ମହାଦେବ ଙ୍କ ଅଂଶ ବିଶେଷ ହୋଇଥାନ୍ତି ଏହି 5 ଟି ନାମ ର ଲୋକ – ସବୁ ବିପଦରୁ ଘଣ୍ଟ ଘୋଡେଇ ରଖନ୍ତି ମହାଦେବ…

 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି 5 ଟି ନାମ ବିଶିଷ୍ଟ ବ୍ୟକ୍ତି ମାନଙ୍କ ବିଷୟରେ କହିବୁ ଯିଏ କି ସାକ୍ଷାତ ଭଗବାନ୍ ଶିବ ଙ୍କ ର ଅଂଶ ବୋଲି କୁହାଯାଏ । ଏହା ସହିତ ଏମାନେ ମହାଦେବ ଙ୍କ ବଡ ଭକ୍ତ ବୋଲି ମଧ୍ୟ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମ ର ବ୍ୟକ୍ତି ମାନଙ୍କ ଉପରେ ମହାଦେବ ଙ୍କ କୃପା ସବୁବେଳେ ରହିଥାଏ । ଭଗବାନ୍ ଶିବ ଙ୍କ କୃପା ରୁ ଏମାନଙ୍କ ଜୀବନ ରେ ସଫଳତା ଆସିଥାଏ ।

 

ତେବେ ଦର୍ଶକ ବନ୍ଧୁ ସର୍ବ ପ୍ରଥମ ନାମ ହେଉଛି ଇଂରାଜୀ ଅକ୍ଷର A ରୁ ଆରମ୍ଭ ହେଉଥିବା ନାମ । ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନେ ମହାଦେବ ଙ୍କ ଅଧିକ ପ୍ରିୟ ଅଟନ୍ତି । କେବଳ ଏତିକି ନୁହେଁ ମହାଦେବ ଏହି ବ୍ୟକ୍ତି ମାନଙ୍କୁ ସମସ୍ତ ପ୍ରକାରର ଖରାପ ଶକ୍ତି ଠାରୁ ଦୂରେଇ ରଖିଥାନ୍ତି । ଏମାନଙ୍କ ଜୀବନ ରେ ଆସୁଥିବା ସମସ୍ତ ପ୍ରକାରର ଅସୁବିଧା କୁ ମହାଦେବ ଦୂର କରି ଦେଇଥାନ୍ତି। 

 

ଦ୍ଵିତୀୟ ନାମ ହେଉଛି ଇଂରାଜୀ ଅକ୍ଷର R ରୁ ଆରମ୍ଭ ହେଉଥିବା ନାମ । ତେବେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ମହାଦେବ ଙ୍କ ବହୁତ୍ ପାଖ ଲୋକ ବୋଲି କୁହା ଯାଇଥାଏ । ଏହି ଲୋକ ମାନଙ୍କୁ ମହାଦେବ ସମସ୍ତ କ୍ଷେତ୍ର ରେ ସହାୟତା କରିଥାନ୍ତି । ତେବେ ଏମାନଙ୍କ ସହ ଯେଉଁ ମାନେ ଶତ୍ରୁତା କରିଥାନ୍ତି , ସେମାନଙ୍କ ଖରାପ ସମୟ ବହୁତ୍ ଜଲ୍ଦୀ ଆରମ୍ଭ ହୋଇ ଯାଇଥାଏ ।

 

ତୃତୀୟ ନାମ ହେଉଛି ଇଂରାଜୀ ଅକ୍ଷର D ରୁ ଆରମ୍ଭ ହେଉଥିବା ନାମ । ତେବେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ମହାଦେବ ଙ୍କ ଅତି ନିକଟତର ଲୋକ ହୋଇଥାନ୍ତି । ଏହି ଲୋକ ମାନେ ମହାଦେବ ଙ୍କ ଆରାଧନା କରିଥାନ୍ତି । ମହାଦେବ ଏମାନଙ୍କ ଉପରେ ସବୁବେଳେ କୃପା ଦୃଷ୍ଟି ରଖିଥାନ୍ତି। 

 

ଚତୁର୍ଥ ନାମ ହେଉଛି ଇଂରାଜୀ ଅକ୍ଷର P ରୁ ଆରମ୍ଭ ହେଉଥିବା ନାମ । ତେବେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନଙ୍କ ଉପରେ ମହାଦେବ ବହୁତ୍ ଖୁସି ରହିଥାନ୍ତି । ତେବେ ଏହି ବ୍ୟକ୍ତି ମାନେ କେବେ ବି ମହାଦେବ ଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ନାହିଁ । ଏହି ଲୋକ ମାନଙ୍କ ହୃଦୟ ବହୁତ୍ ସଫା ଅଟେ ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାରର ଛଳ କପଟ ନଥାଏ ।

 

ପଞ୍ଚମ ନାମ ହେଉଛି ଇଂରାଜୀ ଅକ୍ଷର V ରୁ ଆରମ୍ଭ ହେଉଥିବା ନାମ ।ତେବେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନଙ୍କୁ ମହାଦେବ ଅଧିକ ଖୁସି ରେ ରଖିଥାନ୍ତି। ଏହି ଲୋକ ମାନେ ମହାଦେବ ଙ୍କ ଅଧିକ ପାଖରେ ରହିଥାନ୍ତି । ଏହି କାରଣ ରୁ ମହାଦେବ ଏମାନଙ୍କ ଉପରେ କୌଣସି ପ୍ରକାରର କିଛି ବି ଅସୁବିଧା ଆସିବାକୁ ଦିଅନ୍ତି ନାହିଁ ।

 

Leave a Reply

Your email address will not be published. Required fields are marked *