ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , 30 ବର୍ଷ ତଳେ କାଶ୍ମୀର ରେ ଘଟିଥିବା କେଉଁ ଘଟଣା କୁ ଆଜି ଯାଏ ଦବେଇ ରଖା ଯାଇଥିଲା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଯେଉଁ ଅପ୍ରିୟ ସତ୍ୟ ଦୀର୍ଘ 32 ବର୍ଷ ହୋଇଯିବ ଚପେଇ ଦିଆ ଯାଇଥିଲା ତାହା ଏବେ ସାମ୍ନା କୁ ଆସିଛି । ତେବେ ବହୁତ୍ ବଡ ଷଡ଼ଯନ୍ତ୍ର ହୋଇଥିଲା । ତେବେ କାଶ୍ମୀର ର ହିନ୍ଦୁ କମୁନିଟି ତଥା ପଣ୍ଡିତ ମାନଙ୍କୁ ହ -ତ୍ୟା କରା ଯାଇଥିଲା । ଆଉ ମଧ୍ୟ ଲକ୍ଷ ଲକ୍ଷ ଲୋକ ମାନଙ୍କୁ କାଶ୍ମୀର ରୁ ତଡ଼ି ଦିଆ ଯାଇଥିଲା । ହଜାର ହଜାର ଲୋକ ମାନଙ୍କୁ ମାରୀ ଦିଆ ଯାଇଥିଲା ।
ତେବେ ଏହି ସବୁ ଘଟଣା ଗୁଡ଼ିକ ମିଡ଼ିଆ ରେ ,ମହା ବିଦ୍ୟାଳୟ ରେ ,ବିଶ୍ଵ ବିଦ୍ୟାଳୟ ରେ ,ସରକାରୀ ସ୍ତର ରେ ସମସ୍ତେ ମିଶିକି ଏହାକୁ ଚପେଇ ଦେଲେ । ତେବେ ଏହି ଘଟଣା ପରଠୁ ଆଜି ଯାଏଁ କେହି ବି ସାହାସ କରି ନଥିଲେ ଏହି ଘଟଣା ଟି କୁ ଦେଖାଇବା ପାଇଁ । ତେବେ ଗତ 20 ରୁ 30 ବର୍ଷ ମଧ୍ୟରେ କାଶ୍ମୀର ଉପରେ ଯେଉଁ ପାଞ୍ଚ ରୁ ଛଅ ଟି ଫିଲ୍ମ ତିଆରି ହୋଇଛି , ସେମାନେ ସେଥିରେ ଅନ୍ୟ କୌଣସି ଜିନିଷ କୁ ନେଇ ସିନେମା ରେ ଦେଖାଉ ଥିଲେ । ଆଉ କାଶ୍ମୀର ପଣ୍ଡିତ ମାନଙ୍କ ଉପରେ ଯେଉଁ ଅ-ତ୍ୟା-ଚାର ହୋଇଥିଲା ତାହାକୁ ଦବେଇ ଦେଇଥିଲେ ।
ତେବେ କାଶ୍ମୀର ର ପଣ୍ଡିତ ମାନଙ୍କ ସହ ଘଟିଥିବା ଘଟଣା ଗୁଡ଼ିକୁ ପ୍ରଥମ ଥର ପାଇଁ ସାହସ କରି ଏକ ସିନେମା ଜରିଆରେ ଲୋକ ମାନଂକ ନିକଟରେ ପହଞ୍ଚାଇ ଛନ୍ତି । ତେବେ ଏହି ସିନେମା ରେ ଅନୁପମ ଖେର୍ ,ବିବେକ ଅତି ସୁନ୍ଦର ଭାବରେ ଅଭିନୟ କରିଛନ୍ତି । ତେବେ କାଶ୍ମୀର ରେ ପ୍ରକୃତ ରେ କଣ ସବୁ ଘଟିଥିଲା ,ସବୁ କିଛି କୁ ଆପଣ କାଶ୍ମୀର ଫାଇଲ୍ ରେ ଦେଖିବାକୁ ପାଇବେ । ତେବେ କାଶ୍ମିର ରେ ଘଟିଥିବା ଘଟଣା ଗୁଡ଼ିକ ଦୀର୍ଘ 32 ବର୍ଷ ପରେ ସାମ୍ନା କୁ ଆସିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।