ନବୀନ କଲେ ନୂଆ ଯୋଜନା | ମହିଳା ମାନଙ୍କ ପାଇଁ ନବୀନ ଙ୍କ ବଡ ଯୋଜନା | ପାଇବେ ଏହି ସୁବିଧା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ ଖୁସି ଖବର, ମୁଖ୍ୟମନ୍ତ୍ରୀ ନେଲେ ଏହି ବଡ ନିଷ୍ପତ୍ତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ନବୀନ ପଟ୍ଟନାୟକ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ, ରାଜ୍ୟର ଅନେକ ଗରୀବ ଲୋକ, ଗରିବ ମହିଳା ତଥା ସେମାନଙ୍କ ପରିବାର ପାଇଁ ଅନେକ କିଛି ଯୋଜନାମାନ କରିଛନ୍ତି। ଏହି ସବୁ ଯୋଜନା ଗୁଡିକ ଦ୍ୱାରା ସେ ଲୋକମାନଙ୍କୁ ଅନେକ ପ୍ରକାରର ସାହାଯ୍ୟ କରୁଛନ୍ତି। ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ଆଗରୁ ନବୀନ ପଟ୍ଟନାୟକ ବହୁତ ସୁବିଧା କରିଛନ୍ତି ହେଲେ ବର୍ତ୍ତମାନ ନବୀନଙ୍କୁ ଅନୁସରଣ କରିଛନ୍ତି କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀ । 

 

କେନ୍ଦ୍ର ବଜେଟରେ ରାଜ୍ୟ ସରକାରଙ୍କ ଯୋଜନାର କିଛି ଝଲକ ଦେଖିବାକୁ ମିଳିଛି । ଚଳିତ ବଜେଟରେ ମହିଳା ଶକ୍ତି କରଣକୁ ଗୁରୁତ୍ଵ ଦେଇଛନ୍ତି ନରେନ୍ଦ୍ର ମୋଦୀ ।ନରେନ୍ଦ୍ର ମୋଦୀ ମହିଳା ମାନଙ୍କୁ ବୀନା ଶୁଦ୍ଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ଦେବାର ଘୋଷଣା କରିଛନ୍ତି । ଅବଶ୍ୟ ନବୀନ ସରକାର ଏହି ରୁଣ ଦେବା ସୁବିଧାକୁ ଆଗରୁ ମଧ୍ୟ ଅପକଣାଇ ଥିଲେ।

 

ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ବିନା ଶୁଦ୍ଧରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିନା ଶୁଦ୍ଧରେ ରୁଣ ଦେବାକୁ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ । ଅବଶ୍ୟ ନବୀନ 3 ଲକ୍ଷ ଟଙ୍କା ବିନା ଶୁଦ୍ଧରେ ରୁଣ ଦେବା ପାଇଁ ଘୋଷଣା କରିଥିଲେ ।ନବୀନଙ୍କ ଏହି ଘୋଷଣାର ୬ ମାସ ପରେ କେନ୍ଦ୍ର ବଜେଟରେ ଏହା ପ୍ରତି ଫଳିତ ହୋଇଛି । ନବୀନଙ୍କ ଫର୍ମୁଲାକୁ ବର୍ତ୍ତମାନ ଅପଣାଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ମଧ୍ୟ ନବୀନଙ୍କ କାଳିଆ ଯୋଜନାକୁ ଅନୁସରଣ କରିଥିଲେ ମୋଦୀ । 

 

ଯେତେବେଳେ କୃଷି ରୁଣ ଛାଡ କରିବାକୁ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା ସେତେବେଳେ ନବୀନ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା କରିଥିଲେ ।ଏହି ଯୋଜନାରେ ନବୀନ ଚାଷୀ ମାନଙ୍କୁ ଆର୍ଥିକ ରୂପରେ ସୁଦୃଢ କରିଥିଲେ ଓ ରୁଣ ଛାଡ କରିଥିଲେ । ବର୍ତ୍ତମାନ ନରେନ୍ଦ୍ର ମୋଦୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏକ ଲକ୍ଷ ଟଙ୍କାର ରୁଣ ବିନା ଶୁଦ୍ଧରେ ଦେବା ପାଇଁ ଘୋଷଣା କରିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *