ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପୁଣି ଜାପାନ ରେ ଘଟିଲା ବଡ଼ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି। ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି।ରାଜଧାନୀ ଟୋକିଓ ନିକଟବର୍ତୀ ଅଂଚଳରେ ଗତକାଲି ରାତି ୧୧ଟା ୩୦ରେ ହୋଇଥିବା ଭୁମିକମ୍ପ ଯୋଗୁ ବ୍ୟାପକ କ୍ଷତି ଘଟିଛି।
ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ଜଣ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୁମିକମ୍ପର ତୀବ୍ରତା ୭ ଦଶମିକ ୩ ବୋଲି ରେକର୍ଡ କରାଯାଇଛି । ଭୁମିକମ୍ପର କେନ୍ଦ୍ରସ୍ଥଳ ଟୋକିଓରୁ ୨୯୭ କିଲୋମିଟର ଉତର ପଶ୍ଚିମରେ ବୋଲି କୁହାଯାଉଛି ।ଏହି ଭୂ-କମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏଥିରେ ୯୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି ।
ଏହାସହ ଅନେକ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏହାର କେନ୍ଦ୍ର ସ୍ଥଳି ଟୋକିଓରୁ ୨୯୭ କିଲୋମିଟର ଦୂର ଉତ୍ତରପଶ୍ଚିମ ଦିଗରେ ବୋଲି କୁହାଯାଇଛି । ତେବେ ଏହାର ଗଭୀରତା ସମୁଦ୍ର ମଧ୍ୟରେ ୬୦ କିଲୋମିଟର ଗଭୀରରେ ଥିଲା । ତେଣୁ ତଟିୟ ଅଞ୍ଚଳରୁ ଲୋକଙ୍କୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।ଭୂକମ୍ପ ଝଟକା ପରେ ଜପାନର ଉତ୍ତରପୂର୍ବ ଅଞ୍ଚଳରେ ସୁନାମି ଆଲର୍ଟ ଜାରି କରାଯାଇଛି ।ଭୁମିକମ୍ପର ତୀବ୍ରତା ଏତେ ଥିଲା ଯେ, ଏକ ବୁଲେଟ୍ ଟ୍ରେନ୍ ଟ୍ରାକ୍ରୁ ଖସି ଯାଇଥିଲା ।
ଏହି ସମୟରେ ବୁଲେଟ୍ ଟ୍ରେନ୍ ରେ ୧୦୦ ଜଣ ଯାତ୍ରୀ ଥିଲେ । ଭୁମିକମ୍ପ ପରେ ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ବିଶେଷକରି ସମୁଦ୍ରରେ ୧ ମିଟର ଉଚ୍ଚ ଜଜୁଆର ଆସିବା ନେଇ ସତର୍କ କରାଯାଇଛି । କିଛି ଅଞ୍ଚଳରେ ସ୍ୱଭାବିକଠାରୁ ୩୦ ସେମି ଉଚ୍ଚ ଜୁଆର ମାଡ଼ି ଆସିଥିବା ଆକଳନ କରାଯାଇଛି । ତେବେ ରାଜଧାନୀ ଟୋକିଓ ଅନ୍ଧାର ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ପ୍ରାୟ ୨୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।