ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଋଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ଆମେରିକା ସମେତ କିଛି ଦେଶ ଗୁଡ଼ିକ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିପାଇଁ ଋଷ ର ଅର୍ଥିନିତି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଆଉ ଏଥିପାଇଁ ଋଷ ଭାରତ ର ସହଯୋଗ ଲୋଡୁଛି ।ଋଷ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଋଷ ଭାରତ କୁ ବହୁତ କମ୍ ମାତ୍ରାରେ ତେଲ ବିକ୍ରି କରନ୍ତି।ଯେଉଁଟା କି ଭାରତ ର ଆବଶ୍ୟକତା ଠାରୁ ଏକ ପ୍ରତିଶତ ରୁ ବି କମ୍ ।
ଭାରତ ସେଇୟା ହିଁ କରିଲେ ଯାହାକୁ ଆମେରିକା ମନା କରିଥିଲେ। ତେବେ ଆମେରିକା ର କଟକଣା ସତ୍ୱେ ଋଷ ଠାରୁ ତେଲ କିଣୁଛି ଭାରତ । ତେବେ ସେ କହିଛନ୍ତି ଯେ ଋଷ ଠାରୁ ତେଲ କିଣିବାକୁ ନେଇ ସରକାର ଙ୍କ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ । ତେବେ ଋଷ ଏହା ଚାହୁଁଚି ଯେ ଭାରତ ତା ଠାରୁ ଅଧିକ ରୁ ଅଧିକ ତେଲ କିଣୁ । ଆଉ ପ୍ରତିଦ୍ବନ୍ଦ୍ବିତା ବଜାରରେ ଭାରତର ତୈଳ ଉପରେ ନଜର ରହିବ ।
ତେବେ ଏହା ଚର୍ଚ୍ଚା ହେଉଛି ଯେ ଋଷ ଠାରୁ ରିହାତି ଦର ରେ ତେଲ କିଣିବା ପାଇଁ ଭାରତ ରାସ୍ତା ଖୋଲି ରଖିଛି । ତେବେ ନାନା ଆଲୋଚନା ମଧ୍ୟରେ ପରୋକ୍ଷରେ ଜବାବ୍ ରଖିଚି ଭାରତ ।ତେବେ ଆନ୍ତର୍ଜାତୀୟ ବଜାରରେ ଭାରତୀୟ ବ୍ୟବସାୟୀ ମାନେ ଇନ୍ଧନ କ୍ଷେତ୍ରରେ ସର୍ବୋତ୍ତମ ବିକଳ୍ପ ଖୋଜୁଛନ୍ତି।
ତେବେ ବର୍ତ୍ତମାନ ସମୟ ରେ ଆମେରିକା ର କଟକଣା ସତ୍ୱେ ମଧ୍ୟ ଋଷ ଠାରୁ ତେଲ କିଣୁଛି ଭାରତ । ଆଉ ଏଥିପାଇଁ ମଧ୍ୟ ଭାରତ କୁ ଦୁର୍ବଳ କହିଛି ଆମେରିକା ।ଆମେରିକା ଏହା ଅଭିଯୋଗ କରିଛି ଯେ , ଭାରତ ର ଋଷ ସହିତ ଥିବା ପୁରୁଣା ବନ୍ଧୁତା କାରଣ ରୁ ଋଷ ସେନା ର ଆକ୍ରମଣ କୁ ପ୍ରତିକ୍ରିୟା ଦେବାକୁ ଏ ପର୍ଯ୍ୟନ୍ତ ଏଡେଇ ଆସିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।