ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନେଇ ବର୍ତ୍ତମାନ ସମୟ ରେ କେଉଁ ଭବିଷ୍ୟବାଣୀ କରା ଯାଇଛି । ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ଜ୍ୟୋତିଷ୍କ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ଆଗ କାଳ ରୁ ଏବେ ପର୍ଯ୍ୟନ୍ତ ଲୋକ ମାନେ ରାଶିଫଳ ତଥା ଭବିଷ୍ୟବାଣୀ ଉପରେ ବିଶ୍ୱାସ ରଖିଛନ୍ତି । ତେବେ କିଛି ଭବିଷ୍ୟବାଣୀ ସତ ହୁଏ ବୋଲି ଲୋକ ମାନଙ୍କ ବିଶ୍ୱାସ ରହିଥାଏ ଏବଂ ସେଥିପାଇଁ ଭବିଷ୍ୟବାଣୀ କୁ ଶୁଣିବାକୁ ସେମାନଙ୍କ ମନ ରେ ଆଗ୍ରହ ରହିଥାଏ । ତେବେ ବର୍ତ୍ତମାନ ନବୀନ ପଟ୍ଟନାୟକ ଙ୍କୁ ନେଇ ଏମିତି ଏକ ଭବିଷ୍ୟବାଣୀ କରା ଯାଇଛି ,ଯାହାକୁ ଆପଣ ମାନେ ଶୁଣିବାକୁ ଇଛା କରିବେ ।
ତେବେ ଜଣେ ଜ୍ୟୋତିଷ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନେଇ କିଛି ଭବିଷ୍ୟବାଣୀ କରିଛନ୍ତି । ତେବେ ଆପଣ ମାନେ ତ ଜାଣିଛନ୍ତି ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ର ଜଣେ ସୁନାମ ଧନ୍ୟ ନେତା । ତେବେ ସମସ୍ତଙ୍କ ପ୍ରିୟ ନବୀନ ପଟ୍ଟନାୟକ ଙ୍କ ବିଷୟରେ ଏମିତି କେଉଁ ଭବିଷ୍ୟ ବାଣୀ କରିଛନ୍ତି , ଆସନ୍ତୁ ଜାଣି ନେବା ।
ତେବେ ଦର୍ଶକ ବନ୍ଧୁ ଜଣେ ପରିଚିତ ଜ୍ୟୋତିଷ ସୁରେନ୍ଦ୍ର ସର୍ମା କହିଛନ୍ତି ଯେ ଏହି ବର୍ଷ ଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ବେଶ୍ ଶୁଭ ଦାୟକ ହେବ । ତେବେ ତାଙ୍କର ଗଣନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପର୍ଯନ୍ତ ଅଛନ୍ତି ସେତେ ବର୍ଷ ପର୍ଯ୍ୟନ୍ତ ଶାସନ ଗାଦିରେ ବସି ଶାସନ କରିବେ। ତେବେ ନବୀନ ଙ୍କ ବିରୁଦ୍ଧ ରେ ଲଢ଼ୁଥିବା ନେତା ମାନେ ଜିତିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହେବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।