ଅରିନ୍ଦମ ଙ୍କ ଚାଲିଯିବା ପରେ ପ୍ରଥମ ଥର ପାଇଁ ସେ ପ୍ରସଙ୍ଗ ରେ ମୁହଁ ଖୋଲି ନିଜ ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର । ତେବେ ସେ କଣ କହିଛନ୍ତି ଚାଲନ୍ତୁ ଜାଣିବା ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅରିନ୍ଦମ ଙ୍କ ଚାଲିଯିବା ପରେ ପ୍ରଥମ ଥର ପାଇଁ ସେ ପ୍ରସଙ୍ଗ ରେ ମୁହଁ ଖୋଲି ନିଜ ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର । ତେବେ ସେ କଣ କହିଛନ୍ତି ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଶୁକ୍ରବାର ଦିନ ମହାନଦୀ ର ମୁଣ୍ଡଳୀ ଠାରେ ହୋଇଥିବା ଓଡ୍ରାଫ ବୋଟ ଏକ ଅଭାବନୀୟ ଘଟଣା କଥା ଜାଣିଥିବେ ନିଶ୍ଚିତ ଏବଂ ଏହାର ଭିଡ଼ିଓ ଯାହାକି ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ର-ଲ ହେବାରେ ଲାଗିଛି ତାହାକୁ ମଧ୍ୟ ଦେଖି କରି ଜାଣିପାରୁ ଥିବେ କି ଛାତି ଥରା ର ଦୃଶ୍ୟ ଆପଣ ଦେଖୁଥିବେ ନିଶ୍ଚିତ । ତେବେ ଏହି ଅଭାବନୀୟ ଘଟଣା ରେ ଓଟିଭି ର ଚିଫ ରିପୋର୍ଟର ତଥା ଓଡ଼ିଶାର ଘରେ ଘରେ ପରିଚିତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କର ପରଲୋକ ହେବା ସହ ଜଣେ ଓଡ୍ରାଫ ଟିମ ମେମ୍ବର ସୀତାରାମ ମୁର୍ମୁ ଆର ପାରି କୁ ଚାଲି ଯାଇଥିଲେ । ତେବେ ଏହି ଘଟଣା କୁ ନେଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କେହି କେହି ଏହାକୁ ସମାଲୋଚନା କରୁଛନ୍ତି ତ ପୁଣି କେହି କେହି ଏହାର ମଜାକ ଉଡାଉଛନ୍ତି ଆଉ କିଛି ଲୋକ ଦୁଃ-ଖ ପ୍ରକାଶ କରୁଛନ୍ତି।
ତେବେ ଏହି ମଧ୍ୟରେ ଜଣେ ବରିଷ୍ଠ ସାମ୍ବାଦିକ ମୋନରଞ୍ଜନ ମିଶ୍ର ନିଜର ମତ ରଖିଛନ୍ତି ଯାହା ବର୍ତ୍ତମାନ ପ୍ରାୟ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଚି । ତେବେ ସେ ଯାହା କହିଛନ୍ତି ଏହି ଘଟଣା ବିଷୟରେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି କି ଲୋକମାନେ ତାଙ୍କୁ ଭିଲିଆନ ବନେଇ ଦେଲେ । ତେବେ ଓଟିଭି ଚିଫ ରିପୋର୍ଟର ଅରିନ୍ଦନ ଙ୍କ ବିଷୟରେ ଆହୁରି ମଧ୍ୟ ସେ କହିଛନ୍ତି କି, ତାଙ୍କୁ ହରାଇ ଆମେ ସାମ୍ବାଦିକ ଦୁନିଆଁ କୁ ହରାଇଛୁ କାରଣ ତାଙ୍କର ସାହାସିକତା ଏବଂ କାର୍ଯ୍ୟ ନିଷ୍ଠା ଆଗରେ କୌଣସି ରିପୋର୍ଟର ଛିଡା ହୋଇପାରିବେ ନାହିଁ । ସେ ଝଡ଼ , ଵାତ୍ୟା, ବନ୍ୟା ରେ ଯେପରି ସାହସ ଦେଖାଇ ନିଜର କାର୍ଯ୍ୟ କରନ୍ତି ତାହା ଆଉ କେହି ବି କରନ୍ତି ନାହିଁ କିମ୍ବା ଆଗକୁ ମଧ୍ୟ କରିପାରିବେ ନାହିଁ । ମାତ୍ର ତାଙ୍କର ଭାଗ୍ୟ ରେ ଏପରି ରହିଛି ବୋଲି କିଏ ବା ଜାଣିଥିଲା । ତେବେ ତାଙ୍କୁ ହରାଇ ମୁଁ ମୋର ସାନ ଭାଇକୁ ହରାଇଛି ବୋଲି ସେ କହିଛନ୍ତି । ତେବେ କିଛି ଲୋକମାନେ ସାମ୍ବାଦିକ ମନୋରଞ୍ଜନଙ୍କର ମତକୁ ସମର୍ଥନ କରିଥିବା ବେଳେ ଆଉ କିଛି ସମାଲୋଚନା କରିଛନ୍ତି । ସେ ଘଟଣା ଯାହାବି ହେଉ କିନ୍ତୁ ଆମେ ଦୁଇ ଜଣ ସାହସୀ ସମାଜ ସେବୀଙ୍କୁ ହରାଇ ବହୁତ କିଛି ହରାଇଛୁ ନିଶ୍ଚିତ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।