ଶାନ୍ତନୁ ଗାଇଲେ ସୁପରହିଟ ଆଲବମ୍ ଗୀ”ମୁଁ ନନ୍ ଭେଜ ନୁହେଁ ସାଧା ପିଲା”।ଆସନ୍ତୁ ଶୁଣିବା ଗୀତ ଓ ଦେଖିବା ଶାନ୍ତନୁ ଙ୍କ ଅଭିନୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶାନ୍ତନୁ ଗାଇଲେ ସୁପରହିଟ ଆଲବମ୍ ଗୀତ “ମୁଁ ନନ୍ ଭେଜ ନୁହେଁ ସାଧା ପିଲା”। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ‘ଓଡ଼ିଶାର ନୂଆ ସ୍ୱର’ ର ମଞ୍ଚରୁ ଆଜି ଅନେକ ଲୋକପ୍ରିୟତା ର ଅଧିକାରୀ ହୋଇ ପାରିଛନ୍ତି ବାଲେଶ୍ଵର ର ଶାନ୍ତନୁ କୁମାର ମହାନ୍ତି। ତାଙ୍କର କଥା, ଅଭିନୟ ଏବଂ ସଙ୍ଗୀତ ବେଶ୍ ଆକର୍ଷନୀୟ ଅଟେ। ସମସ୍ତେ ତାଙ୍କୁ ଶୁଣିବାକୁ ବେଶ୍ ଭଲ ପାଉଛନ୍ତି। ଏହି ବାଳକ ଜଣଙ୍କ ହେଉଛନ୍ତି ଶାନ୍ତନୁ କୁମାର ମହାନ୍ତି।ତାଙ୍କର ଅନେକ ଭିଡିଓ ସମୟକ୍ରମେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।

 

ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଦେଖାଇ ଆସୁଛି।ଆଉ ତାଙ୍କ ଗୀତରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ତେଣୁ ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଙ୍କୁ।ତେବେ ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ। କାରଣ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ।

 

ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାର ସ୍ୱର ଶୁଣି ଲେ ଜାଣି ପାରିବେ।ଭାଇରାଲ ବୟ ଶାନ୍ତନୁ ଙ୍କର ପୁଣି ଏକ ସୁପରହିଟ ଗୀତ ରେକର୍ଡ ର ଷ୍ଟୁଡିଓ ଭର୍ସନ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତୀ।ଏହି ଗୀତଟି ହେଉଛି ଲୋକପ୍ରିୟ ସୁପରହିଟ ଆଲବମ୍ ଗୀତ”ମୁଁ ନନ୍ ଭେଜ ନୁହେଁ ସାଧା ପିଲା”।

 

ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି।ସେ ଯେଉଁଭଳି ଭାବରେ ଷ୍ଟୁଡ଼ିଓ ରେ ଏ ଗୀତକୁ ଅଭିନୟ ଦେଖାଇ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ଆପଣ ବି ନିଶ୍ଚିତ ଖୁସି ହେବେ। ତେବେ “ମୁଁ ନନ୍ ଭେଜ ନୁହେଁ ସାଧା ପିଲା”ଗୀତଟି ଏମ ପି ମ୍ୟୁଜିକ ନାମକ ଏକ ଚ୍ୟାନେଲ ରେ ରିଲିଜ୍ ହୋଇଚି।ଏହି ଗୀତରେ କଣ୍ଠଶିଳ୍ପୀ ନେହା ମଧ୍ୟ ନିଜର କଣ୍ଠଦାନ କରିଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *