ଫୁଣି ରାନୀ ପଣ୍ଡା ଭାଙ୍ଗିଲେ ବନ୍ଧ ବାଡ଼ ! ମହିଳା ମାନଙ୍କୁ ଏମିତି କହିଲେ କ୍ୟାମେରା ସାମ୍ନାରେ ! Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳା ମାନଙ୍କ ଟିକେ ଦୋଷ ଅଛି, ବାବା ବାବା କହି ତେଲ ମାରୁଛନ୍ତି କହିଲେ ରାନୀ ପଣ୍ଡା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆଜିକାଲି ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଯୋଲିଓଡ ଏ ମଧ୍ୟ । ଅଧିକାଂଶ ଲୋକେ ଯାତ୍ରା ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକ ଙ୍କୁ । ତେବେ ଯାତ୍ରା ଜଗତରେ ବିଭିନ୍ନ କଳାକାର ଅଛନ୍ତି । ସେମାନଙ୍କ ମଧ୍ୟରୁ ରାନୀ ପଣ୍ଡା ହେଉଛନ୍ତି ଜଣେ କଳାକାର । 

 

କଳାକାର ପାଇଁ କେତେବେଳେ ଚର୍ଚ୍ଚା ରେ ଥାନ୍ତି ତ କେତେବେଳେ ବିବାଦୀୟ ମନ୍ତବ୍ୟ କୁ ନେଇ ଥାନ୍ତି । ପୁଣି ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ ପରିବେଷଣ ପାଇଁ ହେଉ କି ଯାତ୍ରା ରେ ଦର୍ଶକଙ୍କ କାନ କାମୁଡିବା ପାଇଁ ହେଉ ସବୁବେଳେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାନ୍ତି । ଆଜିକାଲି ଭଣ୍ଡ ବାବା ଙ୍କ ପାଖକୁ ଯାଇ ନିଜ ଦୁଃଖ ପ୍ରକାଶ କରିଛନ୍ତି ।  କିଛି ଲୋକ ଅଧିକ ବିଶ୍ୱାସ କରି ବାବା ଙ୍କ ପାଖକୁ ଯାଇଥାନ୍ତି । ମାତ୍ର ଏହାର ଫାଇଦା ଉଠାଇ ଅନେକ କୁକର୍ମ କରିଥାନ୍ତି । ତେବେ ସାଧାରଣ ଲୋକ ଙ୍କୁ ଭୟଭୀତ କରାଇ ଲୋକ ମାନଙ୍କୁ ଠକେଇ ଦେଇଥାନ୍ତି । 

 

ଲୋକ ଙ୍କ ପାଖରେ ଟଙ୍କା ନେବା ପ୍ରତିକାର କରିବା ବାହାନା ରେ ଅନେକ ପଇସା ଲୁଟି ଥାନ୍ତି । ଅନେକ ଜ୍ୟୋତିଷ ମନ୍ଦ ଉଦ୍ଧଶ୍ୟ ରେ ଯୁବତୀ ମାନଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ଏକ ଭଣ୍ଡ ବାବା ଙ୍କ କାରନାମା ସାମ୍ନା କୁ ଆସିଛି । ଏହି ବିଷୟ ରେ ରାନୀ ପଣ୍ଡା ମିଡ଼ିଆ ରେ ନିଜର ବୟାନ ଦେଇଛନ୍ତି । ତେବେ ଦର୍ଶକ ବନ୍ଧୁ ଜଣାଇ ରଖୁଛୁ କି ,ବର୍ତ୍ତମାନ ସମୟ ରେ ପୁଣି ଥରେ ସାମ୍ନା କୁ ଆସିଛି ଏକ ଭଣ୍ଡ ବାବା ଙ୍କ କାରନାମା । ଆଉ ଏହି ବିଷୟ ଉପରେ ରାନୀ ପଣ୍ଡା ମୁଁହ ଖୋଲିଛନ୍ତି । 

 

ଆଉ କହିଛନ୍ତି କି , ମହିଳା ମାନଙ୍କୁ ଦେଖିଲେ ଆଜିକାଲି ବାବା ମାନଂକ ମୁଣ୍ଡ ଟିଣ ହୋଇ ଯାଉଛି, ମହିଳା ମାନଙ୍କ ଙ୍କ ଗଲୁ ଦୋଷ ରହୁଛି । ଆଉ ଏହାପରେ ମହିଳା ମାନଙ୍କୁ କହିଛନ୍ତି କି ,ଆଉ କିଛି ମହିଳା ଅଛନ୍ତି ଯେଉଁ ମାନେ ବାବା ବାବା କହିକି ଯାଇ ବାବା ପାଖରେ ତେଲ ମାଲିସ୍ କରୁଛନ୍ତି । ଏହା ପରେ କହିଛନ୍ତି କି ,ତୁମେ ସ୍ତ୍ରୀ ଲୋକ ମାନେ ଘରେ ରହିବ ଯାହା କାମ ଥିବ କାମ କରିବ ଆଉ ଶାନ୍ତି ରେ ରହିବ ,ଆଉ ଘରେ ବସି ମାଆଙ୍କୁ ଜପିବ । ହେଲେ ଘରେ ବସି ମାଆ ଙ୍କୁ ନ ଜପି ଯାଇ ବାବାଙ୍କୁ ଜପିବ । ତେବେ ଶେଷ ରେ ରାନୀ ପଣ୍ଡା କହିଛନ୍ତି କି ,ଯଦି ଏହି କଥା ରେ ସତ୍ୟତା ରହିଛି ତାହେଲେ ଏହି ଘଟଣା ଉପରେ କଡା ପଦକ୍ଷେପ ଗ୍ରହଣ କରାଯାଉ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.