ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଘରକୁ ଦାରିଦ୍ର୍ୟତା ଆସିବା ପୂର୍ବରୁ କେଉଁ ସବୁ ସଂକେତ ମିଳିଥାଏ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ
ବନ୍ଧୁଗଣ କିଛି ଛୋଟ ଛୋଟ କଥା ରୁ ଅନେକ କିଛି ସଂକେତ ମିଳିଥାଏ । ତେବେ ଏହି ସଂକେତ କୁ ଯଦି ଆମେ ଜାଣି ପାରିବା ତାହେଲେ ଆମର ଭବିଷ୍ୟତ ରେ କେଉଁ ଭଳି ସମୟ ଆସିବ ତାହାକୁ ମଧ୍ୟ ଜାଣି ପାରିବା । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଏମିତି 3 ଟି ସଂକେତ ବିଷୟରେ ଯାହାକି ଆମକୁ ଦାରିଦ୍ର୍ୟତା ହେବାର ସଂକେତ ପ୍ରଦାନ କରିଥାଏ ।
ଦର୍ଶକ ବନ୍ଧୁ ଯଦି ଘରକୁ କୌଣସି ଅସୁବିଧା ଆସିବାର ଥାଏ, ତାହେଲେ ଘରେ ଲାଗିଥିବା ତୁଳସୀ ଗଛ ଉପରେ ପ୍ରଥମେ ପ୍ରଭାବ ପଡ଼ିଥାଏ । ଯଦି ତୁଳସୀ ଗଛ ଶୁଖି ଯାଇଥାଏ ତାହେଲେ ଏହା ଦ୍ଵାରା ଘରେ ଖରାପ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ଘରେ ଲାଗିଥିବା ଗଛ ପତ୍ର ଶୁଖିବାକୁ ଲାଗେ ତାହେଲେ ତାହାକୁ ତୁରନ୍ତ କାଟି ଦିଅନ୍ତୁ । ଯଦି ପତ୍ର ସୁଖିଥାଏ ତାହେଲେ ବୁଧ ଗ୍ରହ ଙ୍କ ଖରାପ ପ୍ରଭାବ ପଡିଥାଏ ଓ ବ୍ୟକ୍ତି କରଜ ରେ ପଡିଥାଏ ।
ଝାଡୁ ଘରର ଦାରିଦ୍ର୍ୟତା କୁ ବାହାର କରିଥାଏ । ଏହା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଧନ ଦୌଲତ ଆସିଥାଏ । ମନେ ରଖନ୍ତୁ ଏହି ଝାଡୁ ଉପରେ ଭୁଲ ରେ ବି ପାଦ ରଖିବା ଉଚିତ୍ ନୁହେଁ । ଏହା ଦ୍ଵାରା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ । ଯଦି କେବେ ଘରର ଛୋଟ ପିଲା ହଠାତ୍ ଝାଡୁ ମାରିଥାଏ ତାହେଲେ ଆପଣ ଭାବି ନଥିବା ଅତିଥି ଆପଣଙ୍କ ଘରକୁ ଆସିଥାନ୍ତି । ଏହି ଝାଡୁ କୁ କେବେ ବି ଓଲଟା ରଖିବା ଉଚିତ୍ ନୁହେଁ । ଏହାକୁ ସବୁବେଳେ ଶୁଆଇ ରଖିବା ଉଚିତ୍ । ଏହି ଝାଡୁ କୁ ଠିଆ କରି ରଖିବା ଦ୍ଵାରା ଘରେ କଳହ ଓ ଦାରିଦ୍ର୍ୟତା ବଢ଼ିଥାଏ ।
ଯେଉଁ ଘରେ ସବୁବେଳେ କ୍ଷୀର ଉତୁରିକି ତଳେ ପଡିଥାଏ ,ସେହି ଘରେ ଟଙ୍କା ର ଖର୍ଚ୍ଚ ବଢିଯାଏ । ବହୁତ୍ ଲୋକ କହିଥାନ୍ତି ଯେ କ୍ଷୀର ଉତୁରିକି ପଡ଼ିବା ଶୁଭ ହୋଇଥାଏ କିନ୍ତୁ ଯଦି ଘରେ ସବୁଦିନେ କ୍ଷୀର ଉତୁରୀକି ତଳେ ପଡିଥାଏ ତାହେଲେ ଏହା ଶୁଭ ନୁହେଁ । ସେଥିପାଇଁ ଆପଣଙ୍କୁ ଏହି କଥା ର ଧ୍ୟାନ ରଖିବାକୁ ହେବ । ବନ୍ଧୁଗଣ ଏହା ମନେ ରଖନ୍ତୁ ଯେ ,ସମୟ କେବେ ରହି ନଥାଏ । ଆଉ ଜୀବନ ରେ ଖରାପ ସମୟ ଓ ଭଲ ସମୟ ଆସିଥାଏ । ସେଥିପାଇଁ ଜରୁରୀ କେବଳ ଖରାପ ସମୟ ରେ ସାହସ ର ସହ କାର୍ଯ୍ୟ କରିବା ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।