ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ରୂପା ପିଣ୍ଟୁ ଏମିତି କେଉଁ କାମ କରିଛନ୍ତି ଯେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ରୂପା ଓ ପିଣ୍ଟୁ କୁ ବେଶ୍ ଭଲ ଭାବରେ ଜାଣି ଥିବେ । ତେବେ ଜଣାଇ ରଖୁଛୁ କି, ସେ ହେଉଛନ୍ତି ଓଡ଼ିଆ ଆଲବମ୍ ଜଗତ ର ବେଶ୍ ପରିଚିତ ଯୋଡ଼ି । ଏହି ଦୁଇ ଜଣ ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରି କୁ ଭଲ ଭଲ ଆଲବମ୍ ପ୍ରଦାନ କରିଛନ୍ତି । ଏହା ସହିତ ରୂପା ଓ ପିଣ୍ଟୁ ଙ୍କ ର ଏକ ୟୁ ଟ୍ୟୁବ୍ ଚ୍ୟାନେଲ ରହିଛି ଯାହାର ନାମ ହେଉଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ । ତାଙ୍କର ଏହି ଚ୍ୟାନେଲ କୁ ଲୋକ ମାନେ ବେଶ୍ ପସନ୍ଦ କରୁଛନ୍ତି ଓ ଭଲ ପାଇବା ଦେଉଛନ୍ତି ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରୂପା ପିଣ୍ଟୁ ଙ୍କ ର ଏମିତି ଏକ ଭିଡିଓ ସାମ୍ନା କୁ ଆସିଛି ,ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ଯାଇଛି ।ତେବେ ସେହି ଭିଡିଓ ଟି କୁ ଲୋକ ମାନେ ବେଶ୍ ପସନ୍ଦ କରୁଛନ୍ତି ଏବଂ ରୂପା ଓ ପିଣ୍ଟୁ ଙ୍କୁ ବହୁତ୍ ଭଲ ପାଇବା ଦେଉଛନ୍ତି । ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ରୂପା ପିଣ୍ଟୁ ହେଉଛନ୍ତି ଆଲବମ୍ ଜଗତ ର ଏକ ଚର୍ଚ୍ଚିତ ଯୋଡି ।
ତେବେ ଆପଣ ମାନେ ତ ତାଙ୍କର ଅନେକ ଆଲବମ୍ ଭିଡ଼ିଓ ଦେଖିବାକୁ ପାଇଥିବେ । ତେବେ ଏହି ଯୋଡ଼ି ଙ୍କ ଲୋକ ପ୍ରିୟତା ଦିନକୁ ଦିନ ବେଶ୍ ବଢିବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ରୂପା ଓ ପିଣ୍ଟୁ ଆଗରୁ ଆଲବମ୍ ଗୀତ ରେ ଡ଼୍ୟାନ୍ସ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ନିଜ ଆଲବମ୍ ଗୀତ ରେ ନିଜେ ଡ଼୍ୟାନ୍ସ କରିବା ସହ ଗିତ ମଧ୍ୟ ଗାଉ ଥିବାର ନଜର ଆସିଛନ୍ତି ।
ତେବେ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଅଛି ଏବଂ ତାଙ୍କର ଏହି ଭିଡ଼ିଓ ଟି କୁ ଦେଖିବା ପରେ ଅନେକ ଲୋକ ମାନେ ତାଙ୍କର ପ୍ରଶଂସା କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ରୂପା ଓ ପିଣ୍ଟୁ ଓଡ଼ିଆ ଆଲବମ ଜଗତ ରେ ଏକ ସଫଳତମ ଯୋଡ଼ି ଭାବରେ ପରିଚିତ ହେଉଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।