ବିଦ୍ୟୁତ୍ ବିଲ୍ କୁ କମ୍ କରିବା ପାଇଁ ଆପଣାନ୍ତୁ ଏହି 2 ଟି ସହଜ ଓ ସରଳ ଉପାୟ (100%) – ଏବେ ହିଁ ଜାଣନ୍ତୁ ।

 

 

ଦର୍ଶକ ବନ୍ଧୁ ଅନେକ ସମୟ ରେ ଘରେ ଏତେ ଅଧିକ ବିଦ୍ୟୁତ୍ ବିଲ ଉଠିଥାଏ ଏଥିପାଇଁ ଆମେ ଚିନ୍ତିତ ହୋଇଥାଉ । ତେବେ ଗିଜର (geyser) ଓ ହିଟର (heater) ର ଅଧିକ ବ୍ୟବହାର ଦ୍ଵାରା ଅଧିକ ବିଦ୍ୟୁତ୍ ବିଲ ଉଠିଥାଏ ।ଏହି ଦୁଇଟି ବିଦ୍ୟୁତିକ ଉପକରଣ ଦ୍ଵାରା ଅଧିକ ମାତ୍ରା ରେ ବିଦ୍ୟୁତ୍ ବିଲ୍ ଉଠିଥାଏ ।ତେବେ ଦର୍ଶକ ବନ୍ଧୁ ଏମିତି କଣ କଲେ ଏହି ଦୁଇଟି ଉପକରଣ କୁ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ କମ୍ ପରିମାଣ ରେ ବିଲ୍ ଉଠିବ ,ଶେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଟିପ୍ସ କହିବୁ ଯାହା ଦ୍ଵାରା ଆପଣ ପ୍ରତି ମାସ ରେ ହଜାର ହଜାର ଟଙ୍କା ସଞ୍ଚୟ କରି ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଟିପ୍ସ ବିଷୟରେ ।

 

ମନେ ରଖନ୍ତୁ ଏହି ଉପକରଣ ଗୁଡିକ ୫ ଷ୍ଟାର ରେଟିଂ ସହିତ ଆସିଥାଏ । ତେବେ ଏହି ଷ୍ଟାର ରେଟିଂ ସହିତ ଆସିଥିବା ଜିନିଷ ଗୁଡ଼ିକ ବହୁତ୍ କମ୍ ଶକ୍ତି ଖର୍ଚ୍ଚ କରିଥାନ୍ତି । ଆଉ ଏହାର ବ୍ୟବହାର କଲେ ବହୁତ୍ ପରିମାଣ ରେ ବୈଦ୍ୟୁତିକ ଶକ୍ତି ସଞ୍ଚୟ ହୋଇ ଥାଏ । ଏଥିପାଇଁ ବଜାର ରୁ ଜିନିଷ ଆଣିବା ବେଳେ ତାହାର 5 ଷ୍ଟାର୍ ରେଟିଂ କୁ ଦେଖି କିଣନ୍ତୁ ।

 

ସାଧାରଣତଃ ଗିଜର ଚଳାଇବା ଦ୍ୱାରା ବିଦ୍ୟୁତ୍ ବିଲ୍ ବହୁତ୍ ଅଧିକ ଆସିଥାଏ ,ସେଥିପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଗିଜର କିଣିବା ଉଚିତ୍ । ଏଥିରେ ପାଣି ଗରମ ହେଲେ ତାହା ପ୍ରାୟ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଗରମ ରହିଥାଏ ,ଏଥିପାଇଁ ତାହାକୁ କ୍ରମାଗତ ଭାବରେ ଅନ୍ ନ ରଖି ଗୋଟେ ଥର ପାଣି ଗରମ ହେବା ପରେ ତାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ।

 

ବନ୍ଧୁଗଣ ହିଟର ଓ ଇଲେକ୍ଟ୍ରିକ୍ ବ୍ଲୋଭରକୁ ବ୍ୟବହାର କରିବା ସମୟ ରେ ତାହାକୁ ଲଗାତାର ଭାବରେ ଅନ୍ ନ ରଖି ବନ୍ଦ କରି ଦିଅନ୍ତୁ ।କାହିଁକି ନା ଏଭଳି ଲଗାତାର ଭାବରେ ଅନ୍ ରଖିଲେ ଅଧିକ ମାତ୍ରା ରେ ବିଲ୍ ଆସିଥାଏ । ତେବେ ସମୟ ସମୟ ରେ ଆବଶ୍ୟକତା ପଡ଼ିଲେ ଏହାକୁ ଅନ୍ କରନ୍ତୁ ଓ ରୁମ୍ ରେ ନଥିବା ବେଳେ ଏହାକୁ ବନ୍ଦ ରଖନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.