ଆପଣଙ୍କ ଘରେ ଲଗାନ୍ତୁ ଏହି ଗଛ,ଯାହା ଦ୍ଵାରା ଆପଣଙ୍କ ଧନ ବୃଦ୍ଧି ହେବ। ଆସନ୍ତୁ ଜାଣିବା ଏହି ଗଛ ସଂମ୍ପର୍କରେ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆପଣଙ୍କ ଘରେ ଲଗାନ୍ତୁ ଏହି ଗଛ,ଯାହା ଦ୍ଵାରା ଆପଣଙ୍କ ଧନ ବୃଦ୍ଧି ହେବ।ଆସନ୍ତୁ ଜାଣିବା ଏହି ଗଛ ସଂମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଧର୍ମ ଶାସ୍ତ୍ର ଅନୁସାରେ ଘରେ ଗଛ ରହିବା ନିହାତି ଆବଶ୍ୟକ ଅଟେ । ହେଲେ ଅନେକ ଗଛ ମଧ୍ୟ ରୁ କିଛି ଗଛ ଘର ପାଈ ଭଲ ହେଇଥିବା ବେଳେ ଆଉ କିଛି ଗଛ ଘର ପାଈ ଖରାପ୍ ମଧ୍ୟ ହେଇଥାଏ। ତେବେ ଆସନ୍ତୁ ଜାଣିବା କେଉ ଗଛ ଘର ପାଈ ଭଲ ଆଉ କେଉଁ ଗଛ ଖରାପ୍ ।ସବୁ ଗଛ ମଧ୍ୟ ରେ ତୁଳସୀ ଗଛ ଶ୍ରେଷ୍ଟ ବୋଲି କୁହାଯାଏ ।ଘରେ ତୁଳସୀ ଗଛ ରହିବା ନିତ୍ୟାନ୍ତ ଜରୁରୀ ବୋଲି କୁହାଯାଏ। ଏହି ଗଛ କୁ ହିନ୍ଦୁ ଧର୍ମ ରେ ଭଗବାନ୍  ତଥା ବୃନ୍ଦାବତୀ କରି ପୂଜା କରାଯାଏ। 

 

ଗୃହର ପ୍ରବେଶ ଦ୍ଵାର ପାଖରେ ଏହି ଗଛ ରହିଲେ ଏହାକୁ ଶୁଭ ବୋଲି କୁହାଯାଏ ।ଅନ୍ୟ ପଟେ ବେଲ ଗଛ କୁ ମଧ୍ୟ ଲୋକେ ବହୁତ ମାନନ୍ତି ଏହାକୁ ପୂଜା ମଧ୍ୟ କରନ୍ତୁ। ଏହି ଗଛ ଭଗବାନ୍ ଶିବଙ୍କର ଅତି ପ୍ରିୟ ଗଛ ହେଇଥାଏ। ଏହି ଗଛକୁ ଶୟଂ ଶିବ ବାସ କରନ୍ତି ବୋଲି ମାନ୍ୟତା ରହିଛି ।ଯୋଉ ଘରେ ବେଳ ଗଛ ରହିଥାଏ ସେହି ଘରେ ଧାନ ସମ୍ପତି ର କେବେ ଅଭାବ ହୁଏ ନାହିଁ । ଭଗବାନ୍ ଅତି ପ୍ରସନ୍ନ ହେଇଥାନ୍ତି । ସୋମି ଗଛ ଆଉ ଏକ ଚମତ୍କାର ଗଛ କହିଲେ କମ ହେବ ନାହିଁ। 

 

ଏହି ଗଛ କୁ ଗୃହ ର ପ୍ରବେଶ ଦ୍ଵାର ରେ ଲଗାଇଲେ ଏହା ଶୁଭ ଫଳ ଦେଇଥାଏ। ଏହା ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ବଜାଇ ରହିଥାଏ ଓ ଘରେ ପରିବାର ବର୍ଗଙ୍କ ଭିତରେ ଭଲ ଭାବ ବଢ଼ିଥାଏ। ଘରେ ଶାନ୍ତି ବନାଇ ରହି ଥାଏ। ଏହି ଗଛ ମୂଳ ରେ ସୋରିଷ ତେଲ ଢାଳିବା ଦ୍ବାରା ଶନି ଦଶା  କରିଥାଏ। ଏହା ଛିଡ଼ା ଏହି ଗଛ ମୂଳ ରେ ରାଶି ତେଲ ର ଦୀପ ଲଗାଇଲେ ତାହା ଭଲ ଫଳ ଦେଇଥାଏ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *