ମାତ୍ର ଦୁଇ ମିନିଟରେ ମୋତି ଭଳି ଚମକିବ ଦାନ୍ତ । ବାସ କରି ଦିଅନ୍ତୁ ଏହି କାମ । ଏବେ ଆସନ୍ତୁ ଜାଣିବା ଉପାୟ ଗୁଡ଼ିକ କଣ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାତ୍ର ଦୁଇ ମିନିଟରେ ମୋତି ଭଳି ଚମକିବ ଦାନ୍ତ । ବାସ କରି ଦିଅନ୍ତୁ ଏହି କାମ । ଏବେ ଆସନ୍ତୁ ଜାଣିବା ଉପାୟ ଗୁଡ଼ିକ କଣ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ, ଅନେକ କାରଣ ବଶତ ଆମର ଦାନ୍ତ ହଳଦୀଆ ଅଥବା ଅପରିଷ୍କାର ହୋଇଯାଏ । ଏହା କଳା ଏବଂ ବହୁତ ଖରାପ ଦେଖାଯାଇଥାଏ । ଅନେକ ଲୋକଙ୍କ ଦାନ୍ତ ର ରଙ୍ଗ ଖରାପ ଯୋଗୁଁ ସେମାନେ ଡେଣ୍ଟିସ ପାଖକୁ ଯାଇଥାନ୍ତି । ମାତ୍ର ସେମାନେ ମନ ଖୋଲି କେବେ ହେଲେ ହସି ପାରନ୍ତି ନାହିଁ । କାରଣ ସେମାନଙ୍କ ଖରାପ ଦାନ୍ତ ଆଖି ଆଗକୁ ଆସିଯିବ । ଏହି ଡରରେ ସେମାନେ କେବେ ମନଖୋଲି ହସି ପାରନ୍ତି ନାହିଁ । 

 

ଏଥିପାଇଁ ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଦାନ୍ତ କୁ ମୋତିଭଳି ଚମକାଇ ପାରିବେ । ଏହା ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି ତେବେ ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପ୍ରଥମେ ଆପଣ ବଡ ସାଇଜ ର ବିଲାତି ନିଅନ୍ତୁ । ଏହାପରେ ଚାମଚ ସାହାର୍ଯ୍ୟ ରେ ଏହାକୁ ଚାରି ପଟୁ ପିଟନ୍ତୁ । ଯାହା ଫଳରେ ରସ ସହଜରେ ବାହାରି ପାରିବ । ଏହାପରେ ବିଲାତି କୁ ମଝିରୁ କାଟି ଦିଅନ୍ତୁ । 

 

ଏହାପରେ ଏହାର ରସ ବାହାର କରି ନିଅନ୍ତୁ । ଏହାପରେ ଆପଣ ଗୋଟିଏ କାଗଜିଲେମ୍ବୁ କୁ କାଟି ତାହାର ରସ ଚିପୁଡି ନିଅନ୍ତୁ । ଏହା ପରେ ଆପଣ କୌଣସି ଧଳା ଟୁଥପେଷ୍ଟ ର ପ୍ରୟୋଗ କରି ପାରନ୍ତି । ଆପଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଦାନ୍ତ ଧଳା କରିବା ନିମନ୍ତେ ଆମ୍ଭର ଏହି ଘରୋଇ ଉପଚାର ଏବେ ପ୍ରସ୍ତୁତ ହୋଇ ସାରିଛି । ଏବେ ଆସନ୍ତୁ ଜାଣିବା ଆପଣ ଏହାର ପ୍ରୟୋଗ କିଭଳି କରିବେ ? ଏହାକୁ ସାଧାରଣ ଭାବରେ ଯେପରି ଦାନ୍ତ ସଫା କରନ୍ତି ସେହିଭଳି ଆପଣ ଏହାକୁ ବ୍ରସ କରି ପାରିବେ । 

 

ଆପଣ ଯେଉଁଭଳି ଦାନ୍ତ ଘସନ୍ତି ସେହିଭଳି ଏହି ଟୁଥବ୍ରସ ରେ ବୁଡାଇ ନିଜ ଦାନ୍ତ କୁ ସଫା କରି ପାରିବେ । ଆପଣ ଏହି ଉପାୟ ନିଜ ଘରେ ବନାଇ ଏହାର ବ୍ରସ କରି ଦେଖନ୍ତୁ । ଆପଣଙ୍କ ଦାନ୍ତ ସଙ୍ଗେ ସଙ୍ଗେ ଧଳା ହୋଇଯିବ । ଏହା ବହୁ ଚମତ୍କାରୀ ଘରୋଇ ଉପଚାର ଅଟେ । ବହୁ ପୁରାତ୍ତନ କାଳରୁ ଲୋକ ମାନେ ନିଜ ଦାନ୍ତକୁ ସୁନ୍ଦର କରିବା ପାଇଁ ନିଜର ଦାନ୍ତ କୁ ଧଳା କରିବା ପାଇଁ ଏହି ଘରୋଇ ଉପଚାର ର ପ୍ରୋୟାଗ କରି ଆସିଛନ୍ତି । ଆପଣ ନିହାତି ଥରେ ଏହାର ପ୍ରୟୋଗ କରି ଦେଖନ୍ତୁ, ଦେଖିବେ ଆପଣଙ୍କର ଅସୁନ୍ଦର କଳା ଦାନ୍ତ, ହଳଦିଆ ଦାନ୍ତ ମୋତିଭଳି ଚମକିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *