ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଅରିନ୍ଦମ ଙ୍କ ସହ ଘଟିଥିବା ସେ ଅଘଟଣ କୁ ମନେ ପକେଇ ତାଙ୍କର ଧର୍ମ ପତ୍ନୀ ବର୍ତ୍ତମାନ କଣ ସବୁ କହିଛନ୍ତି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ସାମ୍ବାଦିକ ଅରିନ୍ଦମ ଙ୍କୁ ବେଶ୍ ଭଲ ଭାବରେ ଜାଣି ଥିବେ । ତେବେ ଏହା ମଧ୍ୟ ଜାଣିଛନ୍ତି ଯେ ତାଙ୍କର ବିୟୋଗ ରେ ସାରା ଓଡ଼ିଶା ଦୁଃଖ ରେ ଭାଙ୍ଗି ପଡ଼ିଥିଲା ।ତେବେ ଅରିନ୍ଦମ ଙ୍କ ସହ ଘଟିଥିବା ଅଘଟଣ ଯୋଗୁଁ ସେ ସବୁ ଦିନ ପାଇଁ ଆଖି ବୁଝିଦେଇଛନ୍ତି । ଏଥିପାଇଁ ତାଙ୍କର ସ୍ତ୍ରୀ ସମୀକ୍ଷା ବେହେରା ଦୁଃଖ ରେ ଭାଙ୍ଗି ପଡିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କର ସେହି ଘଟଣା କୁ ମନେ ପକେଇ ବର୍ତ୍ତମାନ କଣ ସବୁ କହିଛନ୍ତି।
ତେବେ ସେ ଏକ ଏମିତି ବିର ଥିଲେ ଯିଏ କି ପ୍ରାକୃତିକ ବିପର୍ଯ୍ୟୟ ଠୁ ଆରମ୍ଭ କରି ଯେ କୌଣସି ପରିସ୍ଥିତି ହେଉ ସେ ସାମ୍ନା କୁ ଆସି ଲୋକ ଙ୍କ ନିକଟରେ ଖବର ପହଞ୍ଚାଉ ଥିଲେ । ତେବେ ଜଣାଇ ରଖୁଛୁ ଯେ ତାଙ୍କର ଏକ ପୁଅ ମଧ୍ୟ ରହିଛି । ତେବେ ତାଙ୍କର ସ୍ତ୍ରୀ ବର୍ତ୍ତମାନ କହିଛନ୍ତି ଯେ , ମୁଁ ମୋ ପୁଅ କୁ ତାଙ୍କ ପରି ଗଢି ତୋଳିବି ଏବଂ ଏହା ମଧ୍ୟ କହିଛନ୍ତି ଯେ,ତାଙ୍କ ପରି କେହି ବ୍ୟକ୍ତି ନାହାଁନ୍ତି । ଆଉ ଯଦି କହିବା 100 ରୁ 1% ସେହିଭଳି ମହାନ ବ୍ୟକ୍ତି ଦେଖିବାକୁ ମିଳି ଥାନ୍ତି ।
ତାଙ୍କର ସେହି ଦିନ କୁ ମନେ ପକାଇ ତାଙ୍କର ସ୍ତ୍ରୀ ବହୁତ୍ ଦୁଃଖ ପ୍ରକାଶ କରିଛନ୍ତି । ଆଉ ହୋଲି ରେ ସେ ମଧ୍ୟ ବହୁତ୍ ମଜ୍ଜା କରି ଥାଆନ୍ତି । ହୋଲି ରେ ବି ସେ ଅଫିସ୍ କୁ ଯାଉଥିଲେ। ତାଙ୍କ ସହିତ ଘଟିଥିବା ଘଟଣା ତାଙ୍କର ଅନୁପସ୍ଥିତି କୁ ସବୁବେଳେ ମନେ ପକାଇବ । ତେବେ ତାଙ୍କର ବ୍ୟକ୍ତିତ୍ଵ ଏକ ଭିନ୍ନ ଧରଣର ଥିଲା ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।