ATM ଭିତରେ ଯୁବତୀ କରିବସିଲେ ଏମିତି । ସୋସିଆଲ ମିଡ଼ିଆ ରେ 1 କୋଟି ରୁ ଅଧିକ ଦେଖିଲେଣି…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ଏ-ଟି-ଏମ୍  ଭିତରେ ଯୁବତୀ ଜଣଙ୍କ ଏମିତି କୁ କାମ କଲେ ଯେ ତାହା ଏବେ ସୋସିଆଲ ମି-ଡ଼ି-ଆ ରେ ଚହଳ ସୃଷ୍ଟି କରି ସାରିଲାଣି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ Video ଶେଷରେ ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭି-ଡି-ଓ ରେ ଏହା ଦେଖିବାକୁ ମିଳିଛି ଯେ ଏ-ଟି-ଏମ୍ ମେସିନ ରୁ ଟଙ୍କା ଉଠାଇବା ପରେ ଝିଅ ଟି ହଠାତ୍ ନାଚିବାକୁ ଲାଗିଲା ଏବଂ ବର୍ତ୍ତମାନ ସେହି ଭି-ଡି-ଓ ଟି କୁ  ୧ କୋଟି ରୁ ଅଧିକ ଲୋକ ମାନେ ଦେଖି ସାରିଲେଣି ଏବଂ ସେହି ଭି-ଡି-ଓ କୁ ଦେଖି ଲୋକ ମାନେ ବହୁତ୍ ଖୁସି ହେଉଛନ୍ତି ଏବଂ ସେହି ଭି-ଡି-ଓ କୁ ବହୁଳ ମାତ୍ରା ରେ ସେୟାର ମଧ୍ୟ କରୁଛନ୍ତି ।

 

ସିସି ଟିଭି ଫୁ-ଟେ-ଜ ରେ କ-ଏ-ଦ ହୋଇଥିବା ସେହି ଭି-ଡି-ଓ ଟି ରେ ଏହା ସ୍ପ-ଷ୍ଟ ଭାବରେ ଦେଖା ଯାଉଛି ଯେ ସେହି ଝିଅ ଟି ପ୍ରଥମେ ଏ-ଟି-ଏମ୍ ରୁ ପଇସା ଉଠାଉ ଥିଲା ଏହା ପରେ ଝିଅ ର ପୁଣି କଣ ହେଲା ଯେ ସେ ସେଠାରେ ନାଚିବାକୁ ଲାଗିଲା ଏବଂ ସେହି ନାଚିବା ମଧ୍ୟରେ ଏ-ଟି-ଏମ୍ ମେସିନ କୁ ମୁ-ଣ୍ଡି-ଆ ମଧ୍ୟ ମାରିଲା ।

 

 ଯଦିଓ ଏ ପର୍ଯ୍ୟନ୍ତ ଝିଅ ଟି ନାଚିବାର ପ୍ରକୃତ କାରଣ ଜଣା ପଡିନାହିଁ ତଥାପି ବି ଏହା ଶୁଣିବାକୁ ମିଳୁଛି ଯେ ସେ ତାଙ୍କର ଚାକିରି ର ପ୍ରଥମ ସାଲାରି ପାଇଥିଲେ ଏବଂ ଅଧିକ ଖୁସି ହୋଇ ଯାଇ ସେ ସେହି ସେହି ସ୍ଥାନ ରେ ନିଜର ଖୁସି କୁ ରୋକି ନ ପାରି ଶେଷ ରେ ନାଚି ପକାଇ ଥିଲେ । ଯୁବତୀ ଜଣଙ୍କ ର ସେହି ଭି-ଡି-ଓ ଟି ବର୍ତ୍ତମାନ ସୋସିଆଲ ମି-ଡ଼ି-ଆ ପ୍ଲା-ଟ-ଫ-ର୍ମ ରେ ନି-ଆଁ ଭଳି ଭା-ଇ-ରା-ଲ ହେବାରେ ଲାଗୁଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *