ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମନୀଷ ଙ୍କ ଘଟଣା କୁ ନେଇ ଆସିଲା ଏକ ବଡ଼ ଖବର ,ଅମ୍ରିତ ରଚିଥିଲା ଷ-ଡ଼-ଯ-ନ୍ତ୍ର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତମାନ ର ସମୟ ଭାରି ଜଟିଳତର । ପ୍ରତି ଟି ମୁହୂର୍ତ୍ତ ରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ ।
ତେବେ ବର୍ତମାନ ର ବଡ଼ ଖବର ଗତ ୧୦ ତାରିଖରେ ମନୀଷ ଅନୁରାଗଙ୍କ ମ-ର ଦେହ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା । ତେବେ ଏହା ମା-ରି-ବା ନା ଆ-ତ୍ମ-ତ୍ୟା-ଗ ଏନେଇ ସମସ୍ତଙ୍କ ମନ ରେ ଏକ ସ-ନ୍ଦେ-ହ ଲାଗି ରହିଛି । ଯେଉଁ କାର୍ରେ ମନୀଷଙ୍କୁ ପଟିଆରୁ ପାତ୍ରପଡ଼ା ନିଆଯାଇଥିଲା, ସେହି କାର୍କୁ ମଧ୍ୟ ଆରକ୍ଷୀ ଅଧିକାରୀ ଜବତ କରିଛି । ମନୀଷ ଓ ତାଙ୍କ ସହ କାର୍ରେ ସାଉଥ ସିଟି ବାର୍କୁ ଯାଇଥିବା ଅନ୍ୟ ୨ ଜଣ ବନ୍ଧୁ ଙ୍କୁ ଅଟକ ରଖି ଆରକ୍ଷୀ ଅଧିକାରୀ ପଚରା ଉଚରା ଚଳାଇଛି । ଏହି ମାମଲାରେ ସମ୍ପୃକ୍ତି ଥିବା ଆଉ ୨ ଜଣ ଆ-ତ୍ମ-ସ-ର୍ମ-ପ-ଣ କରିଛନ୍ତି । ଏହି ୩ ଜଣ କନ୍ଧମାଳର ବୋଲି ଜଣାପଡ଼ିଛି ।
ଯୋଜନା ବଦ୍ଧ ଭାବେ ମନିଷ ଙ୍କୁ ମା-ରି ଦିଆ ଯାଇଛି । ଅମ୍ରିତ ବିଶ୍ଵାଳ ହିଁ କରିଥିଲା ଷ-ଡ଼-ଯ-ନ୍ତ୍ର । ମନୀଷ ଚିହ୍ନି ନଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଡାକିଥିଲା ଅମ୍ରୀତ। ଏହି ଘଟଣା ପଛରେ ହୋଟେଲ ବିଲ ନୁହେଁ ଆଗୁଆ ପ୍ଲାନ ହୋଇଥଲା ।ଯୋଜନା ମୁତାବକ ମନୀଷ ଜାଣି ନଥିବା ଦୁଇଜଣ ଲୋକ ଦିନେଶ ଓ ମୃତୁଞ୍ଜୟ ଙ୍କୁ ଡାକିଥିଲା ଅମ୍ରିତ। ତେବେ ଗଣମାଧ୍ୟମ ରେ ଏପରି ବୟାନ ଦେଇଛନ୍ତି ମନୀଷ ଙ୍କ ଓକିଲ ।ତେବେ ସେ କହିଚନ୍ତି ଯେ ଯେଉଁ ଅଭିଯୁକ୍ତ ମାନେ ଏମିତି କାମ କରିଛନ୍ତି ସେମାନେ ନିଶ୍ଚୟ ଦ-ଣ୍ଡ ପାଇବେ ।
ସେ କହିଛନ୍ତି ଯେ ଦୁଇଜଣ ଅଚିହ୍ନା ଲୋକ କଣ ପାଇଁ ଆସି ଝ-ଗ-ଡ଼ା କଲେ । ଅଚିହ୍ନା ଲୋକ ମାନେ ସେ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥାନ୍ତେ,ମାତ୍ର ଏପରି ଝ-ଗ-ଡ଼ା କଣ ପାଇଁ କଲେ । ତେବେ ଏବେ ବି ପ୍ରଶ୍ନ ଘେର ରେ ରହିଛି ମନୀଷ ଙ୍କ ଘଟଣା , ସେପଟେ ୩ ଅଭିଯୁକ୍ତ ଙ୍କୁ ୪ ଦିନିଆ ରି-ମା-ଣ୍ଡରେ ଆଣିବ ଆରକ୍ଷୀ ଅଧିକାରୀ , ଏନେଇ କୋ-ର୍ଟ ଙ୍କୁ ଅନୁମତି ମାଗିଥିଲେ ଆଉ କୋ-ର୍ଟ ମଧ୍ୟ ଅନୁମତି ଦେଇଛନ୍ତି । ପଚରା ଉଚରା ପରେ ଆହୁରି ର-ହ-ସ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରା ଯାଉଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।