ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୨୦୨୨-୨୦୨୫ ମସିହା ରେ ଏହି ରାଶି ରେ ଲୋକ ମାନେ କରିବେ ରାଜୁତି । ଲକ୍ଷ୍ମୀ ହେବେ ସହାୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ପାଞ୍ଚୋଟି ରାଶି ମାନଙ୍କରେ ୨୦୨୨ ଠାରୁ ୨୦୨୫ ରେ ଆଗାମୀ ଦିନ ମାନଙ୍କରେ ଏପରି କିଛି ସଂଯୋଗ ହେବାକୁ ଯାଉଛି ଯେ ଏହି ରାଶି ର ବ୍ୟକ୍ତି ମାନେ ଅନେକ ସୁଖ ଓ ଆନନ୍ଦ ପାଇବେ । ଜାଣନ୍ତୁ କେଉଁ କେଉଁ ରାଶି ରେ ରହିଛି ଲକ୍ଷ୍ମୀ ଯୋଗ ।
ମେଷ ରାଶି:- ବିବାହ ଯୋଗ ରହିଛି । ବହୁତ୍ ସମୟରୁ ଅଟକି ରହିଥିବା କାମ ହୋଇ ଯାଇପାରେ । ଦେଶ ବିଦେଶରୁ ଆଦିରୁ ଆପଣଙ୍କୁ ଶୁଭ ସମାଚାର ମିଳିବ । ଅଧ୍ୟୟନ ରେ ଆପଣ ସିଦ୍ଧି ହୋଇପାରିବେ । ଆପଣ ଙ୍କ ପାଇଁ ଏହି ରାଶି ଟି ଅନୁକୂଳ ରହିଛି । ଘର, ଯାନବାହାନ ଏଥିରେ ମଧ୍ୟ ଯୋଡ଼ି ହୋଇଥିବା ସମସ୍ୟାର ମଧ୍ୟ ସମାଧାନ ହୋଇଯିବ । ମନରେ ଆପଣଙ୍କର ପ୍ରସନ୍ନତା ବନି ରହିବ ଏବଂ ଜୀବନରେ ଉତ୍ସାହ ମଧ୍ୟ । ଆପଣ ନିଜସ୍ଵ ବୁଦ୍ଧି ବଳରେ ନିଜ କାରବାରର ପ୍ରଗତି କରିବେ।
ବୃଷ ରାଶି:- ସରକାରୀ ଚାକିରୀ କ୍ଷେତ୍ର ରେ ପଦନ୍ନୋତି ରହିଛି । ଆପଣଙ୍କୁ ଅନେକ ଧନ ପ୍ରାପ୍ତି ହୋଇପାରେ । ଛାତ୍ର ଛାତ୍ରୀ ଙ୍କ କ୍ଷେତ୍ର ରେ ପରୀକ୍ଷା ରେ ଭଲ ସ୍ଥାନ ରେ ଉତ୍ତୀର୍ଣ୍ଣ ହେବେ । ଏହି ରାଶି ପାଇଁ ମାସ ଟି ସାମାନ୍ୟ ବିଘ୍ନ ଦାୟକ ରହିଛି । ସବୁଠି ନିରାଶ ମିଳିବ । ଧୈର୍ଯ୍ୟ ର ସହିତ ଆପଣଙ୍କୁ ମୁକାବିଲା କରିବାକୁ ପଡ଼ିବ । ଧନ ପ୍ରାପ୍ତି କମ୍ ରହିଛି କିନ୍ତୁ ସମ୍ମାନ ଅଧିକ ମିଳିବ । ଲୋନ୍ ପାଇଁ ଅଟକି ରହିଥିଲେ ତାହା ଯଥା ଶୀଘ୍ର ଦୂର ହୋଇଯିବା । ମୂଲ୍ୟବାନ ବସ୍ତୁ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇପାରେ ।
କନ୍ୟା ରାଶି:- ସମସ୍ତଙ୍କ ଠାରୁ ସମ୍ମାନ ଓ ଭଲ ପାଇବା ମିଳିପାରେ । ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଅନେକ ଦକ୍ଷତା ରହିବ। ସରକାର କିମ୍ବା ସରକାରୀ କ୍ଷେତ୍ରରୁ ଆପଣଙ୍କୁ ସହାୟତା ମିଳିବ ଏବଂ କିଛି ନୂଆ କାର୍ଯ୍ୟ କ୍ଷେତ୍ରରେ ଆପଣ ପ୍ରବେଶ କରି ପାରନ୍ତି। ଘରଣୀ ମାନଙ୍କୁ ସଂସାର ରେ ଦାମ୍ପତ୍ୟ ଜୀବନ ର ସୁଖ ମିଳିବ । ଧନ ପ୍ରାପ୍ତି ଯୋଗ ଭଲ ରହିଛି । ଛାତ୍ର ଛାତ୍ରୀ ଙ୍କ ର ଅଧ୍ୟୟନ ରେ ବେଶ୍ ସୁନାମ ରହିବ । ଚାକିରି ଯୋଗ ମଧ୍ୟ ରହିଛି । ସବୁଠି ଆଦର ମିଳିବ ।
ତୁଳା ରାଶି:- କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଏହାର ତତ୍କାଳ ଲାଭ ମଧ୍ୟ ମିଳିପାରେ ।ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ରହିବେ । କୌଣସି ଏକ ବଡ ଚିନ୍ତା ସମାପ୍ତ ହେବ । ଅଧ୍ୟୟନ କ୍ଷେତ୍ର ରେ ମନ ମୁତାବକ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ସିଦ୍ଧି ଲାଭ ମିଳିପାରେ । ଶରୀର ପୀଡ଼ା ହୋଇପାରେ କିନ୍ତୁ ଆପଣ ନିଜ ଲକ୍ଷ୍ୟ ରେ ସ୍ଥିର ରହିବ ଉଚିତ୍ । ଆପଣଙ୍କ କାର୍ଯ୍ୟରେ ଯେଉଁ ବାଧା ସୃଷ୍ଟି ହେଉଥିଲା ତାହା ଅଚାନକ ଦୂର ହୋଇଯିବ।
କୁମ୍ଭ ରାଶି:- ବେସରକାରୀ ଚାକିରୀ କ୍ଷେତ୍ର ରେ ପଦନ୍ନୋତି ହୋଇପାରେ । ଯଦି ଆପଣ କୈାଣସି ବାଦବିବାଦରେ ଫସି ରହିଛନ୍ତି ତେବେ ଅନେକ ଶୀଘ୍ର ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ। ସାମାନ୍ୟ ଖର୍ଚ୍ଚ ହୋଇପାରେ , କିନ୍ତୁ ଆୟ ବହୁତ୍ ରହିବ । ସାମାଜିକ ଓ ପାରିବାରିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। କୌଣସି ଏକ ବଡ଼ ସୁଯୋଗ ଆପଣ ଙ୍କୁ ମିଳିପାରେ । ବନ୍ଧୁମାନଙ୍କ ସହ ମିଶି ଆପଣଙ୍କୁ ପ୍ରେରଣା ମିଳିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।