ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ବିବାଦ ଭିତରେ ରାଣୀ ପଣ୍ଡା । କଣ କରିଲେ ସେ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବର୍ତମାନ ଯୁଗ ଏପରି ହେଲାଣି , ସୋସିଆଲ ମିଡ଼ିଆ ଦ୍ଵାରା ସବୁ କିଛି ଘଟଣା ଜଣା ପଡ଼ୁଚି । ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଯୋଲିଓଡ ଏ ମଧ୍ୟ । ଅଧିକାଂଶ ଲୋକେ ଯାତ୍ରା ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକ ଙ୍କୁ ।
ତେବେ ଯାତ୍ରା ଜଗତରେ ବିଭିନ୍ନ କଳାକାର ଅଛନ୍ତି । ସେମାନଙ୍କ ମଧ୍ୟରୁ ରାନୀ ପଣ୍ଡା ହେଉଛନ୍ତି ଜଣେ କଳାକାର । ତାଙ୍କୁ କିଏ ବା ନ ଜାଣେ । ଓଡ଼ିଆ ଇଣ୍ଡଷ୍ଟ୍ରି ର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ବିବାଦକୁ ବାଦ୍ ଦେଲେ ରାନୀ ଜଣେ ଭଲ ହୃଦୟର ମଣିଷ ମଧ୍ୟ । ସେ ଅନେକ ଲୋକ ମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।
ତେବେ ଯେ କୌଣସି ଘଟଣା ଘଟୁ ନାଁ କାହିଁକି ସେ କେବେ ବି ନିଜ ମୁଁହ ଖୋଲିବାକୁ ଡରନ୍ତି ନାହିଁ । ସାହସର ସହ ସେ ନିଜର ମତ ରଖିଥାନ୍ତି । ଏହିଅତ୍ୟାଧୁନିକ ସମୟ ଏବେ ଘରେ ଘରେ ଦେଖା ଦେଇଛି ଏହାର ପ୍ରଭାବ । ରାଜନୀତିକ , ସାମାଜିକ, ଅର୍ଥନୈତିକ, ଇତ୍ୟାଦି ସବୁ ପ୍ରକାର ଆଲୋଚନା, ସମାଲୋଚନା, ପର୍ଯ୍ୟଲୋଚନା ସବୁ ଘଟଣା ଶୀଘ୍ର ଲୋକଙ୍କ ପାଖରେ ପହଂଚି ପାରୁଛି ।
ଏହି ସମୟରେ ସର୍ବଦା ଚର୍ଚ୍ଚାକୁ ଆସି ଥାଆନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ତେବେ ରାଣୀ ପଣ୍ଡା କଳାକାର ପାଇଁ କେତେବେଳେ ଚର୍ଚ୍ଚା ରେ ଥାନ୍ତି ତ କେତେବେଳେ ବିବାଦୀୟ ମନ୍ତବ୍ୟ କୁ ନେଇ ଥାନ୍ତି । ପୁଣି ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ ପରିବେଷଣ ପାଇଁ ହେଉ କି ଯାତ୍ରା ରେ ଦର୍ଶକଙ୍କ କାନ କାମୁଡିବା ପାଇଁ ହେଉ ସବୁବେଳେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାନ୍ତି । ତେବେ କଳାକାର ମାନେ ସବୁବେଳେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେମିତି ଓଡିଆ ଯାତ୍ରା ଜଗତର ଜଣେ ବହୁତ ହିଁ ଚର୍ଚ୍ଚିତ ଚେହେରା ହେଉଛନ୍ତି ରାନୀ ପଣ୍ଡା ।
ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ । ଏମିତି ଏମିତି ମଧ୍ୟ କୁହାଯାଏ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା । ତେବେ ବିଭିନ୍ନ ପ୍ରକାର ବିବାଦ ର ଶିକାର ସବୁବେଳେ ହୋଇ ଥାଆନ୍ତି ରାନୀ ପଣ୍ଡା । ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି । ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି । ଅନେକ ଲୋକଙ୍କୁ ତାଙ୍କ ବିପଦ ସମୟରେ ରାନୀ ସାହାଯ୍ୟ ର ହାତ ବଢ଼େଇ ଦେଇଥାନ୍ତି । ଯିଏ ଯେତେବେଳେ ଯେଉଁଠି ଅସୁବିଧା ପଡୁ ନା କାହିଁକି । ରାଣୀ ପଣ୍ଡା ସାହାଯ୍ୟ ପାଇଁ ଆଗେଇ ଆସନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।