶକ ବନ୍ଧୁ ବର୍ଷା ଓ ଅନୁଭବ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି । ସେ ହେଉଛନ୍ତି ଓଡିଆ ସିନେ ଜଗତ ର ଦୁଇ ସଫଳ ତମ ସିନେ ଯୋଡି , ସେ ଦୁ-ହେଁ ମିଶି ଓଲିଉଡ ସିନେମା ଜଗତ କୁ ଅନେକ ଗୁଡ଼ିଏ ହି-ଟ ହି-ଟ ସିନେମା ଦେଇଛନ୍ତି । ଅନେକ ଗୁଡ଼ିଏ ସିନେମା ଏକାଠି କରିବା ପରେ ଦୁହିଁଙ୍କ ପ୍ରେମ ହୋଇଥିଲା ଏବଂ ଦୁହେଁ ବିବାହ କରିଥିଲେ ।ଅନୁଭବ ଏବଂ ବର୍ଷା ଙ୍କ ଅନେକ ଗୁଡ଼ିଏ ଫି-ଲ୍ମ ସୁପର ହିଟ ହୋଇଛି।

 

 ବର୍ଷା ଓ ଅନୁଭବ ଙ୍କ ଯୋଡ଼ି କୁ ଟିଭି ପରଦା ରେ ଦେଖିବା ପାଇଁ ଲୋକ ମାନେ ବେଶ୍ ପସନ୍ଦ କରିଥାନ୍ତି ଓ ଫ୍ୟା-ନ-ସ ମାନେ ସେମାନଙ୍କ ର ଫି-ଲ୍ମ କୁ ଦେଖିବା ପାଇଁ ସର୍ବଦା ଅନେଇ ବସିଥାନ୍ତି । କିନ୍ତୁ ୨୦୨୦ ମସିହାରେ ଅନୁଭବ ମହାନ୍ତି ତାଙ୍କର ଧର୍ମ ପ-ତ୍ନୀ ବର୍ଷା ଙ୍କ ଠୁ ଅଲଗା ହେବା ପାଇଁ ଚାହିଁଥିଲେ କିନ୍ତୁ ଅପର ପକ୍ଷରେ ବର୍ଷା କହିଥିଲେ ଯେ ଅନୁଭବ ଙ୍କ ସହ ରହିବେ ବୋଲି । 

 

ଅନୁଭବ ଙ୍କ ଏପରି ଅନେକ କଥା ପାଇଁ ବର୍ଷା ଯାଇ  ପ୍ରଥମେ କୋ-ର୍ଟ ରେ କେ-ସ କରିଥିଲେ । ଏହା ପରେ ଏହି ସବୁ କଥା ସୋସିଆଲ ମି-ଡି-ଆ ରେ ବେଶ୍ ଚ-ର୍ଚ୍ଚା ର ବିଷୟ ବସ୍ତୁ ପାଲଟି ଯାଇଥିଲା ।

ଏହା ପରେ ଅନୁଭବ ମହାନ୍ତି ମଧ୍ୟ ବର୍ଷା ଙ୍କ ବି-ପ-କ୍ଷ ରେ କୋ-ର୍ଟ ରେ କେ-ସ କରିଥିଲେ ।ଏହାକୁ ନେଇ ସୋସିଆଲ ମି-ଡ଼ି-ଆ ରେ ଚର୍ଚ୍ଚା ବହୁତ ଦିନ ଧରି ରହିଥିଲା । ଏହା ପରେ ଅନୁଭବ ଙ୍କ ସହିତ ଜାଗୃତି ଙ୍କ ଫଟୋ ସୋସିଆଲ ମି-ଡି-ଆ ରେ ନି-ଆଁ ପରି ଭାଇରାଲ ହୋଇଥିଲା।  ଏହାପରେ  ସୋସିଆଲ ମି-ଡ଼ି-ଆ ରେ ଅନୁଭବ ଙ୍କୁ ନେଇ ଅନେକ ଟ୍ରୋ-ଲ ତଥା କମେଡି ଭି-ଡି-ଓ ବା କମେଡି ଫଟୋ ବେଶ୍ ଭାଇରାଲ ହୋଇଛି ।  

 

ସେହିପରି ବର୍ତ୍ତମାନ ଅନୁଭବ ଏବଂ ବର୍ଷା ଙ୍କୁ ନେଇ ଏକ ଭି-ଡି-ଓ ଏବେ ସୋସିଆଲ ମେଡିଆ ନି-ଆଁ ଭଳି ଭାଇରାଲ ହେବାରେ ଲାଗୁଛି  ଯେଉଁ ଭିଡିଓ ଟି ର ବିଷୟବସ୍ତୁ ରହିଛି ଏହା ଯେ ” ଜୀବନ ର ଦୋ ଛକି ରେ ଆଶା ର ଆଲୋକ “- ଯାହା କି ଏବେ ସୋସିଆଲ ମି-ଡି-ଆ ରେ ବେଶ୍ ଭାଇରାଲ ହେବାରେ  ଲାଗୁଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *