ଫୁଣି ରାନୀ ପଣ୍ଡା ଷ୍ଟେଜ ଉପରେ ଦେଖେଇଲେ ଜଲୱା ! ଦର୍ଶକ ଦେଖି ହେଇଗଲେ ବେହୋସ ! ଦେଖନ୍ତୁ ଏହି Video….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଷ୍ଟେଜ ଉପରେ ରାନୀ ପଣ୍ଡା ଫୁଣି ଥରେ କିପରି ଜଲୱା ଦେଖାଇଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ରାନୀ ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଏହା କହିଛନ୍ତି ଯେ ,ସବୁ ଦର୍ଶକ ମାନଂକ ଭଲ ପାଇବା ପାଇଁ ମୁଁ ଆଜି ଓଡିଶା ରେ କାମ କରିବାର ସୁଯୋଗ ପାଇ ପାରୁଛି । ରାଣୀ ପଣ୍ଡା କହିଛନ୍ତି ଯେ , ଅନେକ ଦିନ ପରେ ମୁଁ ଏକ ଆଇଟମ ଗୀତ କରିବାକୁ ସୁଯୋଗ ପାଇଛି । 

ତେବେ ଏହି ଆଇଟମ ଗୀତ ଟି ହେଉଛି ତୁ ମୋ ଡ୍ରିମ୍ ଗାର୍ଲ୍ ସିନେମା ର।ତେବେ ଏହି ସିନେମା ରେ ଦେଖିବାକୁ ମିଳିବେ ନବାଗତ ନାୟକ ଏବଂ ନାୟିକା ।ତେବେ ବଡ ବଡ କଳାକାର ମାନଙ୍କୁ ନେଇ ଏହି ସିନେମା ଟି ପ୍ରସ୍ତୁତ ହେଉଛି । ତେବେ କୋରିଓ ଗ୍ରାଫର୍ ଏହା କହିଛନ୍ତି ଯେ ମୁଁ ରାନୀ ପଣ୍ଡା ଙ୍କୁ କେବେ ଦେଖି ନଥିଲି କିନ୍ତୁ ଶୁଣିଥିଲି ସେ ଜଣେ ଭଲ କଳାକାର ବୋଲି ।

 ଆଉ ଏବେ ତାଙ୍କର ଜବରଦସ୍ତ ଡ଼୍ୟାନ୍ସ କୁ ବି ଏବେ ଦେଖିଦେଲି । ଆଉ ବର୍ତ୍ତମାନ ଏହି ଆଇଟମ ଗୀତ ଟି ରେ ରାନୀ ପଣ୍ଡା ଦେଖିବାକୁ ମିଳିବେ । ରାନୀ ପଣ୍ଡା କହିଛନ୍ତି ଯେ ,ମୁଁ ପ୍ରଥମ ଥର ପାଇଁ ପ୍ରେମ ସାର୍ ଙ୍କ ସହ କାମ କରିବାର ସୁଯୋଗ ପାଇଛି । ଆଉ ଯାହା ଫଳରେ କି ମୋ ଅଭିନୟ ଓ ମୋ ଡ଼୍ୟାନ୍ସ ତାଙ୍କୁ ବହୁତ୍ ପସନ୍ଦ ଆସିଲା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *