ସୋସିଆଲ ମିଡିଆରେ ଭାଇରଲ ହେଲା ଯୁବତୀ ର ଏମିତି ହରକତ | ଦେଖନ୍ତୁ ଏହି ଭାଇରଲ Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଯୁବତୀଙ୍କ ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। 

 

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

 

ଆଜିର ସମୟରେ ଏକ ଏପରି ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକି ବହୁତ ହିଁ ଲଜ୍ଜ୍ୟାର ବିଷୟ ଅଟେ ।“କୁହାଯାଇଥାଏ ପ୍ରେମ ଅନ୍ଧ ହୋଇଥାଏ”,କାରଣ ପ୍ରେମ କରୁଥିବା ମଣିଷଟି ପ୍ରେମରେ ପଡି କିଛି ଜାଣି ପାରିନଥାଏ କି କେଉଁ କାମଟି ଠିକ୍ ଏବଂ କେଉଁ କାମଟି ଭୁଲ୍। କେବଳ ତାର ମନକୁ ଯାହା ଠିକ୍ ଲାଗିଥାଏ ସେମାନଙ୍କ କରିଥାଏ, ଅନେକ ସମୟରେ ସେହି କାମଟି ଠିକ୍ ହୋଇଯାଇଥାଏ ଏବଂ ଅନେକ ସମୟରେ ତାହା ଭୁଲ୍ ମଧ୍ୟ ହୋଇଯାଇଥାଏ। 

 

ଆଉ ଆଜିକାଲି ଯୁଗରେ ଜଣେ ଭଲ ପ୍ରେମିକ ବା ପ୍ରେମିକା ପାଇବା ବହୁତ କଷ୍ଟ, କାରଣ ଆଜିକାଲି ସମସ୍ତେ କେବଳ ସ୍ୱାର୍ଥପର ଟଙ୍କା ଲୋଭରେ ଲୋକମାନେ ପ୍ରେମ କରୁଛନ୍ତି ଆଉ ଟଙ୍କା ହାସଲ କରିବା ପରେ ପ୍ରେମ କରିବା ମଧ୍ୱ ଛାଡି ଦେଉଛନ୍ତି। ତେବେ ଏହି ଭିଡ଼ିଓ ରେ ମଧ୍ୟ ଏହି ଝିଅ ର ସେମିତି ଅବସ୍ଥା ହୋଇଛି। ଭିଡ଼ିଓ ରେ ଝିଅ ଟି ଧୂଳିରେ ଗଡୁ ଥିବାର ନଜର ଆସିଛି।ନିଜ ପ୍ରେମିକ ଠୁ ଧୋକା ଖାଇ ସେ କାନ୍ଦି କାନ୍ଦି ଧୂଳି ରେ ଗଡି ଯାଉଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *