କାହିଁକି ନିଜର ସ୍ୱାମୀ କୁ ଛାଡି ଶଶୁର ସହ ଫେ-ରା-ର ହୋଇଗଲା  ବୋହୂ –  ଜାଣନ୍ତୁ ସଂପୂର୍ଣ୍ଣ ଘଟଣା ଆଶ୍ଚର୍ଯ୍ୟ ହେବେ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଜଣେ ବୋହୂ କାହିଁକି ନିଜର ସ୍ୱାମୀ କୁ ଛାଡି ଶଶୁର ସହ ଫେ-ରା-ର ହୋଇ ଯାଇଥିଲା  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ଯୁଗ ଏବେ ବଦଳିଗଲାଣି ଯେ ,ଏବେ ର ଯୁଗ ଆଉ ସେ ପୁରୁଣା ସମୟର ଯୁଗ ପରି ହୋଇ ରହି ନାହିଁ, କାରଣ  ଲୋକ ମାନେ ଆଜି କାଲି ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚି ସାରିଲେଣି,  ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅ-ସ-ମ୍ଭ-ବ ହୋଇ ନାହିଁ । ଯୁଗ ବଦଳିବା ସହ ଲୋକ ମାନଙ୍କର ଚିନ୍ତାଧାରା ରେ ମଧ୍ୟ ଅନେକ ପରିବର୍ତ୍ତନ ଆସି ଯାଇଛି। ସେତେବେଳ ଯୁଗ ର ଲୋକ ଏବଂ ତାଙ୍କର  ଚିନ୍ତାଧାରା ଆଉ ବର୍ତ୍ତମାନ ସମୟ ର  ଲୋକ ଏବଂ ତାଙ୍କର ଚିନ୍ତାଧାରା ମଧ୍ୟରେ ରହିଛି ଆକାଶ ପାତାଳର ଫରକ ।

 

ସ-ମ୍ପ-ର୍କ କୁ ନେଇ ପୁରୁଣା ଯୁଗ ର ଲୋକ ମାନଙ୍କ ର ଚିନ୍ତାଧାରା ବହୁତ୍ ହିଁ ଭଲ ଥିଲା କିନ୍ତୁ ବର୍ତ୍ତମାନ ର ଲୋକ ମାନେ ଏତେ ତଳକୁ ଚାଲିଗଲେଣି ଯେ ସ-ମ୍ପ-ର୍କ କୁ ମଧ୍ୟ ଭୁଲି ଯାଉଛନ୍ତି । ନିଜର କାମ ବାସନା ଲା-ଳ-ସା ଆଗରେ ସେମାନେ ସ-ମ୍ପ-ର୍କ ମଧ୍ୟରେ ଠିକ୍ ଆଉ ଭୁଲ୍ ମଧ୍ୟ ବିଚାର କରି ପାରୁ ନାହାଁନ୍ତି । ବର୍ତ୍ତମାନ ସମୟ ରେ ଲୋକମାନେ ସମାଜର ନିୟମକୁ ମଧ୍ୟ ଖାତିର୍ ନ କରି ମନ ମୁତାବକ କାର୍ଯ୍ୟ କରୁଛନ୍ତି ଏବଂ କିଛି ଲୋକ ମାନେ ତ ଲ-ଜ୍ଜା-ଜ-ନ-କ ସମ୍ପର୍କ ମଧ୍ୟ ସୃଷ୍ଟି କରୁଛନ୍ତି ।

 

ବର୍ତ୍ତମାନ ଠିକ୍ ସେହିପରି ଏକ ଲ-ଜ୍ଜା-ଜ-ନ-କ ଘଟଣା ଦେଖିବାକୁ ମିଳିଛି, ଯେଉଁ ସମ୍ପର୍କ କଥା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ୱଶୁର ତାର ବୋହୂ କୁ ନେଇ ଫେ-ରା-ର ହୋଇ ଯାଇଛି, କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଏହା ସମ୍ପୂର୍ଣ୍ଣ ସତ ଅଟେ। ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ଖବର ଟି ବିଷୟରେ ।

 

ତେବେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ବଦାୟୁ ଅଞ୍ଚଳ ରେ  । ୨୦୧୬ ମସିସାରେ ଏହି ଯୁବତୀ ଙ୍କ ର ଏକ ଯୁବକଙ୍କ ସହ ବିବାହ ହୋଇଥିଲା ।କିନ୍ତୁ ବିବାହ ହୋଇଥିବା ଯୁବକ ଜଣଙ୍କ ପ୍ରତିଦିନ ମଦ ପିଇ ଘରକୁ ଆସି ତାଙ୍କ ସ୍ତ୍ରୀଙ୍କୁ ମା-ଡ-ପି-ଟ ମଧ୍ୟ କରନ୍ତି । ପ୍ରତିଦିନ ର ଏପରି ଘଟଣା ପାଇଁ  ଶେଷ ରେ ସେହି ଯୁବତୀ ଜଣକ ବହୁତ ବି-ର-କ୍ତି ହୋଇ ନିଜର ଶ୍ୱଶୁର ଙ୍କ ସହ ସ-ମ୍ପ-ର୍କ ରଖି ଥିଲେ ।

 

 ଏହି ଭଳି ଅନେକ ଦିନ ସେହି ଯୁବତୀ ଏବଂ ତାଙ୍କର ଶଶୁର ଶାରିରୀକ ସ-ମ୍ପ-ର୍କ ରଖିଲେ  ଏବଂ ଶେଷ ରେ ବାହା ହେବାର ନି-ଷ୍ପ-ତି ନେଇ ଦୁହେଁ ଶଶୁର ଏବଂ ବୋହୂ ବାହା ହୋଇ ଫେ-ରା-ର ହୋଇ ଯାଇଥିଲେ । ବାହା ହେବାପରେ  ସେ ଦୁହେଁ ବହୁତ୍ ଖୁସି ରେ ରହିଥିଲେ ଏବଂ ଘର ଛାଡ଼ି ସେମାନେ କୌଣସି ଅନ୍ୟ ସ୍ଥାନ ରେ ରହୁଥିଲେ । ଏହା ପରେ କିଛି ଦିନ ବିତି ଯିବା ପରେ ସେ ଶଶୁର ବୋହୂ ଯେତେବେଳେ ଘରକୁ ଫେରିଲେ ତାଙ୍କ ସହ ଏକ ପିଲା କୁ ନେଇ ଆସିଥିଲେ ଯାହାକୁ ଦେଖି ତାଙ୍କ ଗାଁ ର ସବୁ ଲୋକ ମାନେ ଖରାପ କରି ଅନେକ କଥା କହିଥିଲେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *