ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାରେ ଗାମା ପା ରିଆଲିଟି ସୋ ରେ ଶାନ୍ତନୁ ଙ୍କ କମାଲ।ସାନ୍ତନୁ ଡରେଇ ଦେଲେ ବଲିଉଡ ମସୁର ସିଙ୍ଗର କୁମାର ସାନୁ, ଉଦିତ ନାରାୟଣ ଓ ଅଲକା ୟାଗନିକଙ୍କୁ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ନିକଟରେ ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ଶୋ ଯାହାକି ସିଦ୍ଧାର୍ଥ ଟିଭି ରେ ଜଣେ କୁନି ପିଲାର ଗୀତ ବେଶ ଭାଇରଲ ହୋଇଥିଲା । ଯେଉଁ ଗୀତ କୁ ଶୁଣିଲେ ଆପଣ ବି ନାଚି ଉଠିବେ । ତାଙ୍କ ଗୀତରେ ଜଜ୍ ମାନେ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଥିଲେ।ଯାହାଙ୍କ ନାମ ହେଉଛି ଶାନ୍ତନୁ ।ଶାନ୍ତନୁ ଏହି ଏପିସୋଡ଼ ରେ ଖୁବ ଉପଭୋଗ କରି ଗୀତକୁ ପରିବେଷଣ କରୁଥିବାର ଦେଖାଯାଇଛି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି ।
ଏହା ସହ ସେ ଭଲ ଅଭିନୟ ମଧ୍ୟ କରନ୍ତି, ଓଡ଼ିଶାର ବେଷ୍ଟ୍ ଡ୍ରାମେବାଜ ରିଆଲିଟି ସୋ ରେ ମଧ୍ୟ ସେ ଅଭିନୟ କରିଛନ୍ତି।ବାସ୍ତବରେ ହିଁ କୁନି କୁନି ପିଲାଙ୍କ ଭିଡ଼ିଓ କୁ ଲୋକେ ଖୁବ ଅଧିକ ପସନ୍ଦ କରିଥାନ୍ତି । ଛୋଟ ପିଲାଟିଏ ଯେପରି ନାଚ କି ଗୀତ ପରିବେଷଣ କରୁ ନା କାହିଁକି ତାହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଜାଗ୍ରତ ହୋଇଥାଏ । କାରଣ ଜଣେ ବଡ ଲୋକ ଯାହା କରି ପାରି ନଥାଏ ଛୋଟ ପିଲା ତାହା କରି ଦେଖାଇ ଥାଏ ।
ଖାଲି ଏତିକି ନୁହେଁ ସେ ହିନ୍ଦୀ ରେ ସାରେ ଗାମା ପା ରିଆଲିଟି ସୋ ରେ ମଧ୍ୟ ଗୀତ ଗାଇ ଜଜ୍ ମାନଙ୍କୁ ତାଙ୍କ କମାଲ ଦେଖେଇ ଦେଇଛନ୍ତି ।ତେବେ ଶାନ୍ତନୁ ସେଠାରେ ଜଜଙ୍କୁ ଫିଲ୍ମ୍ ଡ଼ାଇଲଗ୍ ମାରିଛନ୍ତି।ସେ ବଲିଉଡ ମସୁର ସିଙ୍ଗର କୁମାର ସାନୁ, ଉଦିତ ନାରାୟଣ ଓ ଅଲକା ୟାଗନିକଙ୍କୁ ଡରେଇ ଦେଲେ।ସେ କୁମାର୍ ସାନୁ ଙ୍କୁ କହିଛନ୍ତି ଯେ ତାଙ୍କୁ କୋଳ ରେ ବସାଇ ଗୀତ ଶିଖାଇ ଦେବାକୁ । କୁମାର ସାନୁ ଉଠି ଆସି ତାଙ୍କୁ କୋଳ ରେ ବସାଇ ଗୀତ ଗାଇଛନ୍ତି। ଶାନ୍ତନୁ ମଜା ରେ କହୁଛନ୍ତି କି ନା ଆଉ ଗୀତ ଶିଖିବିନି।
https://fb.watch/bOGDlSkZWH/
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।