ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ବର୍ଷ ହୋଲିରେ ବନୁଛି କୃଷ୍ଣଚୂଡା ଯୋଗ । ୫ ଗୋଟି ରାଶିରେ ଦେଖିବାକୁ ମିଳିବ ବିରାଟ ଚମତ୍କାର । ଏବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଜୀବନରେ ଯାହା ପରିବର୍ତ୍ତନ ହେଇଥାଏ ତାହା ଆମ ରାଶି ଚକ୍ରରେ ଗ୍ରହର ଚଳନ କାରଣରୁ ହୋଇଥାଏ । ତେବେ ଆମ ୫ ଗୋଟି ରାଶି ସମ୍ପର୍କରେ କହିବାକୁ ଯାଉଛୁ ଯାହାକି ଏହି ହୋଲି ପରଠାରୁ ଜୀବନରେ ନୂତନ ଦିଗରେ ଗତି କରିବେ । ତେବେ ବନ୍ଧୁଗଣ ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖ ଶନିବାର ଦିନ ହୋଲି ପର୍ବ ପଡିବାକୁ ଯାଉଛି । ହିନ୍ଦୁ ଧର୍ମରେ ହୋଲି ପର୍ବର ବିଶେଷ ମହତ୍ଵ ରହିଛି । ଏହି ଦିନ ମହା ସଂଯୋଗ ଘଟିବା କାରଣରୁ କିଛି ରାଶି ମାନଙ୍କର ଜୀବନରେ ଖୁଶିର ରଙ୍ଗ ଭରିବାକୁ ଯାଉଛି । ଏହା ସହ ଏମାନଙ୍କ ଜୀବନରେ ଅପାର ଖୁଶିର ଆଗମନ ହେବାକୁ ଯାଉଛି । କୃଷ୍ଣଚୂଡା ଯୋଗ କାରଣରୁ ଏହି ରାଶି ମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ହୋଲି ପର୍ବରେ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ।
ଏହି ରାଶି ମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ । ଏମାନଙ୍କର ଧନ ବୃଦ୍ଧି ହେବ । ମନ ପ୍ରସନ୍ନ ରହିବ । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ । ବିବାହ ସମ୍ପର୍କ ଭଲ ରହିବ । ଲଭ ଲାଇଫ ରେ ଭଲ ହେବ । ଚାକିରି ସୁଯୋଗ ଆସିବ । ଧନବାନ ହୋଇଯିବେ । ମା ମହାଲକ୍ଷ୍ମୀ ତାଙ୍କ ଉପରେ କୃପା କରିବେ । ଅଳ୍ପ ପରିଶ୍ରମରେ ଅନେକ ଗୁଡ଼ିଏ ସଫଳ ମିଳିବ । ଦେହ ନିରୋଗ ରହିବ । ଅନ୍ୟ ମନଙ୍କୁ ସାହାଯ୍ୟ କରିବେ । ଘରକୁ ମାଆ ମହାଲକ୍ଷ୍ମୀ ପ୍ରବେଶ କରିବେ ।
ବନ୍ଧୁ ମାନଙ୍କ ସହ ସମ୍ପର୍କ ଭଲ ରହିଥାଏ । ପୁରୁଣା ଝଗଡାର ସମାଧାନ ହୋଇଯିବ । ଆପଣଙ୍କର ବେପାର କ୍ଷେତ୍ର ରେ ଦୁଇ ଗୁଣା ଲାଭ ହେବ । ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଉତ୍ତମ ରହିବ । ନୂଆ ଯାନବାହନ କ୍ରୟ କରିବାର ଯୋଗ ରହିଛି । ଆପଣଙ୍କର ଦୀର୍ଘ ଦିନରୁ ଯେଉଁ ସମସ୍ୟା ଲାଗି ରହିଥିଲା ତାହା ଦୂର ହେବ । ଆପଣଙ୍କ ଭାଗ୍ୟରେ ଅଚାନକ ଉନ୍ନତି ହୋଇପାରେ । ସାମାଜିକ କାର୍ଯ୍ୟ ରେ ଆପଣ ନିଜକୁ ବ୍ୟସ୍ତତା ଭିତରେ ରଖିବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ ।
ଯେଉଁ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ପରୀକ୍ଷା ରେ ସଫଳ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବା ପାଇଁ ଅବସର ପାଇବେ । ପ୍ରେମ ଜୀବନରେ ଆପଣଙ୍କର ମଧୁରତା ଆସିବ । ଅଟକି ରହିଥିବା କାମ ଆରମ୍ଭ ହେବ । ଏଠାରେ ଯେଉଁ ଭାଗ୍ୟଶାଳୀ ରାଶି ଗୁଡିକର ଭାଗ୍ୟ ଖୋଲିବାକୁ ଯାଉଛି ସେଗୁଡିକ ହେଉଛନ୍ତି ତୁଳା ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି ଓ କୁମ୍ଭ ରାଶି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।