ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରାନୀ ପଣ୍ଡା ବର୍ତ୍ତମାନ ଏମିତି କେଉଁ କାମ କରିଛନ୍ତି ଯେ ସମସ୍ତେ କେବଳ ତାଙ୍କରି ପ୍ରଶଂସା କରୁଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଚର୍ଚ୍ଚା ରେ ରହିଛନ୍ତି ବିବାଦୀୟ କୁଇନ୍ ରାନୀ ପଣ୍ଡା । କିନ୍ତୁ ଏଥର ସେ କୌଣସି ବିବାଦ ପାଇଁ ନୁହେଁ ବରଂ ଏକ ମହତ୍ କାମ ପାଇଁ ବେଶ୍ ଚର୍ଚ୍ଚା ରେ ରହିଛନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଏମିତି କେଉଁ କାମ କରିଛନ୍ତି ଯେ , ଯେଉଁ ଲୋକ ମାନେ ତାଙ୍କର ନିନ୍ଦା କରୁଥିଲେ ସେ ମଧ୍ୟ ବର୍ତ୍ତମାନ ରାନୀ ଙ୍କ ପ୍ରଶଂସା କରୁଛନ୍ତି । ତେବେ ଆସନ୍ତୁ ଜାଣି ନେବା।
ତେବେ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଏହା କହିଛନ୍ତି ଯେ ,ସେ ମରିବା ପୂର୍ବରୁ ନିଜ ଶରୀର ର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କୁ ଦାନ କରିଦେବେ । ତେବେ ରାନୀ କହିଛନ୍ତି ଯେ ,ଜୀବନ କାଳ ମଧ୍ୟରେ ନିଜ ଜୀବନ କୁ ବନ୍ଧା ପକାଇ ବହୁତ ଲୋକ ମାନଙ୍କୁ ସାହାଯ୍ୟ କରିଛି କିନ୍ତୁ ତା ବଦଳ ରେ ମୁଁ ବହୁତ୍ ନିନ୍ଦା ଅପବାଦ ପାଇଛି ।
ଆଉ ବର୍ତ୍ତମାନ ଚାହୁଁଛି ଲୋକ ମାନଙ୍କ ହୃଦୟ ରେ ଏକ ଛୋଟ ଘର ଟି ଏ କରିବି । ଏହା ସହିତ କହିଛନ୍ତି ଯେ ଜୀବନ ରେ କେବେ ବିବାହ କରିବି ନାହିଁ । ସେ କହିଛନ୍ତି ଯେ ,ଜୀବନ ରେ କୌଣସି ଜୀବନ ସାଥି ର ଦରକାର ନାହିଁ । ଆଉ ଏ ରାନୀ ପଣ୍ଡା ର ଜୀବନ ସାଥି ହେବା ପାଇଁ ଏ ସଂସାର ରେ କେହି ବି ଜନ୍ମ ହେଇ ନାହାଁନ୍ତି।
ଆଉ ଯଦି କେହି ପଇସା ପକାଇ ରାନୀ ପଣ୍ଡା ଙ୍କୁ ଜୀବନ ସାଥୀ କରିବାକୁ ଚାହୁଁ ଥାଏ ,ତାହେଲେ ରାନୀ ସେ ଭଳିଆ ମଣିଷ ନୁହେଁ । ଆଉ କହିଛନ୍ତି ଯେ ପଇସା ଲୋଭ ରେ ରାନୀ ପଣ୍ଡା କାହା ଜୀବନ ସାଥି ହେବ ନାହିଁ । ରାନୀ ପଣ୍ଡା ଙ୍କୁ ଏକ ଭଲ ହୃଦୟ ଟି ଏ ଦରକାର ,କିନ୍ତୁ ରାନୀ ପଣ୍ଡା ଯେଉଁ ହୃଦୟ ଚାହୁଁ ଥିଲେ ତାହା ତାଙ୍କୁ ମିଳି ନାହିଁ ବୋଲି ସେ କହିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।