ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭୟଙ୍କର ମାଡିଲା କରୋନା ଓମିକ୍ରାନ ! ଶେଷରେ ବାଧ୍ୟ୍ୟ ହୋଇ ସରକାର 13 ସହରକୁ କରିଦେଲେ ଲକଡାଉନ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦୁଇ ବର୍ଷ ଧରି କରନା ତାର ପ୍ରକୋପ ବୃଦ୍ଧି କରି ଚାଲିଛି । ଘରେ ଘରେ ଭୟ ଲାଗି ରହିଛି କରନା କୁ ନେଇ । ଏଥିରେ ଅନେକ ଜୀବନ ଗଲାଣି । ସେଥିପାଇଁ ସରକାର ପ୍ରତି ମୁହୂର୍ତ୍ତ ରେ ସତର୍କତା ଅବଲମ୍ବନ କରିବାକୁ କହୁଛନ୍ତି । ଏହା ସହିତ ସାରା ରାଜ୍ୟ ରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ର ଡାକରା ଦେଇଛନ୍ତି । ପରିସ୍ଥିତି ଏତେ ଭୟଙ୍କର ହେଉଛି ଯେ ଶବ ସତ୍କାର ପାଇଁ ଜାଗା ମିଳୁ ନାହି । ଅନେକ ନିଜର ପ୍ରିୟ ଜନ ଙ୍କୁ ହରାଇ ସାରିଲେଣି । ଏହି କରନା ଅଧିକ ଭାବେ ସଂକ୍ରମିତ ହେଉଥିବାରୁ ରାଜ୍ୟ ରେ ଲକ୍ ଡାଉନ୍ ହୋଇଥିଲା ।
ଚୀନ ରେ ପୁଣି ଥରେ ମୁଣ୍ଡ ଟେକିଲା କରନା । ଦ୍ଵିତୀୟ ଥର ଲାଗି ସର୍ବାଧିକ ମାମଲା ଚିହ୍ନଟ । ୧୩ ଟି ସହର ରେ ଲାଗିଲା ଲକ୍ ଡାଉନ୍ । କରନା ର କବଜା ରେ ଚୀନ । ଗତ ତିନି ଦିନ ଧରି ଚୀନ ରେ କରନା ର ମାମଲା ଦ୍ରୁତ ଗତି ରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ରେ ୫୨୮୦ ଟି କରନା ସଂକ୍ରମିତ ଚିହ୍ନଟ ହୋଇଛି । ଚୀନ ର ଉହ୍ୱନ ରୁ ମହାମାରୀ କରନା ଆରମ୍ଭ ହେବା ପରେ ଦ୍ଵିତୀୟ ଥର ପାଇଁ ମାମଲା ଚିହ୍ନଟ ହୋଇଛନ୍ତି । ବଢୁଥିବା ସଂକ୍ରମଣ କୁ ଦେଖି ଚୀନ ର ୧୩ ଟି ସହର ରେ କଟକଣା ଲାଗିଛି ।
ସୀମା ବାହାରକୁ ଯିବା ଓ ବୁଲିବା ଉପରେ କଟକଣା ଲାଗିଛି । ସୂଚନା ଅନୁସାରେ କରନା ର ଓମିକ୍ରନ୍ ଭାରିଆନ୍ଟ ଚୀନ ରେ ବ୍ୟାପିଛି । ବିଶେଷଜ୍ଞ ଙ୍କ ଅନୁସାରେ ଚୀନ ର ଅନେକ ସହର ରେ କରନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହା ବ୍ୟତୀତ ଚୀନ ର ସିଟି ସିଞ୍ଜିନ ରେ କଡ଼ା କଟକଣା ଲାଗିଛି । ସାଂଘାଇ ରେ ଦୁଇଟି ଓ ସିଞ୍ଜେମ୍ ରେ ଗୋଟିଏ ବଡ ହସ୍ପିଟାଲ୍ ତିଆରି କରା ଯାଇଛି। ଲକ୍ ଡାଉନ୍ ଫଳରେ ୫ କୋଟି ନାଗରିକ ଘରେ ବନ୍ଦୀ ହୋଇ ରହି ଯାଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।