ଶନି ଚାଲିଲେ ଓଲଟା ଗତିରେ – 2022 ରୁ 2040 ପର୍ଯ୍ୟନ୍ତ ଏହି 6 ଟି ରାଶି ର ଭାଗ୍ୟ ଚମକି ଉଠିବ – ଜାଣନ୍ତୁ ।

 

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2022 ମସିହା ରୁ 2040 ମସିହା ମଧ୍ୟରେ ଗ୍ରହ ମାନଙ୍କ ଚଳନ ଯୋଗୁଁ ଏକ ମହା ସଂଯୋଗ ଘଟିବାକୁ ଯାଉଛି । ଏଥିପାଇଁ କିଛି ରାଶି ମାନଙ୍କ ଉପରେ ଶନି ଦେବ ଙ୍କ କୃପା ପଡ଼ିବାକୁ ଯାଉଛି ଏବଂ ଏହି ରାଶି ମାନଙ୍କ ଭାଗ୍ୟ ଚମକି ବାକୁ ଯାଉଛି । ତେବେ ଆସନ୍ତୁ ଜାଣି ନେବା ସେହି ରାଶି ମାନଙ୍କ ବିଷୟରେ ।

 

 ପ୍ରଥମ ଟି ହେଉଛି ମେଷ ରାଶି । ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ବହୁତ୍ ଭଲ ରହିବ । ଏମାନଙ୍କ ଜୀବନ ରେ ଥିବା ସମସ୍ତ ଦୁଃଖ ର ଅନ୍ତ ହେବ । ଶନି ଦେବ ଙ୍କ କୃପା ରୁ ଏମାନଙ୍କୁ ନିଜ ଭାଗ୍ୟ ର ସାଥ ମିଳିବ । ଏମାନେ ପ୍ରେମ କ୍ଷେତ୍ର ରେ ଏବଂ ନିଜ କ୍ୟାରିଅର କୁ ସଫଳତା ହାସଲ କରିବେ । ଏମାନଙ୍କୁ ଏହି ସମୟ ରେ ଧନ ର ଅଭାବ ଦେଖା ଦେବ ନାହିଁ ।

 

ଦ୍ଵିତୀୟ ରେ ହେଉଛି ସିଂହ ରାଶି। ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ବହୁତ୍ ଭଲ ରହିବ । ତେବେ ଯଦି ଆପଣ ଚାକିରି ଖୋଜୁଛନ୍ତି ତାହେଲେ ଏହି ସମୟ ରେ ଚାକିରି ମିଳିବାର ବହୁତ ସମ୍ଭାବନା ରହିଛି । ଆପଣ ପ୍ରତିଟି କାର୍ଯ୍ୟ ରେ ସଫଳତା ହାସଲ କରିବେ । ଆପଣଙ୍କ  ସମସ୍ତ ଦୁଃଖ ଦୂର ହୋଇଯିବ ।

 

ତୃତୀୟ ରେ ହେଉଛି କୁମ୍ଭ ରାଶି ।ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଏମାନଙ୍କ ଜୀବନ ରେ ଆସୁଥିବା ସମସ୍ତ ପ୍ରକାରର ଦୁଃଖ କଷ୍ଟ କୁ ଭଗବାନ୍ ଶନି ଖଣ୍ଡନ କରିବେ । ଭଗବାନ୍ ଶନି ଦେବ ଙ୍କ କୃପା ରୁ ଏହି ରାଶି ମାନଙ୍କ ଜୀବନ ଐଶର୍ଯ୍ୟ ରେ ଭରି ଯିବ । ତେବେ ଏହି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ୟ ଶନି ଦେବ ଙ୍କ ଦୟାରୁ ଚମକି ଉଠିବ ।

 

ଚତୁର୍ଥ ରେ ହେଉଛି କନ୍ୟା ରାଶି ।ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ବହୁତ୍ ଭଲ ରହିବ । ତେବେ ଆପଣ ଭାବି ନଥିବା କଥା ବି ଆପଣଙ୍କ ଜୀବନ ରେ ଆଶ୍ଚର୍ଯ୍ୟ କର ହୋଇ ଆସିବ ଏବଂ ଏହା ଆପଣଙ୍କୁ ବହୁତ୍ ଖୁସି ଦେବ । ଏହି ସମୟ ରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ।

 

ପଞ୍ଚମ ରେ ହେଉଛି ମୀନ ରାଶି ।ତେବେ ବର୍ଷ 2022 ରୁ 2040 ମଧ୍ୟରେ ଏମାନଙ୍କ ଭାଗ୍ୟ ଚମକି ଉଠିବ । ଭଗବାନ୍ ଶନି ଦେବ ଙ୍କ ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ । ଏହି ରାଶି ର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସବୁ ସ୍ଥାନ ରେ ସମ୍ମାନିତ ହେବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *