ଫୁଣି ରାନି ପଣ୍ଡା ଯାତ୍ରା ରେ ଯୁବକ ଙ୍କୁ ମାଡି ବସି କଲେ ଏମିତି । ଦେଖ Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଏକ ଯାତ୍ରା ମଞ୍ଚ ରେ ଜଣେ ଯୁବକ ଙ୍କ ସହ ରାନି ପଣ୍ଡା କରିଥିଲେ ଏଭଳି କାମ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାନି ପଣ୍ଡା ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ ଯେ କି ଓଡିଶା ର ବି-ବା-ଦୀ-ୟ ଅଭିନେତ୍ରୀ ରୂପରେ ଘରେ ଘରେ ପରିଚିତ ଅଟନ୍ତି । ତାଙ୍କ କଥା କହିବା ରେ ଶାଳୀନତା ନ ଥାଏ ଏବଂ ସମସ୍ତଙ୍କୁ ରୋକ ଠୋକ ଅର୍ଥାତ୍ ମୁହଁରେ ହିଁ ଜବାବ ଦେଇ ଦିଅନ୍ତି , ଯେଉଁଥି ପାଇଁ ସେ ବି-ବା-ଦ ରେ ରହିଥାନ୍ତି । କିନ୍ତୁ ସେ ମଧ୍ୟ ସମାଜ ପାଇଁ ବହୁତ୍ ଭଲ କାର୍ଯ୍ୟ କରିଛନ୍ତି , ସେ ସବୁବେଳେ ଲୋକ ମାନଙ୍କ ଅସୁବିଧା ସମୟ ରେ ତାଙ୍କୁ ସାହାଯ୍ୟ କରିଥାନ୍ତି । ଲୋକ ମାନଙ୍କୁ ସାହାଯ୍ୟ କରିବାର ଗୁଣ ବି ତାଙ୍କ ପାଖରେ ଭରପୂର ରହିଛି । 

 

ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଙ୍କ ର ଏକ ଭିଡିଓ ସୋସିଆଲ ମେଡ଼ିଆ ରେ ନି-ଆଁ ଭଳି ଭା-ଇ-ରା-ଲ ହେବାରେ ଲାଗୁଛି ଏବଂ ଯାହାକି ଏବେ ଟ୍ରେ-ଣ୍ଡ ରେ ମଧ୍ୟ ରହି ଯାଇଛି ।  ଏକ ଯାତ୍ରା ମଞ୍ଚ ରେ ଜଣେ ଯୁବକ ଙ୍କ ସହ ରାନି ପଣ୍ଡା କରିଥିଲେ ଏଭଳି କାମ ଜାଣିଲେ ମଧ୍ୟ ବି-ଶ୍ୱା-ସ ହେବନି । ତେବେ ଆସନ୍ତୁ ଜାଣି ନେବା ପ୍ରକୃତ ଘଟଣା ଟି କଣ ।

 

ତେବେ ଭାଇରାଲ ହେଉଥିବା ଭି-ଡି-ଓ ରେ ଏହା ଦେଖିବାକୁ ମିଳୁଛି ଯେ ଏକ ଯାତ୍ରା ମଞ୍ଚ ରେ ମେଲୋଡି-ଶୋ ଚାଲିଥିବା ସମୟ ରେ ମଞ୍ଚ ନିକଟରେ ଏକ ଯୁବକ ଛିଡ଼ା ହୋଇଥିଲେ । ସେହି ସମୟ ରେ ମଞ୍ଚ ଉପରେ ଥିବା ରାନି ପଣ୍ଡା ହଠାତ୍ ସେହି ଯୁବକ ଙ୍କ ନିକଟ କୁ ଚାଲି ଆସିଲେ ଏବଂ ସେହି ଯୁବକ ଜଣକ ଙ୍କ ମୁଣ୍ଡ କୁ ଉପରକୁ ବୁଲେଇ ଦେଲେ ଏବଂ ତାଙ୍କୁ ସେହି ସ୍ଥାନ ରେ ସମସ୍ତ ଲୋକ ମାନଂକ ସ-ମ୍ମୁ-ଖ ରେ କି-ସ୍ କରିଥିଲେ । ସେହି ଭି-ଡି-ଓ ଟି ବର୍ତ୍ତମାନ ସୋସିଆଲ ମି-ଡି-ଆ ରେ ଚହଳ ସୃଷ୍ଟି କରିଦେଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *