ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁରୀରେ ସମୁଦ୍ର ଲହରୀରେ ଭାସି ଆସିଲା ଏକ ରାମ ସେତୁ ବନ୍ଧ ଶିଳା । ଯିଏ ଦେଖୁଛି ଏହି video ମନସ୍କାମନା ହେଉଛି ପୂରଣ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତୋ ନିହାତି ଭାବରେ ଅବଗତ ଥିବେ ଯେ ଦୁନିଆରୁ ଅନ୍ଧକାର ହଟେଇବାର କଥା ଓ ଗାଥା ହେଉଛି ରାମାୟଣ । ରାମାୟଣ ହେଉଛି ହିନ୍ଦୁ ମାନଙ୍କର ଏକ ଶ୍ରେଷ୍ଠ ଗ୍ରନ୍ଥ । ଦୁନିଆରେ ଆଜି ବି ଏମିତି ଅନେକ ଜିନିଷ ରହିଛି ଯାହାକି ପ୍ରମାଣିତ କରିଥାଏ ରାମାୟଣ କଥା କେବଳ ଏକ କାଳ୍ପନିକ କାହାଣୀ ନୁହେଁ ବରଂ ଏକ ସତ । ଅନେକ ଲୋକ ଏହାକୁ କେବଳ ଏକ ପୌରାଣିକ କାହାଣୀ ବୋଲି କହିଥାନ୍ତି କିନ୍ତୁ ରାମ ସେତୁ ଠାରୁ ଆରମ୍ଭ କରି ରାବଣର ମହଲ ପର୍ଯ୍ୟନ୍ତ ସବୁକିଛି ଦେଖିବା ପରେ ରାମାୟଣ ଯେ କାଳ୍ପନିକ ନୁହଁ ତାହା ପ୍ରମାଣିତ ହୋଇଛି ।
ଭାରତ ଓ ଶ୍ରୀଲଂକା ମଧ୍ୟରେ ରହିଥିବା ରାମସେତୁ ହେଉଛି ରାମାୟଣର ଏକ ବଡ଼ ପ୍ରମାଣ । ସମୁଦ୍ର ଉପରେ ଭାରତରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଇଥିବା ଏହି ସେତୁର ବର୍ଣ୍ଣନା ରାମାୟଣ ଗ୍ରନ୍ଥରେ କରାଯାଇଛି । ଏହି ସେତୁ ପଥରେ ନିର୍ମିତ ହୋଇଛି । ଏବଂ ଏହି ପଥର ପାଣିରେ ନ ବୁଡି ଭା-ସୁ-ଥି-ବା ଦେଖିବାକୁ ମିଳୁଛି । ସମୟର ସଙ୍ଗେ ସଙ୍ଗେ ଏହି ସେତୁ ସମୁଦ୍ର ପାଣିରେ ବୁଡି ରହିଥିଲେ ମଧ୍ୟ ଏହାର କିଛି ଅଂଶ ଏବେ ମଧ୍ୟ ଦୃଶ୍ୟମାନ ହେଉଛି ।
ଯାହାକୁ ଆପଣ ଗୁଗଲ ମ୍ୟାପ୍ ରେ ବି ଦେଖିଲେ ଜାଣିପାରିବେ। ବୈଜ୍ଞାନିକ ମାନେ ଯେତେବେଳେ ଏହି ସେତୁର ପଥରକୁ ପରୀକ୍ଷା କରି ଦେଖିଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହି ପଥର ଲକ୍ଷ ଲକ୍ଷ ବର୍ଷ ପୁରୁଣା । ପୌରାଣିକ ଗାଥା ଅନୁସାରେ ତ୍ରତେୟା ଯୁଗରେ ଭଗବାନ ରାମ ଲଙ୍କା ରୁ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଯିବା ଉଦ୍ଦେଶ୍ୟ ରେ ସମୁଦ୍ର ପାର ହେବା ପାଇଁ ବାନର ସେନା ଙ୍କ ସହିତ ମିଶି ଏହି ସେତୁ ବନ୍ଧ ନିର୍ମାଣ କରିଥିଲେ । ଯାହାକି ଆପଣ ଗଳ୍ପରେ ପଢିଥିବେ କି ଶୁଣିଥିବେ ନିଶ୍ଚୟ ।
ତେବେ ବର୍ତମାନ ସମୟରେ ଘଟଣା ଟି ଘଟିଛି ପୁରୀ ଜିଲ୍ଲାରେ । ମହୋଦଧି ରେ ସମୁଦ୍ର ଲହଡ଼ି ସାହାର୍ଯ୍ୟରେ ସନ୍ତୋଷ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ଭାସି ଆସିଛି ଏକ ରାମସେତୁ ଶିଳା । ମାର୍କଣ୍ଡ ପୋଖରୀ ରେ ପରୀକ୍ଷା କରିବା ପାଇଁ ସେ ପଥର ଟିକୁ ଆଣି ବୁଡାଇ ମିଡ଼ିଆ ସାମ୍ନାରେ ଦେଖାଇଥିଲେ ଯେ କିପରି ପଥରଟି ପାଣିରେ ନ ବୁଡି ଭାସୁଛି । ତେବେ ସୂଚନା ମୁତାବକ ଉକ୍ତ ଯୁବକ ଜଣଙ୍କ ନାମ ହେଉଛି ଶୁଭେନ୍ଦୁ କୁମାର ଜାଲି । ଯିଏକି ମାଟିଆ ପଡ଼ାର ନିବାସୀ । ସମୁଦ୍ର ରେ ଠାକୁର ବିସର୍ଜନ ସମୟରେ ସେ ପଥର ଟିକୁ ପାଇ ଥିବାର ଦାବି କରିଥିଲେ । ଏବେ ସେ ସେହି ପଥରକୁ ନିଜ ଘରେ ରଖି ପୂଜା କରୁଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।