ହୋଲି ରେ ଭାଙ୍ଗ ପିଇ ଅନୁଭବ କଲେ ଏମିତି କାଣ୍ଡ – ଥରେ ଦେଖନ୍ତୁ ଏହି ଭିଡିଓ ହସି ହସି ଗଡି ଯିବେ…

 

ବନ୍ଧୁଗଣ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ କାହିଁକି ନା ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଛନ୍ତି ଯେ ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର କେତେ ଅଧିକ ଆବଶ୍ୟକତା ରହିଛି । ଲୋକ ମାନେ ତ ସବୁ କିଛି ଅନଲାଇନ୍ ରେ ହିଁ କରୁଛନ୍ତି ,ଏମିତିକି ଏବେ ଆପଣ କହି ପାରିବେନି ଯେ କେଉଁ କାମ ଅନଲାଇନ ରେ ହୋଇ ପାରିବ ନାହିଁ ।

 

ତେବେ ଛୋଟ ପିଲା ଙ୍କୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ସହ ଜଡ଼ିତ ଅଛନ୍ତି ଏବଂ ପ୍ରତିଦିନ ଅନେକ ଅନଲାଇନ୍ ଭିଡିଓ ମଧ୍ୟ ଦେଖିଥାନ୍ତି । ତେବେ ସୋସିଆଲ ମିଡିଆରେ ଅନେକ ସମୟ ରେ ସିନେଷ୍ଟାର ମାନଙ୍କ ଭିଡିଓ ଆସିଥାଏ । ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ସୁପରଷ୍ଟାର ମାନେ ନିଜର କିଛି ନା କିଛି କଥା କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । 

 

ତେବେ ସେମାନଙ୍କ ପ୍ରଶସଙ୍କ ମାନେ ସର୍ବଦା ସେମାନଙ୍କ ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ରହିଥାନ୍ତି । ତେବେ ସୁପରଷ୍ଟାର ମାନେ ତଥା କଳାକାର ମାନେ ସବୁବେଳେ ଜୀବନ ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ଚର୍ଚ୍ଚା ର ବିଷୟ ପାଲଟି ଥାନ୍ତି । ତେବେ ଦର୍ଶକ ବନ୍ଧୁ ଓଡ଼ିଶା ର ଜଣେ ଜଣାଶୁଣା ତଥା ସୁପରିଚିତ ଅଭିନେତା ଅନୁଭବ ମହାନ୍ତି ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ ।

 

ତେବେ ଦର୍ଶକ ବନ୍ଧୁ ଓଲିଉଡ ର ସମସ୍ତ ଅଭିନେତା ତଥା ଅଭିନେତ୍ରୀ ମାନେ ଏହି ହୋଲି କୁ ବେଶ୍ ଧୂମଧାମ ରେ ପାଳନ କରିଥିବାର ନଜର ଆସିଛନ୍ତି । ସେମାନେ ନିଜର ଭିଡିଓ କରି ମଧ୍ୟ ନିଜର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି । ତେବେ ଅନୁଭବ ମଧ୍ୟ ଏହି ହୋଲି କୁ ବେଶ୍ ଧୂମଧାମ ର ସହ ପାଳନ କରିଥିବାର ନଜର ଆସିଛନ୍ତି ।

 

ତେବେ ଏହି ହୋଲି ରେ ଅନୁଭବ ମହାନ୍ତି ଭାଙ୍ଗ ଅଧିକ ପିଇ ଥିଲେ ସେଥିପାଇଁ ତାଙ୍କୁ ନିଶା ହୋଇ ଯାଇଥିଲା ।ଆଉ ନିଶା ହେବା ପରେ ସେ ଗୀତ ବଜାଇ ଜବରଦସ୍ତ ଡ଼୍ୟାନ୍ସ କରିଛନ୍ତି । ତେବେ ତାଙ୍କର ଏକ ଡ଼୍ୟାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଘୁରି ବୁଲୁଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *