ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଏମିତି କେଉଁ ପ୍ରମାଣ ମିଳିଛି ଯେଉଁଥି ପାଇଁ ଆର୍ଯ୍ୟନ୍ ଙ୍କ ପରେ ଏବେ ସାହରୁକ ଙ୍କ ଜେ-ଲ ଯିବାର ପାଳି ବୋଲି କୁହା ଯାଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସାହରୁକ ଖାନ ନିଜର ପୁଅ ଆର୍ଯ୍ୟନ ଖାନ କୁ ନେଇ ଗତ କିଛି ଦିନ ହେବ ବେଶ୍ ଚିନ୍ତିତ ରହିଛନ୍ତି କିନ୍ତୁ ବର୍ତ୍ତମାନ ର ପରିସ୍ଥିତି ଏପରି ହୋଇଯାଇଛି ଯେ ନିଜର ପୁଅ ପାଇଁ ସାହରୁକ ଖାନ ନିଜେ ଏବେ ଏକ ବଡ ଅଡ଼ୁଆ ରେ ପଡିଛନ୍ତି । ଏହି ସମୟ ରେ ସାହରୁକ ଖାନ ଙ୍କ ନିକଟ ରୁ ଚାଲି ଯାଉଛି ଅନେକ ଗୁଡ଼ିଏ ବଡ ବଡ କ-ଣ୍ଟ୍ରା-କ୍ଟ । ଆର୍ଯ୍ୟନ୍ ଙ୍କ ପରେ ପରେ ଏବେ ଏବେ ପଡି ଯାଇଛି ଏବେ ତାଙ୍କର ପିତା ଶାହରୁଖ ଙ୍କ ପାଳି ।
ଏନ୍- ସି -ବି ଜେରା ସମୟ ରେ ଆର୍ଯ୍ୟନ୍ ଙ୍କ ଡ୍ରାଇଭର କରିଛନ୍ତି ଏକ ବଡ଼ ଖୁଲାସା । ଏହା ବୟାନ ଦେଇଛନ୍ତି ଯେ , ଶାହରୁଖ ଙ୍କ ଘର ତଳେ ଏକ ସ-ନ୍ଧି ଜାଗା ରହିଛି ଯେଉଁ ସ୍ଥାନ କୁ ଶାହରୁଖ ଙ୍କ ପୁଅ ଆର୍ଯ୍ୟନ ସବୁବେଳେ ଲୁଚି ଲୁଚି ଯାଇ ସେଠାରେ ସି-ଗା-ରେ-ଟ୍ ପିଇଥାନ୍ତି । ସି-ଗା-ରେ-ଟ ଟାଣିକି ଆସିବା ପରେ ଅର୍ଯ୍ୟନ ଙ୍କ ବ୍ୟବହାର ରେ ଅନେକ ଭି-ନ୍ନ-ତା ଦେଖା ଯାଇଥାଏ ।
ଏହା ମଧ୍ୟ କହିଛନ୍ତି ଯେ ଶାହରୁଖ ଙ୍କ ଘରେ ପ୍ରତିଦିନ ଯାହା ବି କିଛି ଘଟିଥାଏ ତାଙ୍କ ଘର ର ମ୍ୟାନେଜର ରାତି ରେ ଶାହରୁଖ ଙ୍କୁ ସବୁ କଥା କହିଥାନ୍ତି । ଏବେ ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ ପୁଅ ଆର୍ଯ୍ୟନ୍ ଘର ଭିତରେ ଡ୍ର-ଗ୍ସ ନେଉଥିବା କଥା ତାଙ୍କୁ ଜଣା ଥିବା ସତ୍ତ୍ବେ ମଧ୍ୟ ସେ କାହିଁକି ଏ ସବୁ କୁ ବି-ରୋ-ଧ କରୁ ନ ଥିଲେ। ତେବେ ବର୍ତ୍ତମାନ ଶାହରୁଖ ଙ୍କ ଘର କୁ ତ-ଲା-ସ କରାଯିବ , ଆଉ ଯଦି ତାଙ୍କ ଘର ମଧ୍ୟରୁ କୌଣସି ସ୍ଥାନ ରୁ ଡ୍ର-ଗ୍ସ ବାହାରିବ ପୁଅ ଆର୍ଯ୍ୟନ୍ ଙ୍କ ସହିତ ପିତା ଶାହରୁଖ ମଧ୍ୟ ପସିବେ ଜେ-ଲ ର ଚାରି କା-ନ୍ଥ ଭିତରେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।