ଲୁଣ କୁ ଘର ର ଏହି ଜାଗା ରେ ରଖିଲେ ଘରେ ହୋଇଥାଏ ଧନ ର ବୃଦ୍ଧି – ନିଶ୍ଚୟ ଘରେ କରନ୍ତୁ ଦେଖିବେ କେମିତି ହେଉଛି ଚମତ୍କାର।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଲୁଣ କୁ ଘରର ଏମିତି କେଉଁ ସ୍ଥାନ ରେ ରଖିଲେ ଘରେ ଧନ ବୃଦ୍ଧି ହୋଇଥାଏ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜି ଆମେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିବା ।ବନ୍ଧୁଗଣ ଆମେ ମାନେ ଏହା ଜାଣିଛୁ ଯେ ଲୁଣ କୁ ଖାଦ୍ୟ ର ସ୍ଵାଦ ପାଇଁ ବ୍ୟବହାର କରାଯାଇଥାଏ । ତେବେ ଏହି ଲୁଣ କେବଳ ଖାଦ୍ୟ କୁ ସ୍ଵାଦିଷ୍ଟ କରି ନଥାଏ ବରଂ ଏହା ମଣିଷ ର ଭାଗ୍ୟ କୁ ବଦଳାଇ ଦେଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଲୁଣ କିଭଳି ଘରର ବାସ୍ତୁ ଦୋଷ ଦୂର କରିବା ସହିତ ଘରର ଆୟ ବୃଦ୍ଧି କରିଥାଏ ।

 

ବନ୍ଧୁଗଣ ଘରକୁ ପୋଛା ମାରିବା ପୂର୍ବରୁ ଏକ ଚାମଚ୍ ଲୁଣ ସେହି ପାଣି ରେ ମିଶାଇ ଦିଅନ୍ତୁ । ଏହାପରେ ସେହି ପାଣି ରେ ଘରର ଲିପା ପୋଛା କରନ୍ତୁ । ତେବେ ସପ୍ତାହ ରୁ 2 ରୁ 3 ଦିନ ଏପରି ନିଶ୍ଚୟ କରନ୍ତୁ । ତେବେ ଏହାକୁ କରିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ନଜର ଦୋଷ ମଧ୍ୟ ଦୂର ହୋଇଥାଏ । ଘରେ ଥିବା ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ ।ଯାହା ଫଳରେ ଘରକୁ ଶାନ୍ତି ର ବାତାବରଣ ଫେରି ଆସିଥାଏ ।

 

ଯଦି ଆପଣ ଯେତେ ରୋଜଗାର କଲେ ମଧ୍ୟ ସବୁବେଳେ ଟଙ୍କା ର ଅଭାବ ହେଉଥାଏ ବା ବ୍ୟବସାୟ ରେ କ୍ଷତି ଘଟୁଥାଏ ତାହେଲେ କରନ୍ତୁ ଏହି ଉପାୟ । ତେବେ ପ୍ରଥମେ କିଛି  ଲୁଣ ନେଇ ଏକ କାଚ ବା ପ୍ଲାଷ୍ଟିକ ଡବା ରେ ରଖି ଦିଅନ୍ତୁ ଯେପରିକି ସେଥିରେ ଥିବା ଲୁଣ ବାହାରକୁ ଦେଖା ଯାଉ ନଥିବ । 

 

ଏହା ସହିତ ସେଥିରେ କିଛି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ । ଏହାପରେ ସେହି ଡବା କୁ ନେଇ ଆଲମୀରା କିମ୍ବା ସିନ୍ଧୁକ ରେ ରଖି ଦିଅନ୍ତୁ । ବନ୍ଧୁଗଣ ଏପରି କରିବା ଦ୍ବାରା ଆପଣଙ୍କ ଆର୍ଥିକ ଅବସ୍ଥା ରେ ସୁଧାର ଆସିଯିବ । ଯଦି ଆପଣ କିଛି ନୂତନ ବ୍ୟବସାୟ ଆରମ୍ଭ କରିବା କୁ ଚାହୁଁ ଛନ୍ତି ତାହେଲେ ଏହି ଉପାୟ କୁ ନିଶ୍ଚିନ୍ତ କରନ୍ତୁ । ତେବେ ଧ୍ୟାନ ଦେବେ କି ଘରୁ ଯେପରି ଲୁଣ କୁ ସରିବାକୁ ଦେବେ ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *