ହୋଲି ଦିନ ଭୁଲ ରେ କରନ୍ତୁ ନାହିଁ ଏହି ସବୁ କାମ – ନହେଲେ ହୋଇଥାଏ ଘୋର ଅନର୍ଥ । ଏହି ଜିନିଷ ଖାଇଲେ ହେବ ଧନ ର ବର୍ଷା…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ହୋଲି ଦିନ କେଉଁ ସବୁ କାମ ଭୁଲ ରେ ମଧ୍ୟ କରିବା ଉଚିତ୍ ନୁହେଁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବୋଲି ଏକ ଖୁସି ର ପର୍ବ ଅଟେ ଯାହାକୁ କି ସମସ୍ତେ ବେଶ୍ ଧୂମ ଧାମ୍ ରେ ପାଳନ କରିଥାନ୍ତି । ତେବେ ଦର୍ଶକ ବନ୍ଧୁ ଏମିତି କେଉଁ ସବୁ କାମ କୁ ହୋଲି ଦିନ କରିବା ଉଚିତ୍ ନୁହେଁ,ଆସନ୍ତୁ ଜାଣି ନେବା ।ହୋଲି ଦହନ ଦିନ ଧଳା ପଦାର୍ଥ ର ଖାଦ୍ୟ ପଦାର୍ଥ ର ସେବନ କରନ୍ତୁ ନାହିଁ ,କାରଣ ହୋଲି ଦହନ ଦିନ ନକାରାତ୍ମକ ଶକ୍ତି ର ପ୍ରଭାବ ଅଧିକ ରହିଥାଏ । ଏହି ଦିନ ଖରାପ ଶକ୍ତି ନିଜର ଚରମ ଅବସ୍ଥା ରେ ରହିଥାନ୍ତି ଏବଂ ଖରାପ ଶକ୍ତି ର ପ୍ରଭାବ ସବୁଠୁ ଅଧିକ ଧଳା ଖାଦ୍ୟ ରେ ରହିଥାଏ ।

 

ଦ୍ଵିତୀୟ ରେ ହେଉଛି ହୋଲି ଦିନ ମୁଣ୍ଡ କୁ ଘୋଡାଇ ରଖନ୍ତୁ ,ଯଦି ଆପଣ ପୁରୁଷ ତାହେଲେ ଏହି ଦିନ ମୁଣ୍ଡ ରେ ଟୋପି ନିଶ୍ଚିନ୍ତ ପିନ୍ଧନ୍ତୁ । ଆଉ ମହିଳା ମାନେ ନିଜର ଶାଢ଼ୀ କିମ୍ବା ଓଢ଼ଣୀ ଦ୍ଵାରା ନିଜ ମୁଣ୍ଡ କୁ ଘୋଡାଇ ରଖନ୍ତୁ । କାହିଁକି ନା ଏହି ଦିନ ଖରାପ ଶକ୍ତି ମୁଣ୍ଡ ମଧ୍ୟ ଦେଇ ପ୍ରବେଶ କରିଥାନ୍ତି ।ସେଥିପାଇଁ ଆପଣ ନିଜର ମୁଣ୍ଡ କୁ ଘୋଡାଇ ରଖନ୍ତୁ ଯେପରି ଖରାପ ଶକ୍ତି ଆପଣଙ୍କ ଭିତରେ ପ୍ରବେଶ କରି ପାରିବ ନାହିଁ ।

 

ଯଦି ଆପଣଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହୋଇ ସାରିଛି ତାହେଲେ ଆପଣଙ୍କୁ ହୋଲି ଦିନ ହୋଲିକା ଦହନ କରିବା ଉଚିତ୍ ନୁହେଁ । ଆଉ ଯଦି ଆପଣ ଏପରି କରନ୍ତି ତାହେଲେ ଆପଣଙ୍କ ପୁତ୍ର ଠାରେ ସମସ୍ୟା ଦେଖିବାକୁ ମିଳିପାରେ । ସୂର୍ଯ୍ୟାସ୍ତ ପରେ ଆପଣ ଖେଳନ୍ତୁ ନାହିଁ କିମ୍ବା କାହା ଉପରେ ହୋଲି ମଧ୍ୟ ପକାନ୍ତୁ ନାହିଁ। ତେବେ ହୋଲି ଦିନ ସୂର୍ଯ୍ୟାସ୍ତ ପରେ ହୋଲି ମେଳଣ ପାଇଁ ଯାଆନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଏପରି କଲେ ଅଶୁଭ ହୋଇଥାଏ ।

 

କୌଣସି ନବ ବିବାହିତ ଙ୍କୁ ହୋଲି ଦିନ ହୋଲିକା ଦହନ କୁ ଦେଖିବା ଉଚିତ୍ ନୁହେଁ । ଏହା ସହିତ ଶାଶୁ ଏବଂ ବୋହୂ ଙ୍କୁ ଏକା ସହିତ ହୋଲିକା ଦହନ ଦେଖିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ନବ ବିବାହିତ ଙ୍କୁ ଜୀବନ ରେ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ । ହୋଲି ଦିନ କାହାକୁ ଧନ ଦେବା ଉଚିତ୍ ନୁହେଁ କି କାହାଠୁ ଧନ ଉଦ୍ଧାର ରେ ଆଣିବା ଉଚିତ୍ ନୁହେଁ । ଏପରି କଲେ ମାତା ଲକ୍ଷ୍ମୀ କ୍ରୋଧ କରିଥାନ୍ତି ଏବଂ ଆପଣଙ୍କୁ ଦାରିଦ୍ର୍ୟତା ର ସାମ୍ନା କରିବାକୁ ପଡ଼ିଥାଏ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *