କ୍ରିକେଟର ଯୁବରାଜ ସିଂ ହେଲେ ଗିରଫ । ଜାଣନ୍ତୁ କେଉଁ କାରଣ ପାଇଁ ହେଲେ ଗିରଫ…

 

ବର୍ତ୍ତମାନ ର ବଡ ଖବର ଏହା ଆସିଛି ଯେ ହରିୟାଣାର ହାଂସୀ ଅଞ୍ଚଳ ରେ ହିସାର ପୋ-ଲି-ସ ଯୁବରାଜ ସିଂହଙ୍କୁ ଗି-ର-ଫ କରିଛି। ଯୁବରାଜ ସିଂହ ଅନୂସଚିତ ଜାତି ବିରୋଧରେ ଆ-ପ-ତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୋ-ଲି-ସ ଗି-ର-ଫ କରିଥିବା ସୂଚନା ମିଳିଛି ।

 

 

ଯୁବରାଜ ସିଂହଙ୍କ ବି-ରୁ-ଦ୍ଧ‌ ରେ ଅଭିଯୋଗ ହୋଇଛି ଯେ, ଗତ ବର୍ଷ  ରୋହିତ ଶର୍ମାଙ୍କ ସହ ଲାଇଭ ଚାଟ୍‌  ରେ ଭାରତୀୟ କ୍ରିକେଟ ଟିମର ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ଜାତି ଭି-ତ୍ତି-କ ଆପତ୍ତିଜନକ କିଛି ମ-ନ୍ତ-ବ୍ୟ ଦେଇଥିଲେ । ଜାତି ଭି-ତ୍ତି-କ ଆପତ୍ତିଜନକ କିଛି ଅପମାନ ଜନକ ମନ୍ତବ୍ୟ ଟି-ପ୍ପ-ଣୀ ଦେଇଥବା କାରଣରୁ ତାଙ୍କ ବି-ରୋ-ଧ ରେ ଏବେ ହାଇକୋର୍ଟ ରେ ମା-ମ-ଲା ରୁଜୁ ହୋଇଥିଲା ।

 

 ହାଇକୋର୍ଟ ର ଏହି ଆଦେଶ ପରେ ପରେ ଯୁବରାଜ ସିଂହ ଚଣ୍ଡିଗଡ ପହଞ୍ଚିଥିଲେ , କିନ୍ତୁ ଯାହା  ସୂଚନା ମିଳୁଛି ଯେ ,  ହିସାର ପୋ-ଲି-ସ ତାଙ୍କୁ ସେଠାରେ ଗି-ର-ଫ କରିଛି  , ଏହା ପରେ ତାଙ୍କୁ ଅନେକ ପୋ-ଲି-ସ ତାଙ୍କୁ ପଚରା ଉଚରା କରା ଯାଇଛି।

 

 ପଚରାଉଚରା କରା ଯିବା ପରେ  ଏହା ପରେ ତାଙ୍କୁ ହାଇ କୋର୍ଟ ର ଆଦେଶ ରେ ଜା-ମି-ନ ରେ ମୁକ୍ତ କରି ଦିଆଯାଇଛି। କିଛି ଦିନ ପୂର୍ବରୁ ଏହା ମାମଲା ପାଇଁ  ଯୁବରାଜ ସିଂଙ୍କୁ ଜା-ମି-ନ ମଞ୍ଜୁର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏବଂ ଯେଉଁ କାରଣରୁ ହାଂସୀ ର ପୋ-ଲି-ସ ତାଙ୍କୁ ବର୍ତ୍ତମାନ ଗି-ର-ଫ କରିବା ପରେ ସାଧାରଣ ପଚରା ଉଚରା କରିବା ପରେ ଛାଡି ଦେଇଛି । 

 

ଯୁବରାଜ ସିଂ ଙ୍କ ବିରୁଦ୍ଧରେ ଏହା ଅଭିଯୋଗ ହୋଇଥିଲା ଯେ ସେ  ଅନୁସୂଚିତ ଜନଜାତି  ଙ୍କ ପ୍ରତି କିଛି ଅପମାନଜନକ ଶ-ବ୍ଦ ବ୍ୟବହାର କରିଥିଲେ । ଯେଉଁଥି ପାଇଁ ଦଳିତ ଅଧିକାର କର୍ମୀ ରଜତ କଲସନ ଯୁବରାଜ ଙ୍କ ବିରୁଦ୍ଧ ରେ  ହାଂସି ଥାନା ରେ ମାମଲା ରୁଜୁ କରିଥିଲେ । ଏହା ପରେ ଯୁବରାଜ ମଧ୍ୟ ଏହି  ମାମଲାକୁ ଖାରଜ କରିବା ପାଇଁ ହାଇକୋର୍ଟ ରେ ଅପିଲ କରିଥିଲେ। ଯେଉଁଥି ପାଇଁ ହାଇ କୋର୍ଟ ତାଙ୍କୁ  ଆଗୁଆ ଜା-ମି-ନ ପ୍ରଦାନ କରିଥିଲେ ଏବଂ ସେଥିପାଇଁ ସେ ଗି-ର-ଫ ହେଉ ହେଉ ସାମାନ୍ୟ ପଚରା ଉଚୁରା ପରେ ପୋ-ଲି-ସ ତାଙ୍କୁ ମୁକ୍ତ କରି ଦେଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *