ଭାରତ ପାକିସ୍ତାନ କୁ ଭୁଲ ରେ ମିସାଇଲ ମାଡ ପରେ | ପାକିସ୍ତାନ ଇମ୍ରାନ ଖାନ କହିଲେ ଯୁଦ୍ଧ କଥା….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତ ଉପରେ ମିଶାଇଲ ଆକ୍ରମଣ କରିବାକୁ ଯାଉଥୁଲୁ, କିନ୍ତୁ ଶେଷରେ ନିଷ୍ପତ୍ତି ବଦଳାଇଦେଲୁ ବୋଲି କହିଲା ପାକିସ୍ତାନ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁଦ୍ଧର ଘନଘଟା । ଋଷ ଆକ୍ରମଣ ରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟ ରେ ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସୂଚନା ରୁ ଜଣ ପଢ଼ିଛି  ।

 

ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁଦ୍ଧର ଘନଘଟା । ଋଷ ଆକ୍ରମଣରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ । ପୁଟିନ କାହାରି କଥା ଶୁଣୁ ନାହାନ୍ତି କି ଜେଲେନସ୍କି ମୁଣ୍ଡ ନୁଆଁଉ ନାହାନ୍ତି ।

      

ଏହି ଭଳି ପରିସ୍ଥିତି ରେ ଭାରତ କହିଛି ଯେ ପାକିସ୍ତାନ ତା ଉପରେ ମିଶାଇଲ ମାଡ କରିଛି। 9 ମାର୍ଚ୍ଚ ରେ ଭାରତ ରେ ଏକ ଅସ୍ତ୍ର ବିହୀନ ମିସାଇଲ ଭାରତ ସୀମା ରେ 124 କିଲୋମିଟର ଭିତରେ ଚନୁ ନାମକ ସ୍ଥାନରେ ପଢିଥିଲା ।ପାକିସ୍ତାନ ସେନା ଏହା କୁ ଭାରତ ର ଆକ୍ରମଣ ଭାବି ଭାରତ ଉପରେ ମିଶାଏଲ୍ ଆକ୍ରମଣ କରିବା କୁ ପ୍ରୟାସ କରିଥିଲା । ହେଲେ ପାକିସ୍ଥାନ ତାର ନିଷ୍ପତି ଚେଞ୍ଜ କରିଥିଲା । ସେମାନେ ଜାଣିଥିଲେ କି ମିସଇଲ ରେ କୌଣସି ଅସ୍ତ୍ର ନଥିଲା । 

 

ଆଉ ଏହା ଏକ ଟେଷ୍ଟ ମିଆଇଲ ଥିଲା। ଭାରତ ବି ହଟଲଇନ ରେ ଭି ଆମେରିକା କୁ କୌଣସି ସୂଚନା ଦେଇ ନଥିଲା । ସୂଚନା ରୁ ଜଣ ପଢ଼ି ଥିଲା ଆମେରିକା ଆକ୍ରମଣ କରିବା ର ସବୁ ଚେଷ୍ଟା କରିଥିଲା ଆଉ ପରେ ତାର ନିଷ୍ପତି ବଦଳାଇ ଦେଇଥିଲା । ପାକିସ୍ତାନ ସେନା ର ଅଫିସର କୁଁ ଲଗିଥିଲା କି କିଛି ବଡ଼ ଗୋଡବଡ ରହିଚି । ପାକିସ୍ତାନ ଅଫିସର କହିବା ଅନୁସାରେ ଆମେରିକା ଶୀର୍ଷ ରୁ ଆସିଥିଲା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *