ଓଡିଶା ସରକାରଙ୍କର ବଡ ଘୋଷଣା । ଏବେ ବିବାହ କଲେ ମିଳିବ ୨,୫୦,୦୦୦ ଟଙ୍କା । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡିଶା ସରକାରଙ୍କର ବଡ ଘୋଷଣା । ଏବେ ବିବାହ କଲେ ମିଳିବ ୨,୫୦,୦୦୦ ଟଙ୍କା । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବର୍ତ୍ତମାନର ସବୁଠୁ ବଡ ଖବର । ବିବାହ କରିଲେ ମିଳିବ ମୋଟା ଅଙ୍କର ଟଙ୍କା । ତେବେ ଆପଣ କଣ ବିବାହ କରିବାକୁ ଯାଉଛନ୍ତି ? ତାହେଲେ ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର ରହିଛି । ସରକାରଙ୍କର ବଡ ଘୋଷଣା ଏଣିକି ବିବାହ କରିଲେ ମିଳିବ 2 ଲକ୍ଷ 50 ହଜାର ଟଙ୍କା । କାହିଁକି ନାଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଗୋଟିଏ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ।ଏହି ନୂତନ ଯୋଜନାରେ ବିବାହ କରିଲେ ଆପଣଙ୍କୁ ମିଳିବ ଏହି ରାଶି । କିନ୍ତୁ ଏହି ରାଶି କେବଳ ହେଉଛି ଅନ୍ତଃଜାତି ବିବାହ କରିଲେ ଆପଣଙ୍କୁ ମିଳି ପାରିବ । 

 

ଏହି ଯୋଜନା ମାଧ୍ୟମରେ ମଧ୍ୟ ଆପଣ ମାନେ ଉପକୃତ ହୋଇ ପାରିବେ ଏବଂ ଏଥିପାଇଂ ଆପଣଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିବ ।ତେବେ ଆନ୍ତଃ ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀ ମାନେ କେବଳ ୨୫୦୦୦୦ଟଙ୍କା ପ୍ରୋତ୍ସାହନ ରାଶି ପାଇପାରିବେ। ତେବେ ସ୍ବାମୀ ଅଥବା ସ୍ତ୍ରୀ ଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତି ର ହେବା ଆବଶ୍ୟକ ।ଏଥି ପାଇଁ କୌଣସି ପ୍ରକାର ଅସୁବିଧା ମଧ୍ୟ ନାହିଁ । ଆନ୍ତଃଜାତି ବିବାହ ପାଇଁ ଏହି ପୋର୍ଟାଲ ଉନ୍ମୋଚନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ, ଆନ୍ତଃଜାତି ବିବାହ ଦ୍ୱାରା ସାମାଜିକ ଏକତା ବଢିବା ସହ ଜାତିଗତ ବାଛବିଚାର ହ୍ରାସ ହେବ ।

 

ତେବେ ଏହି ଯୋଜନା ର ଫାଇଦା କେବଳ ଗୋଟିଏ ଥର ହିଁ ହାସଲ କରି ହେବ । ତେବେ ଏଥିରେ କେବଳ ବିଧବା ମାନଙ୍କୁ ପୁନଃ ବିବାହ କରିବାକୁ ଅନୁମତି ରହିଛି । ହିନ୍ଦୁ ବିବାହ ଆଇନ୍ 1955 ଅନୁଯାୟୀ ବିବାହ ଆଇନ୍ ଗତ ବୈଧ ହୋଇଥିବା ଦରକାର । ତେବେ ଉଭୟ ସ୍ବାମୀ ସ୍ତ୍ରୀ ଭାରତ ର ନାଗରିକ ହେବା ସହ ଓଡ଼ିଶା ର ସ୍ଥାୟୀ ବାସିନ୍ଦା ହେବା ଦରକାର ।ବିବାହ ପଞ୍ଜିକରଣ ସାର୍ଟିଫିକେଟ ତଥା ଯଏଣ୍ଟ ପାସ୍ ବୁକ୍ ଓ ଜନ୍ମ ସାର୍ଟିଫିକେଟ ଦାଖଲ କରିବା ପରେ ହିଁ ଏହି ଅର୍ଥ ରାଶି ମିଳି ପାରିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

  

Leave a Reply

Your email address will not be published. Required fields are marked *