ସୁର ଭାଇ ପୁଣି ଚର୍ଚ୍ଚାରେ । କହିଲେ କଅଁଳ ଯୁବତୀ ମତେ ଭିଡି ନେଉଛନ୍ତି… ଦେଖନ୍ତୁ ଭିଡ଼ିଓ ଜାଣିପାରିବେ କାରଣ..

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁର ରାଉତରାୟ କାହିଁକି ଏମିତି କହିଲେ ଯେ ମତେ କଅଁଳ ଯୁବତୀ  ଭିଡି ନେଉଛନ୍ତି। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜଟଣୀ ର ବିଧାୟକ ସୁର ରାଉତରାୟ ହେଉଛନ୍ତି ଜଣେ ଏମିତି ନେତା ଯେ କି ନିର୍ଭିକ, ସାହାସୀ ଏବଂ ନିଜର ରୋକଠୋକ ବୟାନ ପାଇଁ ଅନେକ ସମୟରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଏମିତି କି ସେ ମଧ୍ୟ ଜଣେ ସଚ୍ଚୋଟ ନେତା ଭଳି ପରିଚିତ ଅଟନ୍ତି । ତେବେ ମୁଖ୍ୟ କଥା ଟି ଏହା ଯେ ସେ ସର୍ବଦା ବାସ୍ତବ କଥା ଟି କୁ ସମସ୍ତଙ୍କ ସାମ୍ନା ରେ କହିଥାନ୍ତି ।

 

ସେ ଜଣେ ଭଲ ଟାଣୁଆ ନେତା ଭାବରେ ଓଡ଼ିଶା ରେ ପରିଚିତ ଅଟନ୍ତି। ସେ ମଧ୍ୟ ସବୁ ସମୟ ରେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଏହି ନେତା ଙ୍କ ର ବହୁତ୍ ଲୋକପ୍ରିୟତା ମଧ୍ୟ ରହିଛି। ତେବେ ସେ ଜଣେ ଦୃଢ଼ ରାଜନେତା ହେବା ସହ ମିଡ଼ିଆ ସାମ୍ନା ରେ ଦେଉଥିବା ବୟାନ ପାଇଁ ସେ ବେଶ୍ ପରିଚିତ । ତେବେ ସେ ବର୍ତ୍ତମାନ ସମୟ ରେ ଏମିତି କିଛି କଥା କହିଛନ୍ତି ଯାହାକି ସୋସିଆଲ ମିଡିଆରେ ବେଶ୍ ଚହଳ ସୃଷ୍ଟି କରିଛି ।

 

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଭିଡିଓ ଟି ରେ ସୁର ରାଉତରାୟ ଏହା କହିଛନ୍ତି ଯେ ,ମୁଁ କୁଆଡ଼େ ବାହାରକୁ ଗଲା ବେଳେ କଅଁଳିଆ ଝିଅ, ଛୋଟ ପୁଅ, ବଡ ଝିଅ ମାନେ, ପୁଅ ପିଲାମାନେ, ମାଆ ଭଉଣୀମାନେ ଫଟୋ ଉଠାଇବା ପାଇଁ ମାଡି ଆସୁଛନ୍ତି । ଏହା ପରେ କହିଛନ୍ତି ଯେ ଖାସ୍ କରି ବଡ ବଡ ଝିଅ ପିଲା ମାନେ ଯେତିକି ଭିଡ଼ିକି ନେଉଛନ୍ତି ,ପୁଅ ମାନେ ମଧ୍ୟ ନେଉ ନାହାଁନ୍ତି। 

 

ପୁଣି କହିଛନ୍ତି କି ,ମୁଁ ଏ ସବୁ ପାଇଁ ରାଗୁ ନାହିଁ  ବରଂ ହସି ଦେଉଛି । ଆଉ ଏ ସବୁ କେବଳ ଆମର ମିଡ଼ିଆ ଭାଇ ମାନଙ୍କ ସମ୍ଭବ ହୋଇ ପାରିଛି , ଆଉ ଏଥିପାଇଁ ମୁଁ ଆମର ମିଡ଼ିଆ ଭାଇ ମାନଙ୍କୁ ଅଭିନନ୍ଦନ ଜଣାଉଛି । ଶେଷ ରେ କହିଛନ୍ତି ଯେ ,ଆଜି ମୁଁ ଯେଉଁ ଯେଉଁ ସ୍ଥାନରେ ରହିଛି ଆଉ ଯେଉଁ ସମ୍ମାନ ପାଉଛି ତାହା କେବଳ ମିଡିଆ ଭାଇ ମାନଙ୍କ ପାଇଁ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *