ସ୍ବାମୀ ମାନେ ହୋଇ ଯାଆନ୍ତୁ ସାବଧାନ – ନହେଲେ ଯିବେ ଜେଲ ଗଣିବେ ମୋଟା ଅଙ୍କର ଜୋରିମାନା – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପୁରୁଷ ମାନଙ୍କୁ କେଉଁ କଥା ପାଇଁ ସାବଧାନ ରହିବାକୁ କୁହା ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏକ ଜାରୁରୀ କଥା ବିଷୟରେ ଜଣାଇବୁ । ବନ୍ଧୁଗଣ ଯଦି ଆପଣଙ୍କର ସ୍ତ୍ରୀ ଥାଇ ଆପଣ ଅନ୍ୟ ସ୍ତ୍ରୀ ଉପରେ ନଜର ରଖୁଛନ୍ତି ବା ପ୍ରେମ କରୁଛନ୍ତି ତାହେଲେ ଏବେ ଠୁ ସାବଧାନ ହୋଇ ଯାଆନ୍ତୁ । ତେବେ ଦର୍ଶକ ବନ୍ଧୁ ଯଦି କୌଣସି ସ୍ବାମୀ ଲୁଚା ଛପା ରେ ଅନ୍ୟ ସ୍ତ୍ରୀ ସହ ପ୍ରେମ ସମ୍ପର୍କ ରଖିଥାଏ ତାହେଲେ ଧରା ପଡ଼ିଲେ ଏଥର ସିଧା କାରାଗାର ରେ ପସିବେ । 

 

କେବଳ ଏତିକି ନୁହେଁ ଧରା ପଡ଼ିବା ପରେ ତାଙ୍କୁ ଦେବାକୁ ପଡ଼ିବ ଏକ ମୋଟା ଅଙ୍କ ର ଫାଇନ । ଆଉ ମଧ୍ୟ ଯଦି ଅନ୍ୟ କୌଣସି ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା କାରଣ ରୁ ନିଜର ଦାମ୍ପତ୍ୟ ଜୀବନ ରେ ବାଧା ସୃଷ୍ଟି ହେଉଛି କି କଥା ଛାଡ଼ପତ୍ର ଯାଏଁ ଯାଉଛି ,ତାହେଲେ ଏଭଳି ପରିସ୍ଥିତି ରେ ସ୍ବାମୀ ଯିବେ ଜେଲ୍ । ତେବେ ଆଇପିସି ଏ ଧାରା 498 ଏ ଅନୁଯାୟୀ ପତ୍ନୀ ଙ୍କ ପ୍ରତି ମାନସିକ ନି-ର୍ଯା-ତ-ନା ଅଭିଯୋଗ ରେ ସ୍ବାମୀ ଙ୍କୁ ମିଳିବ ଦଣ୍ଡ ।

 

ତେବେ ମାଡ୍ରାସ ହୋଇକୋର୍ଟ ଏକ ଶୁଣାଣି କରି କହିଛନ୍ତି ଯେ ,ସ୍ବାମୀ ଦୋଷୀ ସାବ୍ୟସ୍ତ ହେଲେ ଜେ-ଲ ଦଣ୍ଡ ଭୋଗିବେ । ତେବେ ତୁରୁବନନାମଳାଇ ଜିଲ୍ଲା ର ଏକ ଟ୍ରାଏଲ କୋର୍ଟ ର ଏମିତି ଏକ ମାମଲା ର ଶୁଣାଣୀ କରି ଗତ ନଭେମ୍ବର 11 ରେ ମାଡ୍ରାସ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଦେବେ କୋର୍ଟ ର ଏହି ରାୟ ଆପଣ ମାନଙ୍କୁ କେତେ ଦୂର ଯଥାର୍ଥ ଲାଗୁଛି ନିଶ୍ଚିନ୍ତ ଭାବରେ କମେଣ୍ଟ କରି ଜଣାନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *