ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭଗବାନ ଶିବଙ୍କର ଏହି ମନ୍ତ୍ରଟି ହେଉଛି ଅତିପ୍ରିୟ, ଏହି ମନ୍ତ୍ରକୁ ଜପ କରିଲେ ଶିବ ଅତିଶୀଘ୍ର ହୁଅନ୍ତି ପ୍ରସନ୍ନ। ଜାଣନ୍ତୁ କଣ ସେହି ମନ୍ତ୍ର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ହିନ୍ଦୁ ଶାସ୍ତ୍ରରେ ଲୋକମାନେ ବହୁତ ଈଶ୍ୱର ବିଶ୍ୱାସୀ ହୋଇ ଥାଆନ୍ତି,ସବୁବେଳେ ଭଗବାନଙ୍କର ପୂଜାର୍ଚ୍ଚନା ଆଦି କରିଥାଆନ୍ତି। ପ୍ରାୟ ଲୋକ ଭଗବାନ ଶିବ ଙ୍କର ଭକ୍ତ ହୋଇ ଥାଆନ୍ତି ତେଣୁ ତାଙ୍କର କିଛି ବାର କି ପର୍ବ ଆସିଲେ ସେମାନେ ଅତି ଭକ୍ତି ନିଷ୍ଠା ର ସହ ମନ୍ଦିର ଯାଇ ମହାଦେବ ଙ୍କୁ ପୂଜା କରି ଥାଆନ୍ତି । ହେଲେ ଆମେ ଆଜି ଆପଣମାନଙ୍କୁ ଏପରି ଏକ ମନ୍ତ୍ର ସମ୍ପର୍କରେ କହିବୁ ଯାହାକି ଶିବଙ୍କର ଅତି ପ୍ରିୟ ମନ୍ତ୍ର ଅଟେ।
ଆଉ ଏହାକୁ ଜପ କରିଲେ ଭଗବାନ ଶିବ ଅତି ଶିଘ୍ର ପ୍ରସନ୍ନ ମଧ୍ୟ ହୋଇ ଥାଆନ୍ତି। ଭଗବାନ ଶିବ ଙ୍କ ପୂଜା ରେ କେତେ ପ୍ରକାର ମନ୍ତ୍ର କୁ ଜପି ଥାଆନ୍ତି ଏବଂ କାର୍ଯ୍ୟ ସିଦ୍ଧି ପାଇଁ ଏହି ମନ୍ତ୍ର ସବୁ ଅଲଗା ଅଲଗା ହୋଇ ଥାଏ। କିନ୍ତୁ ଭଗବାନ ଶିବ ଙ୍କର ଗୋଟିଏ ମନ୍ତ୍ର ଅତି ପ୍ରିୟ ଅଟେ ଆଉ ସେହି ମନ୍ତ୍ର ଟି ହେଉଛି ମହା ମୃତ୍ୟଞ୍ଜୟ ମନ୍ତ୍ର। ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ କି, ଏହି ମନ୍ତ୍ର ଟି କଣ ଅଟେ, ଓଁ ତ୍ରୟ ବକଂ ୟଜାମହେ, ସୁଗନ୍ଧିଂ ପୃଷ୍ଟି ବର୍ଧନଂ, ଉର୍ବରୁ କମିବ ବର୍ଦ୍ଧନାତ ମୃତ୍ୟୁମୁରକ୍ଷ୍ୟୟ ମାର୍ମୁତାତ ।
ଶାସ୍ତ୍ର ରେ ଅଲଗା ଅଲଗା କାମ ପାଇଁ ଅଲଗା ଅଲଗା ମହା ମୃତ୍ୟଞ୍ଜୟ ର ଜପ କରାଯାଏ ।କୁହାଯାଏ ଯେ ଆପଣ ଯଦି କୌଣସି ପ୍ରକାର ଭୟ ରେ ପୀଡିତ ଅଛନ୍ତି ଏବଂ କିଛି ଅଲଗା ଭୟ ଆପଣ ଙ୍କୁ ଯନ୍ତ୍ରଣା ଦେଇ ଥାଏ ତାହାଲେ ମହା ମୃତ୍ୟଞ୍ଜୟ ମନ୍ତ୍ର କୁ 11 ଶହ ଥର ଜପ କରନ୍ତୁ ।ଏଥିରେ ଆପଣ ଙ୍କୁ ସମସ୍ତ ପ୍ରକାର ଭୟ ରୁ ମୁକ୍ତି ମିଳି ଯିବ।ଏହା ଛଡା ଯଦି ଆପଣ ବଡ଼ ବେମାର ରେ ପୀଡିତ ଅଛନ୍ତି ତାହେଲେ ଆପଣ 11 ହଜାର ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କରିବା ଦରକାର।
ଏହା ସହିତ ଯଦି ଆପଣ ସନ୍ତାନ ପାଇବାର ଇଚ୍ଛା ରଖୁଛନ୍ତି କିମ୍ବା ବ୍ୟବସାୟ ରେ ଉନ୍ନତି ପାଇବା ପାଇଁ ଚାହୁଁଛନ୍ତି, କିମ୍ବା ଏହା ସହିତ ଅକାଳ ମୃତ୍ୟୁ ରୁ ବଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଏକ ଲକ୍ଷ 25 ହଜାର ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ସଫଳ ହେବ ।ଏମିତି ରେ ଏକ ଲକ୍ଷ 25 ହଜାର ଜପ ବାବାଜୀ ମାନଙ୍କ ଦ୍ୱାରା ଅନୁଷ୍ଠାନ ମାଧ୍ୟମ ରେ ଆୟୋଜିତ କରାଯାଇ ଥାଏ ।କିନ୍ତୁ ଯଦି ସାଧକ ବିଶ୍ୱାସ ର ସହିତ ଏହି ସାଧନା କରେ ତାହେଲେ ତାଙ୍କର ମନକାମନା ପୂର୍ଣ୍ଣ ହେବାର ସମ୍ଭାବନା ଅଧିକ ହୋଇ ଯାଇ ଥାଏ ।କୁହାଯାଏ କି ଯେଉଁ ଲୋକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ର ଜପ କରି ଥାଏ ଏମିତି ଲୋକ ଙ୍କୁ କେବେ ବି ଅକାଳ ମ-ର-ଣ ଆସେ ନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।